Below header
Browsing Tag

clash

ବଡଦାଣ୍ଡରେ ଖଣ୍ଡଯୁଦ୍ଧ: କାର୍ ସାଇଡକୁ ନେଇ ଯୁକ୍ତିତର୍କ ସାଙ୍ଗକୁ ମାରପିଟ୍

ପୁରୀ(କେନ୍ୟୁଜ): ବଡଦାଣ୍ଡରେ ଖଣ୍ଡଯୁଦ୍ଧ । ବାହାରୁ ଆସିଥିବା ଭକ୍ତ ଓ ସ୍ଥାନୀୟ ବାସିନ୍ଦା ହେଲେ ମୁହାଁମୁହିଁ। ସାମାନ୍ୟ କଥାକୁ ନେଇ ଯୁକ୍ତିତର୍କ, ତାପରେ ମାରପିଟ୍ । ଶେଷରେ ବଡଦାଣ୍ଡରେ ଜମିଲା ଦେଖଣାହାରୀଙ୍କ ଭିଡ ତାସାଙ୍ଗକୁ ଟ୍ରାଫିକ୍ ଜାମ୍ । ଯାହାଫଳରେ ନାକେଦମ୍ ହେଲା ପୋଲିସ୍ । ପୁରୀ…

ଶିଶୁପାଳଗଡ଼ ଛକରେ ନିଶାଡ଼ିଙ୍କ ଉନ୍ମତ୍ତକାଣ୍ଡ: ଯାହାକୁ ପାଇଲେ ଗୋଡ଼େଇ ଗୋଡ଼େଇ ହାଣିଲେ

ଭୁବନେଶ୍ୱର (କେନ୍ୟୁଜ): ରଣକ୍ଷେତ୍ର ପାଲଟିଲା ଭୁବନେଶ୍ବର ଉପକଣ୍ଠ ଶିଶୁପାଳଗଡ଼। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଛନ୍ତି। ଉତ୍ତେଜନା ଯୋଗୁଁ ଭୁବନେଶ୍ବର-ପୁରୀ ରାସ୍ତା ଅବରୋଧ କରାଯାଇଛି। ମିଳିଥିବା ଖବର ମୁତାବକ…

କଦମପାଳ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମାରପିଟ, ୮ଜଣ ଆହତ

ଯାଜପୁର(କେନ୍ୟୁଜ): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ। ୮ଜଣ ଆହତ। ଆଜି ଅପରାହ୍ନ ସମୟରେ ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନ କଦମପାଳ ଗ୍ରାମରେ। ଗ୍ରାମର ଇନ୍ଦ୍ରମଣି ସାହୁ ଓ ମନ୍ଦରଧର ସାହୁଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ…

ନାଇଜେରିଆରେ ସାଂପ୍ରଦାୟିକ ହିଂସା, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩୦ ମୃତ

ପାକିସ୍ତାନ ପରେ ନାଇଜେରିଆ ରକ୍ତାକ୍ତ ସଂଘର୍ଷ । ଦୁଇ ଦଳିତ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହା ବିଷୟରେ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ନାଇଜେରିଆରେ ଅଧିକ ମୁସଲମାନ ଉତ୍ତର ଅଞ୍ଚଳରେ ରହିଛନ୍ତି । ସେହିପରି ଅନ୍ୟ ଜାତିର ଲୋକ ଦକ୍ଷିଣ…

ପିଲାଙ୍କ କଳିରୁ ଦୁଇ ଗାଁ ଭିତରେ ଗୋଷ୍ଠୀ ସଂଘର୍ଷ, ୧୦ ଆହତ

ରାୟଗଡା(କେନ୍ୟୁଜ୍): ପିଲାଙ୍କ କଳିରୁ ଗୋଷ୍ଠୀ ସଂଘର୍ଷ, ୧୦ ଆହତ । ରାୟଗଡା ଜିଲ୍ଲା ନୂଆପଡା ଓ ଦେବଦଳା ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଉଭୟ ଗାଁର ୧୦ ଜଣ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ଦେବଦୋଳା ଗାଁର ୨୦୦ରୁ ଅଧିକ ଯୁବକ ମାରଣାସ୍ତ୍ର ଧରି ନୂଆପଡା ଗାଁରେ ଭିତରେ ପଶିଥିଲେ । ଗାଁରେ ଚାପା…

ଗଣେଶ ମୂର୍ତ୍ତି ଭସାଣୀକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ, ୪ରୁ ଅଧିକ ମହିଳା ଓ ପୁରୁଷ ଆହତ

 ହିଞ୍ଜିଳିକାଟୁ (କେନ୍ୟୁଜ୍): ଗଣେଶ ମୂର୍ତ୍ତି ଭସାଣୀକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ । ୪ରୁ ଅଧିକ ମହିଳା ଓ ପୁରୁଷ ଆହତ ହୋଇ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବୁରୁପଡ଼ା ଗାଁରେ ଏହି ଅଘଟଣ ଘଟିଛି। ୪୦ରୁ ଅଧିକ ଯୁବକ ମୂର୍ତ୍ତି ବିସର୍ଜନ ପାଇଁ…

ନାବାଳିକାଙ୍କୁ ଉଠାଇ ନେବା ଘଟଣାରେ ଦୁଇ ଅଟକ, ପୋଲିସ-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ

କଟକ(କେନ୍ୟୁଜ୍‌): କଟକ ସଦର ଥାନା ଉଷୁମା ଅଞ୍ଚଳରେ ଉତ୍ତେଜନା । ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ। ଜଣେ ନାବାଳିକାକୁ କିଛି ଲୋକ ଉଠାଇ ନେଉଥିବା ବେଳେ ସ୍ଥାନୀୟ ଲୋକେ କାବୁ କରିଥିଲେ । ଏହାପରେ ପୋଲିସ ପହଞ୍ଚି ବୁଝାସୁଝା କରିବା ସମୟରେ ଉତ୍ତେଜନା…

ଦୁଇ ପରିବାର ଭିତରେ କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ, ଜଣଙ୍କ ମୃତ୍ୟୁ

ବେଗୁନିଆ(କେନ୍ଯୁଜ୍): କମେଣ୍ଟ ମରାକୁ କେନ୍ଦ୍ର କରି ଗଣ୍ଡଗୋଳ, ଜଣଙ୍କ ମୃତ୍ୟୁ। ବେଗୁନିଆ ଚକାପଦା ଗାଁରେ ଗତକାଲି ରାତିରେ ଦୁଇ ପରିବାର ନିଳମଣି ବାରିକ ଏବଂ ସ୍ବାଧିନ ସ୍ବାଇଁଙ୍କ ମଧ୍ୟରେ ପୂର୍ବ ଶତୃତାକୁ ନେଇ କମେଣ୍ଟ ମରାମରି ହୋଇଥିଲା । ତେବେ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ…

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉମରକୋଟ ଗସ୍ତ ସମୟରେ ବିଜେଡି ଓ ବିଜେପି କର୍ମୀ ଧସ୍ତାଧସ୍ତି, ଥାନାରେ ମାମଲା ରୁଜୁ

ଉମରକୋଟ(କେନ୍ଯୁଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜେଡି ଓ ବିଜେପି କର୍ମୀ ଧସ୍ତାଧସ୍ତି । ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉମରକୋଟ ଗସ୍ତ ସମୟରେ ଉଭୟ ଦଳର କର୍ମୀ ଧସ୍ତାଧସ୍ତି ହୋଇଥିଲେ । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ମନ୍ତ୍ରୀ ନିଜେ କୋଭିଡ ନିୟମ ଉଲ୍ଲଂଘନ କରି ରାଲି…

ଯୁବକଙ୍କୁ ଆକ୍ରମଣ ପରେ ଉତ୍ତେଜନା: ରାସ୍ତା ଅବରୋଧ ସହ ୪ ଗାଡି ଜାଳିଦେଲେ ଉତ୍ୟକ୍ତ ଲୋକ

ମୟୂରଭଞ୍ଜ(କେନ୍ଯୁଜ୍) : ଯୁବକଙ୍କୁ ଆକ୍ରମଣ ପରେ ଉତ୍ତେଜନା । ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ୪ ଗାଡି ଜାଳିଦେଲେ ଉତ୍ୟକ୍ତ ଲୋକ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅସ୍ତପୁର ଗାଁର ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଗୁରୁତର ଯୁବକ ଚନ୍ଦ୍ରହାସ୍ୟଙ୍କ ଶରୀରର…

ବାଲେଶ୍ୱର ରେମୁଣାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ଥାନା ଭିତରେ ବୁଲିଲା କଟୁରୀ, ୨ଜଣଙ୍କୁ ହାଣି ରକ୍ତାକ୍ତ କଲେ…

ବାଲେଶ୍ୱର: ଥାନା ପାଲଟିଲା ରଣକ୍ଷେତ୍ର। ପୋଲିସ ସାମ୍ନାରେ ହଣାହଣି। ବାଲେଶ୍ୱର ରେମୁଣା ଥାନା ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଥାନା ଭିତରେ ବୁଲିଲା କଟୁରୀ। ମାରଣାସ୍ତ୍ରରେ ୨ ଜଣଙ୍କୁ ହାଣି ରକ୍ତାକ୍ତ କଲେ ଆକ୍ରମଣକାରୀ। ଥାନାକୁ ଅଭିଯୋଗ ନେଇ ଆସିଥିବାବେଳେ ଆକ୍ରମଣର ଶୀକାର ହୋଇଛନ୍ତି।…

ଜେଲ୍ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, କଏଦୀଙ୍କ ରକ୍ତରେ ହୋଲି ଖେଳିଲେ ସାଥି କଏଦୀ . . ୫୭ ଜଣଙ୍କ ମୃତ୍ୟୁ

ଜେଲ ଭିତରେ ନରସଂହାର । କଏଦୀଙ୍କ ରକ୍ତରେ ହୋଲି ଖେଳିଲେ ସାଥି କଏଦୀ । ଆଉ ଏହି ନାରକୀୟକାଣ୍ଡରେ ଯାଇଛି ୫୭ ଜଣ କଏଦୀଙ୍କ ଜୀବନ । ଏହି ଭୟଙ୍କର ଗ୍ୟାଙ୍ଗ୍ ୱାର ହୋଇଛି ବ୍ରାଜିଲର ଜେଲରେ । ସୂଚନା ମୂତାବକ, ଜେଲର ଏକ ସେଲରେ ନିଆଁ ଲଗାଇଦେଇଥିଲେ କମାଣ୍ଡୋ କ୍ଲାସ ଏ ଗ୍ୟାଙ୍ଗର ସଦସ୍ୟ ।…