Browsing Category

ରାଜ୍ୟ

ଅମାନିଆ ସୋରଡ଼ା ବିଧାୟକ, ବାପାଙ୍କ ଶ୍ରାଦ୍ଧବାର୍ଷିକୀ କୋଭିଡ୍‌ କଟକଣା ଭୁଲି ଭୋଜିଭାତର ଆସର ଜମାଇଲେ

କେନ୍ୟୁଜ୍(ବ୍ୟୁରୋ):  ବିଧାୟକ ଭୁଲିଗଲେ କୋଭିଡ୍‌ କଟକଣା । ଭୋଜିଭାତର ଆୟୋଜନ ମନା । କିନ୍ତୁ ଜଣେ ଲୋକ ପ୍ରତିନିଧି ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ଭୋଜିଭାତ ଆୟୋଜନ କରିଥିଲେ । ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବିରୋଧରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗ ଆସିଛି । ସୋରଡ଼ା…

ମୟୁରଭଞ୍ଜ: ଲକଡାଉନରେ ମାତିଛନ୍ତି ଲୁଟେରା, କାନାଡ଼ା ବ୍ୟାଙ୍କର ଆଇରନ ଚେଷ୍ଟ ଭାଙ୍ଗି ଲୁଟିନେଲେ ୩ ଲକ୍ଷ ଟଙ୍କା

ରାଇରଙ୍ଗପୁର(କେନ୍ୟୁଜ୍): ଲକଡାଉନରେ ମାତିଛନ୍ତି ଲୁଟେରା । କାନାଡା ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଲୁଟେରା।  ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅଁଳାଯୋଡି କାନାଡ଼ା ବ୍ୟାଙ୍କ ଶାଖାରେ  । ସପ୍ତାହନ୍ତ ସଟଡାଉନରେ ଦୁର୍ବୃତ୍ତ ମାନେ ବ୍ୟାଙ୍କର ପଛ ଝରକା ତାଡି…

କର୍ମକ୍ଷେତ୍ରରେ ମହିଳାଙ୍କ ସଂଖ୍ୟା କେତେ ? ଲୋକସଭାରେ ଅଣତାରକା ପ୍ରଶ୍ନ ପଚାରିଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ମହିଳାଙ୍କୁ ସମାନ ସୁଯୋଗ, ଏ ପ୍ରସଙ୍ଗରେ ଆଜି ଲୋକସଭାରେ ଅଣତାରକା ପ୍ରଶ୍ନ ପଚାରିଛନ୍ତି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ। ପଚାରିଥିଲେ, କର୍ମକ୍ଷେତ୍ରରେ ମହିଳାଙ୍କ ସଂଖ୍ୟା କେତେ, କେନ୍ଦ୍ରୀୟ ସ୍ତରରେ ତଥ୍ୟର କୌଣସି ଅଭାବ ରହିଛି କି? ଏବଂ କୋଭିଡ୍‌ ସମୟରେ କେତେ…

ଦେଶର ପ୍ରଥମ ସହର ଭାବେ ପୁରୀରେ ‘‘ଡ୍ରିଙ୍କ ଫ୍ରମ ଟ୍ୟାପ’’ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ଡ୍ରିଙ୍କ-ଫ୍ରମ୍‌-ଟ୍ୟାପ୍‌ । ଦେଶର ପ୍ରଥମ ସହର ଭାବରେ ପୁରୀରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫାଇଭ ଟି Transformative Initiativeର ଏହା ହେଉଛି ଶ୍ରେଷ୍ଠ ମଡେଲ । ୯ ମାସରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ଏହି…

ବାନ୍ଧବୀ ପ୍ରିୟଙ୍କାଙ୍କୁ ଜୀବନ ସାଥୀ କଲେ ହାସ୍ୟ ଅଭିନେତା ଗୁଡୁ

କେନ୍ୟୁଜ୍(ବ୍ୟୁରୋ):  ଗୁଡୁଙ୍କୁ ମିଳିଗଲା ଜୀବନ ସାଥୀ। ଦୀର୍ଘ ଦିନର ବାନ୍ଧବୀ ପ୍ରିୟଙ୍କାଙ୍କ ହାତ ଧରିଛନ୍ତି  ଓଲିଉଡ୍‌ ଇଣ୍ଡଷ୍ଟ୍ରୀର ଏହି ଜଣାଶୁଣା ହାସ୍ୟ ଅଭିନେତା ଗୁଡୁ।ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ସେ ଆମ୍ଫୋଇ ସଂସ୍ଥା ମାଧ୍ୟମରେ ବିବାହ କରିଛନ୍ତି ।  କେବଳ କେତେକ ନିକଟତମ…

