Browsing Tag

old man

ଗାଈ ପାଇଁ ଜିଲ୍ଲାପାଳଙ୍କୁ ବୃଦ୍ଧାଙ୍କ ଗୁହାରୀ; କହିଲେ – ମୋ ଗାଈ ଫେରାଇ ଦିଅ

ସୁବର୍ଣ୍ଣପୁର (କେନ୍ୟୁଜ): ଗାଈ ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ। ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଗୁରୁଣ୍ଡି ଗୁରୁଣ୍ଡି ଗୁହାରୀ କଲେ ବୃଦ୍ଧା। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଭିକ୍ଷା ମାଗି ଚଳୁଥିବା ତରାସ ବାଘ ନାମକ ବୃଦ୍ଧା ଚାରି ଚାରିଟି ଗାଈକୁ ପାଳନ…

କରଞ୍ଜିଆ : ହାତୀ ଆକ୍ରମଣରେ ବୃଦ୍ଧ ମୃତ

କରଞ୍ଜିଆ (କେନ୍ୟୁଜ): ହାତୀ ଆକ୍ରମଣରେ ବୃଦ୍ଧମୃତ୍ୟୁ । ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜର ଦରୀ ଗ୍ରାମ ନିକଟରୁ । ଗତକାଲି ବିଳମ୍ବିତ ରାତିରେ ବନବିଭାଗ ହାତୀ ଘଉଡେଇବା ବେଳେ ଅଘଟଣ। ହାତୀ ଘଉଡେଇ ବାସମୟରେ ଦରୀ ଗ୍ରାମ ନିକଟରେ ହାତୀ ମାନେ ଗାଁ ମୁହାଁ…

୨ହଜାର ଟଙ୍କା ପାଇଁ ପିଇଗଲେ ନଳାପାଣି, ଭିଡିଓ ଭାଇରାଲ

ମଧ୍ୟପ୍ରଦେଶ ବିଦିଶାର ଜଣେ ବୃଦ୍ଧଙ୍କ ଭିଡିଓ ସୋସିଆଲ ମିଡିଆରେ ଭାରିମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ବୃଦ୍ଧ ଜଣକ ନଳା ପାଣି ପିଇବାରେ ଲାଗିଛନ୍ତି । ଯାହା ଜଣାପଡୁଛି ବୃଦ୍ଧଜଣକ ସର୍ତ୍ତ ଲଗାଇ ନଳାପାଣି ପିଇଥିଲେ । ଏହି ସର୍ତ୍ତ ପୂର୍ବ ସରପଞ୍ଚଙ୍କ ସ୍ୱାମୀ ଲଗାଇବା ପରେ…

୨ ଥର ନୁହେଁ ବରଂ ୧୧ ଥର କରୋନା ଟିକା ନେଇସାରିଲେଣି ଏହି ବ୍ୟକ୍ତି, କହିଲେ-ସେବେଠୁ ରୋଗରେ ପଡ଼ିନାହିଁ

କରୋନା କାଳରେ ସଂକ୍ରମଣରୁ ମୁକ୍ତି ପାଇଁ ଲୋକମାନେ ଟିକାର ଦୁଇଟି ଡୋଜ୍‌ ନେଉଥିବା ବେଳେ ବିହାରର ଜଣେ ବ୍ୟକ୍ତି ଯାହା ଖୁଲାସା କରିଛନ୍ତି, ତାହା ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଛି। ବିହାରର ଜଣେ ବୃଦ୍ଧ ବ୍ୟକ୍ତି ଦାବି କରିଛନ୍ତି ଯେ ସେ ଟିକାର ୧୦ରୁ ଅଧିକ ଡୋଜ୍‌ ନେଇଛନ୍ତି ଓ ବିଲକୁଲ ଠିକ୍‌…

ଇଏ କି ମାନସିକତା? ବଞ୍ଚି ଥାଉଥାଉ ବୃଦ୍ଧଙ୍କ ପାଇଁ ଶୁଦ୍ଧି ହେଲେ ପରିବାର

କାମାକ୍ଷାନଗର(କେନ୍ଯୁଜ୍): ବଞ୍ଚି ଥାଉଥାଉ ଶୁଦ୍ଧି ହେଲେ ପରିବାର। ବୟସର ସାୟାନ୍ନରେ କାମ କରିବାକୁ ଅକ୍ଷମ ହୋଇଯିବାରୁ ଘର ଲୋକ ପର କରିଦେଇଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି କାମାକ୍ଷାନଗର ତହସିଲର ପର୍ଜଙ୍ଗ ଥାନା ପରମହଂସପୁର ଗାଁ ଶରତ ଚନ୍ଦ୍ର ସାହୁ। ୮୦ ବର୍ଷିୟ ବୃଦ୍ଧ ଆଉ କୌଣସି କାର୍ଯ୍ୟ…

ଗୁଣି ଗାରେଡି ସନ୍ଦେହ: ବୃଦ୍ଧଙ୍କୁ ହତ୍ୟା ପରେ ପୋତିଦେଲେ ସମ୍ପର୍କୀୟ

ବ୍ରହ୍ମପୁର (କେନ୍ୟୁଜ): ଗୁଣିଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ। ବୃଦ୍ଧଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ଅଭିଯୋଗ। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବି. ନୂଆଁପଲ୍ଲୀ ଗାଁର ଯୁଧିଷ୍ଠିର ପ୍ରଧାନ । ଖଲ୍ଲିକୋଟ ଥାନା ପୋଲିସ, ଖଲ୍ଲିକୋଟ ତହସିଲଦାର ଓ ସାଇଣ୍ଟିଫିକ୍‌ ଟିମ…

ସମ୍ପତ୍ତି ନିଜ ନାରେ ନକରିବାରୁ, ୯୬ ବର୍ଷୀୟ ବୃଦ୍ଧ ବାପାକୁ ଘରୁ ବାହାର କରିଦେଲେ ପୁଅ ବୋହୂ

ଜଳେଶ୍ବର(କେନ୍ଯୁଜ୍): ଘରେ ପୁଅଟିଏ ଜନ୍ମ ହେଲେ ବାପା ମାଙ୍କ ଖୁସି କହିଲେ ନସରେ। ଘରୁ ବାହାର ସବୁ ଆଡେ ବଣ୍ଟା ଚାଲେ ମିଠା। ଝିଅଟିଏ ବାହା ହୋଇ ଶାଶୁଘରକୁ ଚାଲିଗଲା ପରେ ପରିଣତ ବୟସରେ ପୁଅ ବୋହୂ ସେମାନଙ୍କ ସେବାଶୁଶ୍ରୁସା କରିବେ ବୋଲି ଆଶା କରିଥାନ୍ତି ସବୁ ବାପା ମା । ହେଲେ ଏ କଳିଯୁଗରେ…

ମରିଗଲା ଭେଣ୍ଡିଆ ପୁଅ, ନାତିନାତୁଣୀଙ୍କ ପାଇଁ ୧୦୦ ବର୍ଷ ବୟସରେ ଟ୍ରଲିରେ ପରିବା ବିକୁଛନ୍ତି ଏହି ବ୍ୟକ୍ତି

ବୟସ ୧୦୦, କିନ୍ତୁ ବୋହୁଛନ୍ତି ୨୦୦ କେଜିର ପରିବା। ପରିବାରର ପେଟ ପୋଷିବା ପାଇଁ ପଞ୍ଜାବର ଜଣେ ବ୍ୟକ୍ତି ଟ୍ରଲିରେ ଆଳୁ ଓ ପିଆଜ ବିକ୍ରି କରୁଥିବା ଦେଖାଯାଇଛି। ଭେଣ୍ଡିଆ ପୁଅର ଅଚାନକ ମୃତ୍ୟୁ ପରେ ଏବେ ନାତି ନାତୁଣୀଙ୍କ ଦାୟିତ୍ୱ ତାଙ୍କ ଉପରେ। ଏଣୁ ବାଧ୍ୟ ହୋଇ ପରିଣତ ବୟସରେ ଏଭଳି କଷ୍ଟକର…

୪୫ରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକାକରଣ ପାଇଁ ରଖିବାକୁ ପଡ଼ିବ ଏହି ଜରୁରୀ କାଗଜପତ୍ର

କେନ୍ଦ୍ର ସରକାର ମାର୍ଚ୍ଚ ପହିଲାରୁ ୪୫ରୁ ୬୦ ବର୍ଷ ବୟସର ଲୋକଙ୍କୁ କରୋନା ଟିକା ଦେବା ଆରମ୍ଭ କରିବେ, ଯେଉଁମାନେ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଥିବେ। ଏହାଛଡ଼ା ୬୦ ବର୍ଷରୁ ଅଧିକ ବୟସର ବୃଦ୍ଧବୃଦ୍ଧାଙ୍କୁ ମଧ୍ୟ ଟିକା ପ୍ରଦାନ କରାଯିବ। ବୃଦ୍ଧବୃଦ୍ଧାଙ୍କୁ ଚିହ୍ନଟ ପାଇଁ ଭୋଟର ତାଲିକାର ପ୍ରୟୋଗ…

ଅଭିମନ୍ୟୁଙ୍କ ଅସରନ୍ତି ଦୁଃଖ…… ଅନେକ ପ୍ରତିଭାର ଅଧିକାରୀ ହୋଇ ମଧ୍ଯ ବୟସର ଅପରାହ୍ନରେ ଜୀବନ ସହିତ…

ସାଲେପୁର: ସାଲେପୁର ଉତ୍ତର ବଟେସ୍ୱର ଗାଁର ଅତି ଗରିବ ପରିବାରରେ ଜନ୍ମଗ୍ରହଣ କରଥିବା ସ୍ବର୍ଗତ ବୈଷ୍ଣବ ମଲ୍ଲିକଙ୍କର ପୁତ୍ର ଅଭିମନ୍ୟୁ । ଅଭିମନ୍ୟୁଙ୍କ ଜୀବନ ଓ ଜୀବିକା ଆପଣମାନେ ଜାଣିଲେ ଆଖିରୁ ଅଶ୍ରୁ ବୋହି ଆସିବ। କାରଣ ସେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ ହୋଇଛନ୍ତି ସତ କିନ୍ତୁ ତାଙ୍କର…

ମାନବିକତା ହରାଉଛି ମଣିଷ : ବର୍ଷା ରାତିରେ ଛୋଟା ବୃଦ୍ଧ ଶ୍ବଶୂରକୁ ଘରୁ ତଡିଦେଲା ବୋହୂ, ଦୋକାନ ପିଣ୍ଡାରେ ଓଦା…

ଯାଜପୁର ରୋଡ: ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର ସୁସୁ ଗର୍ଜନ। ଏଭଳି ବିପଦ ସଙ୍କୁଳ ସମୟରେ ସମସ୍ତଙ୍କ ମନରେ ଭୟର ବାତାବରଣ। ଏହି ଘଡିସନ୍ଧି ମୁହୂର୍ତ୍ତରେ ଅସାହୟଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ସରକାର ବିଭିନ୍ନ ପଦକ୍ଷପ ନେଇଥିଲେ । ହେଲେ ଏ ବିପଦଜନକ ସ୍ଥିତିରେ ମାନବିକତା…

ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ, ଦୁଇ ଜିଲ୍ଲାକୁ ସଂଯୋଗ କରାଇ ଦେଖାଇଛନ୍ତି ନିଜର ଯୋଶ୍

ବାଲେଶ୍ବର: ଇଚ୍ଛା ଶକ୍ତି ଥିଲେ ଜଣେ ଯେକୌଣସି ବୟସରେ ବି କିଛି କରି ଦେଖାଇ ପାରିବ, ଏଥିରେ କୌଣସି ଦ୍ବନ୍ଦ ନାହିଁ । ଆଜିକାଲି ଜୀବନରେ ସମସ୍ତେ ସ୍ବାର୍ଥପର ଜୀବନ ବିତାଉଥିବା ବେଳେ ଏମିତି ଜଣେ ବ୍ଯକ୍ତି ବିଶେଷ ଯିଏ ପରୋପକାରକୁ ନିଜର ଧର୍ମ ଭାବେ ଗ୍ରହଣ କରିଛନ୍ତି । ଯାହାଙ୍କ ପାଇଁ ଆଜି…