ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା କଲା ଯୁବକ, କାରଣ ଅସ୍ପଷ୍ଟ

ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା । ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ପଞ୍ଚାୟତରେ ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା କଲା ଯୁବକ । ମୃତକ ହେଲେ ସ୍ବପ୍ନେଶ୍ବରପୁର ଗାଁର କାଳନ୍ଦୀ ମଲ୍ଲିକ।

ଯାଜପୁର (କେନ୍ୟୁଜ): ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା । ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ପଞ୍ଚାୟତରେ ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା କଲା ଯୁବକ । ମୃତକ ହେଲେ ସ୍ବପ୍ନେଶ୍ବରପୁର ଗାଁର କାଳନ୍ଦୀ ମଲ୍ଲିକ। ରାସ୍ତାରେ ଯାଉଥିବା ବେଳେ ବୃଦ୍ଧଙ୍କୁ ଅଟକାଇ କଟୁରୀରେ ହାଣି ଥିଲା ଯୁବକ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତ ସୁରେନ୍ଦ୍ର ବେହେରାକୁ ଅଟକ ରଖି ପଚାରଉଚରା କରୁଛି ସଦର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.