ଦିଲ୍ଲୀ ରୋହିଣୀ ଥିବା ଝୁମ୍ପୁଡ଼ିରେ ଭୟାବହ ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୩ ମୃତ
ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ଅଞ୍ଚଳରେ ହୃଦୟବିଦାରକ ଘଟଣା । ବୁଧବାର ଭୋର ସମୟରେ ଏକ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ମାତ୍ର ୩ ବର୍ଷର ଏକ ଶିଶୁ କନ୍ୟା ରହିଛନ୍ତି । ଦିଲ୍ଲୀ ଅଗ୍ନିଶମ…