ବୋମା ବିସ୍ଫୋରଣରେ ବୃଦ୍ଧ ଆହତ

ଗଞ୍ଜାମ : ବୋମା ବିସ୍ଫୋରଣରେ ବୃଦ୍ଧ ଆହତ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ପାଟୁଳି ସାହି ଗାଁରେ । ଘର ଭିତରେ ଥିବା ଏକ ବୋମାକୁ ଛୁଇଁବା ମାତ୍ରେ ତାହା ବିସ୍ଫୋରଣ ହୋଇଥିଲା। ଆହତ ବୃଦ୍ଧଙ୍କ ନାଁ ଅଭି ନାୟକ । ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଘର ଭିତରକୁ ବୋମା କେଉଁଠୁ ଆସିଲା ଏବଂ କିଏ ରଖିଥିଲା, ସେ ନେଇ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ଖୋଳତାଡ଼ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.