ଯୌତୁକ ପାଇଁ ବଧୂ ହତ୍ୟା: ଅଭିଯୋଗ କଲେ ପରିବାର ଲୋକେ

ଯୌତୁକ ପାଇଁ ମାରିଦେଲେ। ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ବୁଢାବାରି ଗାଁରେ ବଧୂ ହତ୍ୟା ଅଭିଯୋଗ। ମୃତ ମହିଳା ରଶ୍ମିତା ମଲିକ।

ଭଞ୍ଜନଗର (କେନ୍ୟୁଜ):  ଯୌତୁକ ପାଇଁ ମାରିଦେଲେ। ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ବୁଢାବାରି ଗାଁରେ ବଧୂ ହତ୍ୟା ଅଭିଯୋଗ। ମୃତ ମହିଳା ରଶ୍ମିତା ମଲିକ।

ଅଭିଯୋଗ ପ୍ରକାରେ ଗତ ୩ ବର୍ଷ ପୂର୍ବରୁ ବୁଢାବାରି ଗାଁର ଦିପୁ ବାରିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ରଶ୍ମିତା । ତେବେ ଅଧିକ ଯୌତୁକ ଦାବି କରି ଶାଶୁ ଘର ଲୋକେ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ମୃତ ମହିଳାଙ୍କ ବାପଘର ପକ୍ଷରୁ ଅଭିଯୋଗ ହୋଇଛି । ଖବର ପାଇ ତାରାସିଙ୍ଗି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଭଂଜନଗର ମେଡିକାଲରେ ମୃତଦେହକୁ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.