Browsing Category

ରାଜ୍ୟ

ଲଘୁଚାପ ନେଇଛି ଅବପାତର ରୂପ : ରାଜ୍ୟର ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୪ଟି ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ୍ ଓ ସମ୍ବଲପୁରରେ ପ୍ରବଳରୁ ଅତି…

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଦେଶୀ ଓରଫ୍ ଦିଲ୍ଲୀପ ଦାସ ଆହତ

ଗଞ୍ଜାମ : ଖଲିକୋଟ ପୁସ୍ତପୁର ନିକଟରେ ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଦେଶୀ ଓରଫ୍ ଦିଲ୍ଲୀପ ଦାସ ଆହତ ହୋଇଛି । ବିଦେଶୀର ଡାହାଣ ଗୋଡ଼ରେ ବାଜିଛି ଗୁଳି । ତାକୁ ପ୍ରଥମେ ଖଲିକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ…

ଆଜି ମୁମ୍ବାଇରେ ହେବ ମେକ୍ ଇନ୍ ଓଡ଼ିଶାର ରୋଡ୍ ଶୋ’

ଆଜି ମୁମ୍ବାଇରେ ବିଭିନ୍ନ କଂପାନୀର ମୁଖ୍ୟ ଓ ଶିଳ୍ପପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁମ୍ବାଇରେ ହେବ ମେକ୍ ଇନ୍ ଓଡ଼ିଶାର ରୋଡ୍ ଶୋ'। ଏଥିରେ ଓଡ଼ିଶାରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିମାନଙ୍କୁ ଅବଗତ କରାଯିବ । ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ…

ଚୋରା କାଠ ଚାଲାଣରେ ପୁରା ପରିବାର : ପୋଲିସକୁ ଚକମା ଦେବା ପାଇଁ ହାଇ ଭୋଲଟେଜ୍ ଡ୍ରାମା

କେନ୍ଦୁଝର : ଚୋରା କାଠ ଚାଲାଣରେ ପୁରା ପରିବାର । ପୋଲିସ୍ ଆଖିରେ ଧୂଳି ଦେଇ ଗାଡି ଧରି ଫେରାର ହେବା ପାଇଁ ସମ୍ପୂର୍ଣ୍ଣ ପରିବାରର ହାଇ ଭୋଲଟେଜ୍ ଡ୍ରାମା । ଏଭଳି ନାଟକୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ । ସୂଚନା ଅନୁସାରେ, ଏକ ପିକ ଅପ୍ ଭ୍ୟାନରେ ବେଆଇନ ଚୋରା…

ବର୍ଷୀୟାନ ସାମ୍ବାଦିକ ଭଗବାନ ନାୟକବର୍ମାଙ୍କ ପରଲୋକ

ବର୍ଷୀୟାନ ସାମ୍ବାଦିକ ଭଗବାନ ନାୟକବର୍ମାଙ୍କ ପରଲୋକ । ଆଜି ଏହି ବରିଷ୍ଠ ସାମ୍ବାଦିକଙ୍କ ଦେହାନ୍ତ ହୋଇଛି । ସେ ଧରିତ୍ରୀ, ସମ୍ବାଦ, ସମୟ ଭଳି ବିଭିନ୍ନ ଲୋକପ୍ରିୟ ଦୈନିକ ଖବରକାଗଜରେ ଦୀର୍ଘ ଦିନ ଧରି କାର୍ୟ୍ୟ କରିଥିଲେ । ସେ ଜଣେ ସୁଲେଖକ ଓ ସାହିତ୍ୟିକ ମଧ୍ୟ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ…

ପାରଳା ଗଣଆତ୍ମହତ୍ୟା ମାମଲା : ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲେ ମୃତକଙ୍କ ଭାଇ

ଭୁବନେଶ୍ବର : ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲେ ପାରଳା ଗଣଆତ୍ମହତ୍ୟାର ମୃତକଙ୍କ ଭାଇ ଅମୂଲ୍ୟ ପାତ୍ର । ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ସେ ଅନୁରୋଧ କରିଛନ୍ତି । ପୂର୍ବରୁ ସେ ୧୧ ଥର ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ନ୍ୟାୟ ନମିଳିଲେ…

ଫେରୋକ୍ରୋମ କାରଖାନାରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ

ଯାଜପୁର : ଯାଜପୁର ରୋଡ୍‌ ଫେରୋକ୍ରୋମ କାରଖାନାରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ । କାରଖାନାରେ କର୍ମଚାରୀ ନିଯୁକ୍ତି, ଠିକାଦାରୀ, କଞ୍ଚାମାଲ, ପରିବହନ ଆଦିରେ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛନ୍ତି ଶ୍ରମିକ। ଏସବୁ ଘଟଣା ଚର୍ଚ୍ଚାକୁ ଆସିବା ପରେ ଶିଳ୍ପ ନିଗମର ନବନିଯୁକ୍ତି ସିଏମଡି…

ଠକେଇ ଅଭିଯୋଗରେ ଜେଡ୍‌ ଇନଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର ମୁଖ୍ୟ ପ୍ରସନ୍ନ ପାତ୍ର ଗିରଫ

ଭୁବନେଶ୍ବର : ୧୨କୋଟି ଟଙ୍କା ଠକେଇ ଅଭିଯୋଗରେ ଜେଡ୍‌ ଇନଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର ମୁଖ୍ୟ ପ୍ରସନ୍ନ ପାତ୍ର ଗିରଫ । ଗତକାଲି ରାତିରେ ପ୍ରସନ୍ନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ । ଅଭିଯୋଗ ହେଉଛି ୨୦୧୦ ମସିହାରେ ଜଟଣୀ ଅଞ୍ଚଳରେ ଜାଗା ଦେବାକୁ କହି ୩୦୦ଲୋକଙ୍କ…

ସନ୍ଦେହର ଶିକାର ହେଲା ପୋଲିସ : ଗୋରୁଚାଲାଣ ଗାଡ଼ିକୁ ଏସ୍‌କର୍ଟ କରୁଥିବା ଭାବି ପ୍ରବଳ ହଙ୍ଗାମା କଲେ ଲୋକ

ଭଦ୍ରକ : ସନ୍ଦେହର ଶିକାର ହେଲା ପୋଲିସ । ଗୋରୁଚାଲାଣ ଗାଡ଼ିକୁ ଏସ୍‌କର୍ଟ କରୁଥିବା ଭାବି ପ୍ରବଳ ହଙ୍ଗାମା କଲେ ଲୋକ । ଗୋରୁଗାଡ଼ିକୁ ଭଙ୍ଗାରୁଜା କଲେ, ପୋଲିସ ସହ ହେଲା ଧସ୍ତାଧସ୍ତି । ଆଜି ଏହି ଘଟଣା ବେଶ କିଛି ସମୟ ପାଇଁ ଭଦ୍ରକ ସହରରେ ଉତ୍ତେଜନା ସୃଷ୍ଟି କରିଥିଲା । କେନ୍ଦ୍ରାପଡାରୁ ସୋର…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ନମିଳିବା ଘଟଣାରେ ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ ବୈଠକ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ନମିଳିବା ଘଟଣାରେ ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ ବୈଠକ । ଆଜି ସୁଦ୍ଧା କମିଶନଙ୍କ ପାଖରେ ଆଉ ୩ଟି ସତ୍ୟପାଠ ଦାଖଲ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ ଓ ପୁରୀର ଜଣେ ସାମ୍ବାଦିକ ସତ୍ୟପାଠ ଦାଖଲ କରିଛନ୍ତି । ୭ଦିନ ପରେ କମିଶନଙ୍କ…

ବଲାଙ୍ଗିରରୁ ଉଦ୍ଧାର ହେଲେ ମହାରାଷ୍ଟ୍ରରୁ ଅପହୃତ ମହିଳା

ବଲାଙ୍ଗିର : ଉଦ୍ଧାର ହେଲେ ମହାରାଷ୍ଟ୍ରରୁ ଅପହୃତ ମହିଳା । ଗତ ଫେବ୍ରୁଆରୀ ମାସରେ ମହିଳାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ମହାରାଷ୍ଟ୍ର ପୋଲିସ ବଲାଙ୍ଗିରରେ ଚଢ଼ଉ କରି ମହିଳାଙ୍କୁ ଉଦ୍ଧାର କରିଛି। ଏଥିରେ ବଲାଙ୍ଗିର ପୋଲିସ ସହଯୋଗ କରିଥିଲା । ବଲାଙ୍ଗିର ସହରର…

ଢେଙ୍କାନାଳ ଏନ୍ଏସି ଅଫିସରେ ନିଆଁ

ଢେଙ୍କାନାଳ : ଏନ୍ଏସି ଅଫିସରେ ନିଆଁ । ଭୁବନ ଏନ୍ଏସ୍ ଅଫିସରେ ଆଜି ଭୟାବହ ଅଗ୍ନିକାଣ୍ଡ ହୋଇଛି । ପୋଡ଼ିଯାଇଛି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଆସବାବପତ୍ର । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ…