ମଦ୍ୟପ ବାପାର ଜଘନ୍ୟ କାଣ୍ଡ : ଟାଙ୍ଗିଆରେ ହାଣି ନିଜ ପୁଅକୁ କଲା ହତ୍ୟା
ଦେବଗଡ(କେନ୍ୟୁଜ୍): ମଦ୍ୟପ ବାପାର ଜଘନ୍ୟ କାଣ୍ଡ । ଟାଙ୍ଗିଆରେ ହାଣି ନିଜ ପୁଅକୁ କଲା ହତ୍ୟା । ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।
ଗତକାଲି ବିଳମ୍ବିତ ରାତୀରେ ଗୁଣ୍ଡୁରିପୋଷି ଗ୍ରାମର ମୁଚି ପାତ୍ର ତାଙ୍କ ପୁଅ ଗୋଳବଦନ…