Below header

ୟୁନିଟ୍‌-୧ ମାର୍କେଟ୍‌ ନିକଟରୁ ଜବର ଦଖଲ ଉଚ୍ଛେଦ

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍‌-୧ ମାର୍କେଟ୍‌ ନିକଟରୁ ଜବର ଦଖଲ ହଟାଯାଇଛି । ବିଏମ୍‌ସି ପକ୍ଷରୁ ଏହି ଉଚ୍ଛେଦ କରାଯାଇଛି । ମାର୍କେଟ୍‌ ପାର୍ଶ୍ୱ କ୍ୟାପିଟାଲ ଥାନା ନିକଟରେ ଥିବା ଦୋକାନ ସବୁକୁ ଭାଙ୍ଗି ଦିଆଯାଇଛି । ଏସବୁ ଜାଗାରେ ବେଆଇନ୍‌ ଭାବେ ଉଠା ଦୋକାନ କରାଯାଇଥିଲା । ତେବେ ପ୍ରଶ୍ନ ହେଉଛି ସେହି ସ୍ଥାନରେ ସବୁ ବେଳେ ଭଙ୍ଗା ଗଢ଼ା ଚାଲିଛି କାହିଁକି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.