ଆନନ୍ଦପୁର : କେନାଲରେ ବୁଡ଼ି ଯୁବକର ମୃତ୍ୟୁ

ଆନନ୍ଦପୁର : କେନ୍ଦୁଝର ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧୀନସ୍ଥ ଶାଳବଣିଆଁ ଶାଖା କେନାଲର ଅଣା ଛକ ନିକଟରେ ଜଣେ ଯୁବକ ବୁଡିଯାଇ ମୃତୁ୍ୟବରଣ କରିଛନ୍ତି । ମୃତ ଯୁବକ ଜଣକ ନିସଙ୍ଗପୁର ଗାଁର ମଙ୍ଗୁଳି ଯେନାଙ୍କ ପୁଅ ଈଶ୍ୱର ଯେନା ବୋଲି ଜଣାପଡିଛି । ଆଜି ଦିନ ୧୧ଟା ବେଳେ ସେ କେନାଲରେ ଗାଧୋଇବା…

ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ ଖୁସିବ୍ୟକ୍ତି କଲେ ରଶ୍ମିରଂଜନ ମହାପାତ୍ରଙ୍କ ସଂପର୍କୀୟ

ଯାଜପୁର(କେନ୍ୟୁଜ୍):  କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରର ମୃତ୍ୟୁ ପରେ ଖୁସି ବ୍ୟକ୍ତ କରିଛନ୍ତି ରଶ୍ମିରଂଜନ ମହାପାତ୍ରଙ୍କ ସଂପର୍କୀୟ । କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଂଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ଅଭିଯୋଗରେ ହାଇଦରକୁ ଆଜୀବନ ଜେଲ ହୋଇଥିଲା । ଗତ ୨୦୦୭ ମସିହା ମେ ମାସ ୨୭ତାରିଖରେ…

ପୁରୀ ବଡ଼ପୋଖରୀ ଜାଗା ନିକଟରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଚିହ୍ନଟ

ପୁରୀ(କେନ୍ୟୁଜ୍): ପୁରୀ ବଡ଼ପୋଖରୀ ଜାଗା ନିକଟରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚିହ୍ନଟ । ଏସପିଙ୍କ ନେତୃତ୍ୱରେ ଅଭିଯୁକ୍ତକୁ ଧରିବା ପାଇଁ ୩ଟି ଟିମ ଗଠନ କରାଯାଇଛି । ଘଟଣାସ୍ଥଳର କିଛି ଦୂରରୁ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି ପୋଲିସ । ଖୁବଶୀଘ୍ର…

ଭୁବନେଶ୍ବର ମାଷ୍ଟର କ୍ଯାଣ୍ଟିନ୍ ଛକରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ୨ ଗୁରତର

ଭୁବନେଶ୍ବର (କେନ୍ଯୁଜ୍): ଭୁବନେଶ୍ବର ମାଷ୍ଟର କ୍ଯାଣ୍ଟିନ୍ ଛକରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ବିଚ୍ ରାସ୍ତା ଉପରେ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ୨ଜଣ ଗୁରତର ଆହାତ ହୋଇଛନ୍ତି। ୨ ଗୁରତରଙ୍କୁ ଉଦ୍ଧାର କରାଯାଇ କ୍ଯାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖାରବେଳନଗର ଥାନା ପୋଲିସ୍…

ଗ୍ୟାଙ୍ଗଷ୍ଟର ହାଇଦରକୁ ଏନ୍‌କାଉଣ୍ଟର ଘଟଣା, ନିଜ ଆଡୁ ମାମଲା ରୁଜୁ କଲେ OHRC

ଭୁବନେଶ୍ବର(କେନ୍ଯୁଜ୍): ଗ୍ୟାଙ୍ଗଷ୍ଟର ହାଇଦରକୁ ଏନ୍‌କାଉଣ୍ଟର ଘଟଣା । ନିଜ ଆଡୁ ମାମଲା ରୁଜୁ କଲେ OHRC। ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପିଙ୍କୁ ରିପୋର୍ଟ ତଲବ । ଜେଲ ଡିଜି ଓ ପୋଲିସ କମିଶନରଙ୍କୁ ବି ରିପୋର୍ଟ ତଲବ। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ।…