Browsing Category

ରାଜ୍ୟ

ସହି ପାରିଲେନି ରୋଗ ଯନ୍ତ୍ରଣା, ଆମ୍ବ ଗଛରେ ଝୁଲି ପଡିଲେ ଅଜୟ !

ବାଲେଶ୍ବର : ଆମ୍ବଗଛରୁ ଝୁଲନ୍ତା ମ୍ରୁତଦେହ ଉଦ୍ଧାର। ସିମୁଳିଆ ଥାନା ରପେୟା ଗ୍ରାମରେ ପୋଖରୀ ହୁଡାରେ ଥିବା ଆମ୍ବଗଛରୁ ଝୁଲନ୍ତା ମ୍ରୁତଦେହ ଉଦ୍ଧାର କରାଯାଇଛି। ରପେୟା ଗ୍ରାମର ଅଜୟ ପାଣିଗ୍ରାହୀ ଗତକାଲି ବିଳମ୍ବିତ ରାତ୍ରିରେ ନିଖୋଜ ହୋଇଯାଇଥିଲେ,ପରିବାର ଲୋକେ ବହୁଖୋଜା ଖୋଜି କରି…

ସୋର ରାସ୍ତାକଡ ନାଳରୁ ସଦ୍ୟଜାତ ଶିଶୁକନ୍ୟା ଉଦ୍ଧାର

ବାଲେଶ୍ବର : ପୁଣି ଅଲୋଡା ଶିଶୁ କନ୍ୟା ରାସ୍ତାକଡ ନାଳରୁ ଜୀବନ୍ତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଉଦ୍ଧାର ପରେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୋର ଅଞ୍ଚଳରେ। ରାତ୍ରିରେ ସୋର ପୁରୁଣା ସିନେମାହଲ ପାଖ ଆଇସ ଫେକ୍ଟ୍ରି ଦେଇ ପୀର ମହଲାର ଭିଆକତ ଅଲ୍ଲୀ…

ପ୍ରବଳ ବର୍ଷାରେ କଟକ ସହର ଜଳବନ୍ଦୀ : ସମସ୍ତ ସ୍କୁଲକୁ ଛୁଟି ଘୋଷଣା

କଟକ : ପ୍ରବଳ ବର୍ଷାରେ କଟକ ସହର ଜଳବନ୍ଦୀ । ଗତକାଲିଠାରୁ ଲଗାଣ ବର୍ଷାରେ ସହରର ହାଲ୍ ବେହାଲ୍ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ବାଦାମବାଡ଼ି ବସଷ୍ଟାଣ୍ଟ ପରିସରରେ ପାଣି ଜମି ରହିଛି । ଗଳି କନ୍ଦିରେ ଲହଡି ମାଡୁଛି ବର୍ଷା ପାଣି । ନାଳ ନର୍ଦ୍ଦମାର ଆବର୍ଜନା ପାଣି ରାସ୍ତାରେ ପ୍ରବାହିତ…

୧୨ ବର୍ଷରୁ କମ୍ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ କଲେ ମିଳିବ ମୃତ୍ୟୁଦଣ୍ଡ : ବିଲ୍ ପାସ ହୋଇଛି ରାଜ୍ୟସଭାରେ

ଭୁବନେଶ୍ବର : ୧୨ ବର୍ଷରୁ କମ୍ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ କଲେ ମିଳିବ ମୃତ୍ୟୁଦଣ୍ଡ । ଫାଶୀ ଖୁଣ୍ଟରେ ଝୁଲିବ ଅଭିଯୁକ୍ତ । ସଂଶୋଧିତ ଅପରାଧିକ ବିଧେୟକ ୨୦୧୮ ସଂସଦରେ ପାରିତ ହୋଇଛି । ପୂର୍ବରୁ ଲୋକସଭାରେ ଓ ଗତକାଲି ରାଜ୍ୟସଭାରେ ଏହି ବିଲ୍ ପାସ ହୋଇଛି । ପାର୍ଲାମେଣ୍ଟର ଉଭୟ ଗୃହରେ ଏହି…

ଲଘୁଚାପ ବର୍ଷାରେ ଅସ୍ତବ୍ୟସ୍ତ ରାଜ୍ୟବାସୀ : ରାଜଧାନୀ ଜଳାର୍ଣ୍ଣବ

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା । ଗତକାଲିଠାରୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ସୂଚନା ଦେଇଛି, ଆସନ୍ତା ୩୬ ଘଣ୍ଟା ଭିତରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ । ୨୪ ଘଣ୍ଟା ଭିତରେ ଉତ୍ତର ଓଡ଼ିଶାରେ…

ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି- ଏନ୍‌ଆଇଏ ଜାଲରେ ଓଡ଼ିଶାର ଯୁବକ : ଆତଙ୍କବାଦୀ ଲିଙ୍କ୍‌ରେ ଗିରଫ ।

କେନ୍ଦ୍ରାପଡା : ଅବଦୁଲ ରେହମାନ ପରେ ହବିବୁର ରେହମାନ୍ । କେନ୍ଦ୍ରାପଡ଼ାର ମୂଳ ବାସିନ୍ଦା ହବିବୁର ରେହମାନକୁ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଗିରଫ କରିଛି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ଏନ୍ଆଇଏ । ରିୟାଦରେ ରହୁଥିବା ହବିବୁରକୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରାଯାଇଛି । ପାକିସ୍ତାନର…

