ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ସ୍ମାର୍ଟ ସିଟି ଅପରେସନ୍ ସେଣ୍ଟର ଉଦଘାଟନ
ଭୁବନେଶ୍ୱର: ସ୍ମାର୍ଟ ସିଟି ଅପରେସନ୍ ସେଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଅନ୍ୟ ଦୁଇଟି ପ୍ରକଳ୍ପର ଉଦଘାଟନ କରିବା ସହ ଦୁଇଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବିଏମସି ଭବାନୀ ମଲର ପଞ୍ଚମ ମହଲାରେ ଭୁବନେଶ୍ୱର ଅପରେସନ୍ ସେଣ୍ଟର ରହିଛି।…