Below header

ଠକେଇ ଅଭିଯୋଗରେ ଜେଡ୍‌ ଇନଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର ମୁଖ୍ୟ ପ୍ରସନ୍ନ ପାତ୍ର ଗିରଫ

ଭୁବନେଶ୍ବର : ୧୨କୋଟି ଟଙ୍କା ଠକେଇ ଅଭିଯୋଗରେ ଜେଡ୍‌ ଇନଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର ମୁଖ୍ୟ ପ୍ରସନ୍ନ ପାତ୍ର ଗିରଫ । ଗତକାଲି ରାତିରେ ପ୍ରସନ୍ନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ । ଅଭିଯୋଗ ହେଉଛି ୨୦୧୦ ମସିହାରେ ଜଟଣୀ ଅଞ୍ଚଳରେ ଜାଗା ଦେବାକୁ କହି ୩୦୦ଲୋକଙ୍କ ପାଖରୁ ଟଙ୍କା ନେଇଥିଲେ ପ୍ରସନ୍ନ । ପରବର୍ତ୍ତି ମୁହୁର୍ତ୍ତରେ ଲୋକଙ୍କୁ ନା ଜମି ମିଳିଲା ନା ଟଙ୍କା ଫେରସ୍ତ । ଏନେଇ ଇଓଡବ୍ଲ୍ୟୁ ପାଖରେ ଅଭିଯୋଗ କରିଥିଲେ ଜମାକାରୀ । ଗିରଫ ପରେ ପ୍ରସନ୍ନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.