Below header

ଦିଲ୍ଲୀ କିସ୍‌ ବୁଲି ଦେଖିଲେ ଭୁବନେଶ୍ୱର କିସ୍‌ ଛାତ୍ରଛାତ୍ରୀ

ଭୁବନେଶ୍ୱର କିସ୍‌ର କିଛି ଛାତ୍ରଛାତ୍ରୀ ଦିଲ୍ଲୀସ୍ଥିତ କିସ୍‌ ବୁଲି ଦେଖିଛନ୍ତି । ସେଠାରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଉଭୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ନିଜନିଜ ମଧ୍ୟରେ ଭାବର ବିନିମୟ କରିଥିଲେ । ଏହି ଅବସରରେ କବାଡ଼ି ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାକୁ ନେଇ କିସ୍‌ ଛାତ୍ରଛାତ୍ରୀମାନେ ଖୁସି ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.