ପ୍ରବଳ ବର୍ଷିିଲା, ଆହୁରି ବର୍ଷିିବ

ଭୁବନେଶ୍ୱର : ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା । ଦିନ ସାରା ବର୍ଷା ଲାଗି ରହିବା ପରେ ସନ୍ଧ୍ୟାରୁ ମୂଷଳ ଧାରାରେ ବର୍ଷା ଲାଗି ରହିଥଥିଲା । ଯାହାଫଳରେ ଜନଜୀବନ ଅସ୍‌ସ୍ତବ୍ୟସ୍‌ସ୍ତ ହୋଇପଡ଼ିଛି । ସେପଟେ ପାଣିପାଗ ବିଭାଗ କହିଛି ଆହୁରି ବର୍ଷା ଲାଗି ରହିବ । ରାଜ୍ୟରଉତ୍ତର -…

ବର୍ଷା ପାଇଁ ବେଙ୍ଗ ସହ ଚେଙ୍ଗର ବାହାଘର

ନୂଆପଡା : ନୂଆପଡା ଜିଲ୍ଲାରେ ଚଳିତବର୍ଷ ବର୍ଷାର ଅଭାବ ଦେଖାଦେଇଛି । ଚାଷୀ ବେଉଷଣ କାମ ଆରମ୍ଭ କରିପାରୁନାହାନ୍ତି । ତେଣୁ ଖଡିଆଳ ବ୍ଲକ୍‌ ବ୍ରାହ୍ମଣପଡା ଗ୍ରାମବାସୀ କରାଇଛନ୍ତି ବେଙ୍ଗ-ଚେଙ୍ଗଙ୍କ ବାହାଘର । ବେଙ୍ଗ ଓ ଚେଙ୍ଗଙ୍କ ବାହାଘର କରାଇଲେ ଇନ୍ଦ୍ରଦେବତା ପ୍ରସନ୍ନ ହୁଅନ୍ତି ଓ ଭଲ ବର୍ଷା…

ତିନି ଜଣିଆ କମିଟିର ଜନ ଶୁଣାଣିକୁ ଶ୍ରୀମନ୍ଦିିର ସେବାୟତଙ୍କ ବିରୋଧ

ପୁରୀ : ତିନି ଜଣିଆ କମିଟିର ଜନ ଶୁଣାଣିକୁ ଶ୍ରୀମନ୍ଦିିର ସେବାୟତଙ୍କ ବିରୋଧ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ତିନି ଜଣିଆକମିଟି ଶ୍ରୀମନ୍ଦିର ସଂପର୍କରେ ଜନଶୁଣାଣି କରି ରିପୋର୍ଟ ଦେବେ । ଏହି କମିଟିର ଶୁଣାଣିକୁ ସେବାୟତ ବିରୋଧ କରୁଛନ୍ତି । ଏପରିକି ଏହାକୁ ବେଆଇନ୍‌ ବୋଲି କହିଛନ୍ତି…

ସ୍ୱାଧୀନତା ଦିବସ ପାଇଁ ଟ୍ରାଫିକ୍‌ କଟକଣା : ବିଜ୍ଞପ୍ତି ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ବର : ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ସର୍ବସାଧାରଣଙ୍କ ଲାଗି ଲାଗୁ ହେବ ଟ୍ରାଫିକ୍‌ କଟକଣା । ଏନେଇ କମିଶନରେଟ ପୋଲିସ ବିଜ୍ଞପ୍ତି ଜାରି କରିଛି । ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ପରେଡ୍‌ ରିହର୍‌ସାଲ୍‌ଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ…

ଗ୍ରାମାଞ୍ଚଳରେ କୃଷକ ପରିବାରଙ୍କ ମାସିକ ଆୟ ୪୩୮୨ ଟଙ୍କା : ରିପୋର୍ଟ

ଓଡ଼ିଶା ଗ୍ରାମାଞ୍ଚଳ କୃଷକ ପରିବାରଙ୍କ ଆୟ ଓ ଋଣ ସମ୍ପର୍କିତ ଜାତୀୟ ନମୁନା ସର୍ଭେ-ଏନ୍‌ଏସ୍‌ଓ ରିପୋର୍ଟ ପ୍ରକାଶିତ । ଏହି ସର୍ଭେ ୨୦୧୩ ଜାନୁଆରୀରୁ ଡିସେମ୍ବର ପର୍ୟ୍ୟନ୍ତ କରାଯାଇଥିଲା । ସର୍ଭେରୁ ଜଣାଯାଇଛି, ଓଡ଼ିଶାର ଗ୍ରାମାଞ୍ଚଳରେ କୃଷକ ପରିବାରଙ୍କ ମାସିକ ହାରାହାରି ଆୟ ୪ ହଜାର ୩୮୨…

ଦିଲ୍ଲୀ କିସ୍‌ ବୁଲି ଦେଖିଲେ ଭୁବନେଶ୍ୱର କିସ୍‌ ଛାତ୍ରଛାତ୍ରୀ

ଭୁବନେଶ୍ୱର କିସ୍‌ର କିଛି ଛାତ୍ରଛାତ୍ରୀ ଦିଲ୍ଲୀସ୍ଥିତ କିସ୍‌ ବୁଲି ଦେଖିଛନ୍ତି । ସେଠାରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଉଭୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ନିଜନିଜ ମଧ୍ୟରେ ଭାବର ବିନିମୟ କରିଥିଲେ । ଏହି ଅବସରରେ କବାଡ଼ି ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ…