Browsing Tag

old man

ହାତୀ ଉପଦ୍ରବ, ଶୋଇଥିବା ସମୟରେ ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

ଅନୁଗୁଳ: ଅନୁଗୁଳରେ ବଢ଼ିଗଲାଣି ହାତୀ ଉପଦ୍ରବ । ବନ୍ତଳା ରେଞ୍ଜ ଗଡ଼ତଳମୂଳ ଗାଁରେ ମଧ୍ୟରାତ୍ରରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ ହୋଇଛି । ମୃତକ ହେଲେ ତଳମୁଳ ଗାଁର ଆରତ ଭୋଇ । ଆରତ ଘରେ ଶୋଇଥିବା ସମୟରେ ହାତୀଟି ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ…

ବୃଦ୍ଧଙ୍କୁ ଗଳା କାଟି ହତ୍ୟା, ଚା’ ପିଇବାକୁ ଯାଇ ଆଉ ଫେରିନଥିଲେ

ଜୟପୁର : ବୃଦ୍ଧଙ୍କ ଗଳାକାଟି ହତ୍ୟା । ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । କୋରାପୁଟ ଜିଲ୍ଲା ଜୟପୁର ଫାଂପୁଣି ନିକଟରେ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି SDPO ଓ ସାଇଣ୍ଟିଫିକ ଟିମ୍ ।…

ହାତ ନଥିଲେ ବି ହାର ମାନି ନାହାନ୍ତି ରାମାକୁଲ, ଜୋତା ବିକି କରୁଛନ୍ତି ରୋଜଗାର

ଭୁବନେଶ୍ବର: କେହି ଗ୍ରାହକ ଆସିଲେ ଆଜି ଦି’ ପଇସା ରୋଜଗାର ହେବ । ସମସ୍ତଙ୍କୁ ଆଜି ଟିକେ ଭଲରେ ଖୁଆଇବି । ହାତ ନାହିଁ ତ କଣ ହେଲା, ପର ଆଗରେ ହାତ ପାତିବା ଠୁ ଭଲ ନିଜେ ପରିଶ୍ରମ କରି ପରିବାର ମୁହଁରେ ଦାନା ଯୋଗାଇବି । .. ବୟସ ୬୦ ଛୁଇଁଲାଣି, ଗୋଟେ ହାତ ବି ନାହିଁ । କିନ୍ତୁ ଜୀବନ ସଂଘର୍ଷରୁ…

ପେଟର ଭୋକ ବାଧ୍ୟ କରୁଛି ହାତ ପାତିବାକୁ, ବୁଢା ମଉସାଙ୍କ ସରୁନି ଦୁଃଖ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ପରିସର । ଭକ୍ତଙ୍କ ଯିବା ଆସିବା ଲାଗିଥାଏ ।  ସେଇ ଯିବା ଆସିବା ରାସ୍ତାରେ ପାଚେରୀକୁ ଲାଗି ମନ୍ଦିରର ସୌନ୍ଦର୍ଯ୍ୟ ପାଇଁ କେତେଗୁଡ଼ିଏ ଛୋଟ ଛୋଟ ଗଛ ସବୁ କୁଣ୍ଡରେ ଥୁଆ ହୋଇଥାଏ । ଆଉ ସେ ଗଛ ଆଢ଼ୁଆଳରେ ଜଣେ ବୁଢ଼ା ମଉସା ବସିଥାନ୍ତି । ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ…

ଏ ବୟସରେ ମନ୍ଦିର ସାମନାରେ ହାତ ପତାଉଛନ୍ତି ବୁଢ଼ା ମଉସା

ବୟସର ଅପରାହ୍ନରେ ପହଞ୍ଚିଛନ୍ତି ଏ ବୁଢ଼ା ମଉସା । ଠିକରେ ପାଦ ପକାଇ ଚାଲି ପାରୁ ନାହାନ୍ତି । ଗୋଟିଏ ପାଦ ପଡିବାର କିଛି ସମୟ ପରେ ପୁଣି ଆଉ ଗୋଟିଏ ପାଦ ପଡିଲେ ଆଗକୁ ବଢୁଛନ୍ତି ମଉସା । ହାତରେ ବାଡ଼ି ଖଣ୍ଡିକ ହିଁ ତାଙ୍କ ସାହା ଭରସା । ଠିକ ସେ କଥା କହିପାରୁ ନାହାନ୍ତି l ହାତରେ ଧରିଥିବା…

ଭତ୍ତା ପାଇଁ ଯାଉଥିବା ବେଳେ ବୃଦ୍ଧାଙ୍କ ଉପରେ ଚଢ଼ିଗଲା ଟ୍ରକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଉଦଳା : ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ପାଇଁ ଯାଉଥିବା ବେଳେ ବୃଦ୍ଧାଙ୍କ ଉପରେ ଚଢ଼ିଗଲା ଟ୍ରକ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଶରତ ଥାନା ଶରତ ଗ୍ରାମରେ । ସୂଚନା ଅନୁସାରେ ଗ୍ରାମର ଅସହାୟ ବୃଦ୍ଧା ନିରାଶମଣି ପାତ୍ର ଆଜି ସକାଳ ସମୟରେ ଭତ୍ତା ଆଣିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ…

ଦାସକାଠିଆ ଦେଉଛି ରୋଜଗାର, ରାଜଧାନୀ ରାଜରାସ୍ତାରେ ବୁଲି ବୁଲି ପେଟ ଚାଖଣ୍ଡକ ପାଇଁ କରୁଛନ୍ତି ସଂଘର୍ଷ

ବୟସର ଅପରାହ୍ନରେ ବଞ୍ଚିବାକୁ ବଡ଼ ସଂଘର୍ଷ । ହାତରେ ଦାସକାଠିଆ ଆଉ ତୁଣ୍ଡରେ ହରିନାମ...। ହାତରେ ଛତା ଓ ଦାସକାଠିଆ ଧରି ରାଜଧାନୀ ରାଜରାସ୍ତାରେ ବୁଲି ବୁଲି ପେଟ ପାଇଁ କରୁଛନ୍ତି ସଂଘର୍ଷ । ହାତ ଉଠେଇ ଯିଏ ଟଙ୍କେ ଦି ଟଙ୍କା ଦେଲା ପେଟକୁ ଦାନା ଯାଏ ନହେଲେ ନାଇଁ । ପରିବାର କହିଲେ ଏବେ…

ସାନଆଙ୍କୋ ଗାଁର ଯୁବ ସଦସ୍ୟମାନଙ୍କର ନିଆରା କାର୍ଯ୍ୟକ୍ରମ, ବୃଦ୍ଧବୃଦ୍ଧାଙ୍କୁ ପୂଜା କଲେ ସମସ୍ତେ

ଭଗବାନଙ୍କୁ ତ ସମସ୍ତେ ପୂଜା କରନ୍ତି । କିନ୍ତୁ ଗୋଟିଏ ଗାଁର ଲୋକମାନେ ଟିକେ ନିଆରା ପୂଜା କରିଛନ୍ତି । ଯାହା ବିଷୟରେ ଜାଣିଲେ ଆପଣ ବି ପ୍ରଶଂସା ନକରି ରହିପାରିବେନି । ଥାଳିରେ ଦୁବ, ଅରୁଆ ଚାଉଳ, ଧୂପ ଓ ଫୁଲ ଧରି ଯୁବତୀମାନେ ଗାଁର ବୃଦ୍ଧବୃଦ୍ଧାଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଭଗବାନଙ୍କୁ…

୧୦୪ ବର୍ଷରେ ବି ପେଟ ପାଇଁ ଭିକ ମାଗୁଛନ୍ତି ଏଇ ବୃଦ୍ଧ ଜଣଙ୍କ…

ପୋଲସରା: ପତଳା ଶରୀର । ଚମ ଧୁଡୁ ଧୁଡୁ ହୋଇଗଲାଣି । ସେଥିରେ ସଳଖି ଠିଆ ହବାତ ଦୁରର କଥା ବସିବି ପାରୁନାହାଁନ୍ତି । କଥା ବି ସ୍ପଷ୍ଟ ଭାବେ କହିପାରୁନାହାଁନ୍ତି ।ପରିବାର କହିଲେ କେହି ନାହିଁ । ବୟସ ଆସି ହେଲାଣି ୧୦୪ ବର୍ଷ । ଏଇ ବୟସରେ ନିଜ କାମ କରିବାକୁ ତାଙ୍କ ଦେହରେ ବଳ ବା କୋଉଠୁ…

୮୨ ବର୍ଷ ବୟସରେ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର କୃତିତ୍ବ ହାସଲ କଲେ ଗୋପୀନାଥ

କୁହନ୍ତି ପାଠ ପଢ଼ିବା ପାଇଁ ବୟସ ଦେଖାଯାଏ ନାହିଁ । ଏକଥା ଆପଣ କେବଳ ଶୁଣିଥିବେ ନିଶ୍ଚୟ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ଜଣାଇବାକୁ ଯାଉଛୁ, ଯିଏ ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି । ୮୨ ବର୍ଷ ବୟସରେ ପାଇଛନ୍ତି ସଫଳତା । ବୟସର ଅପରାହ୍ନରେ ସମସ୍ତେ ଚୁପଚାପ…

ନାବାଳିକା ସହ ଦୁଷ୍କର୍ମ, ୬୦ ବର୍ଷୀୟ ବୃଦ୍ଧର କଳା କାରନାମା

ପୁଣି ଲଜ୍ଜା । ମଣିଷ ପାଲଟି ଯାଇଛି ପିଶାଚ । ଦେହର ଭୋକକୁ ମେଣ୍ଟାଇବା ପାଇଁ ନିଜ ନାତୁଣୀ ବୟସର ଛାତ୍ରୀଙ୍କ ସହ କଲା ଦୁଷ୍କର୍ମ । ବୟସ ୬୦ କିନ୍ତୁ ଯୌନ ଲାଳସାରେ ବୁଡି ନାବାଳିକା ଝିଅକୁ ବି ଛାଡ଼ିଲାନି । ନା ଥିଲା ତାର ପୋଲିସକୁ ଭୟ ନା ଥିଲା ଆଇନର ଭୟ । ନାତୁଣୀ ବୟସର ଝିଅକୁ ଦେଖି ଦୋକାନ…

କାଠଯୋଡ଼ିରେ ପୁଣି ଜଣେ ନିଖୋଜ, ଗାଧୋଇଲା ବେଳେ ନଦୀରେ ଭାସିଗଲେ ବୟସ୍କ ପୁରୁଷ

କଟକ : କାଠଯୋଡ଼ିରେ ପୁଣି ଜଣେ ନିଖୋଜ । ଭାସି ଗଲେ ଜଣେ ବୟସ୍କ ପୁରୁଷ । ଗାଧୋଇବାକୁ ଯାଇ ଭାସି ଯାଇଥିବା ସୂଚନା । ନିଖୋଜ ଜଣଙ୍କ କଟକ ଝାଂଜିରିମଙ୍ଗଳା ଅଞ୍ଚଳର ଫକୀର ମୋହନ । ତାଙ୍କ ବୟସ ୮୨ ବର୍ଷ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ବ୍ୟକ୍ତି ଜଣଙ୍କ ଖାନ୍‌ନଗର ଜଗନ୍ନାଥ ମନ୍ଦିର…