ଘଟଗାଁ ହରିଚନ୍ଦନପୁର: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

murderକେନ୍ଦୁଝର: ଘଟଗାଁ ହରିଚନ୍ଦନପୁର ଖରବା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଘରୋଇ କଳିକୁ କେନ୍ଦ୍ର କରି ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ମୃତକଙ୍କ ନାମ କାଙ୍କଡ ମହ୍ଲାର ଥିବାବେଳେ,ଅଭିଯୁକ୍ତ ସ୍ବାମୀ ଫେରାର ଅଛନ୍ତି।

You might also like