ସହାୟତା ଭିକ୍ଷା କରି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ରଙ୍ଗବତୀ ଗାୟକ

ଭୁବନେଶ୍ବର : ଦୁର୍ଦ୍ଦିନରେ ଗତି କରୁଛନ୍ତି ପ୍ରସିଦ୍ଧ ରଙ୍ଗବତୀ ଗୀତର ଗାୟକ ତଥା ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ରୀୟ ହରିପାଲ । କିଛି ଦିନ ହେବ ସେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି । କେବଳ ସେ ନୁହନ୍ତି, ତାଙ୍କ ପରି ଅନେକ କଳାକାର ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି । ଏନେଇ ସେ ଦିଲ୍ଲୀ ଯାଇ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଜଣାଇଛନ୍ତି । ସରକାର ତାଙ୍କ ଗୁହାରି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଜିତେନ୍ଦ୍ରୀୟ ହରିପାଲ । ସେହିପରି ସୋନା ମହାପାତ୍ର ଗାଇଥିବା ରଙ୍ଗବତୀ ଗୀତ ଉପରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.