Below header

ବର୍ଷୀୟାନ ସାମ୍ବାଦିକ ଭଗବାନ ନାୟକବର୍ମାଙ୍କ ପରଲୋକ

ବର୍ଷୀୟାନ ସାମ୍ବାଦିକ ଭଗବାନ ନାୟକବର୍ମାଙ୍କ ପରଲୋକ । ଆଜି ଏହି ବରିଷ୍ଠ ସାମ୍ବାଦିକଙ୍କ ଦେହାନ୍ତ ହୋଇଛି । ସେ ଧରିତ୍ରୀ, ସମ୍ବାଦ, ସମୟ ଭଳି ବିଭିନ୍ନ ଲୋକପ୍ରିୟ ଦୈନିକ ଖବରକାଗଜରେ ଦୀର୍ଘ ଦିନ ଧରି କାର୍ୟ୍ୟ କରିଥିଲେ । ସେ ଜଣେ ସୁଲେଖକ ଓ ସାହିତ୍ୟିକ ମଧ୍ୟ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ସାନପୁଅ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ନାୟକବର୍ମାଙ୍କ ପରଲୋକରେ ସାମ୍ବାଦିକ ଏବଂ ସାହିତ୍ୟିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.