ଘରେ ବସି ପଢ଼ୁଥିଲା ପୁଅ, ଘରେ ପଶି ହାଣି ଦେଇଗଲା ଦୁର୍ବୃର୍ତ୍ତ
ଜଟଣୀ (କେନ୍ୟୁଜ) : ମାଆ କାନ୍ଦି କାନ୍ଦି ଗଡିଯାଉଛି । କିଛି ସମୟ ପାଇଁ ତ ବୁଝିପାରୁନି କଣ ସବୁ ଏ ହେଇଗଲା । ପୁଅ ଆଉ ଏ ଦୁନିଆରେ ନାହିଁ ବୋଲି ବିଶ୍ୱାସ କରିପାରୁନି ମାଆ । ହଠାତ୍ କଣ ଏମିତି ଘଟିଗଲା, କିଏ ମାରିଦେଲା ମୋ ପୁଅକୁ । ଏତେ ଛୋଟ ପିଲାଟି କଣ କାହାର ଦୋଷ କରିଥିଲା, କାହିଁକି କିଏ…