Browsing Category

ରାଜ୍ୟ

ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗକରି ରାସ୍ତା ଅବରୋଧ କଲେ ଶତାଧିକ ଲୋକେ

 ମୋହନା(କେ ନ୍ୟୁଜ): ଗଜପତି ଜ଼ିଲ୍ଲା ଆର.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଏକ ରୋଗୀଙ୍କ ମୃତ୍ୟୁ ହେବାପରେ ସେଠାରେ ତୁମୁଳ କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି  l ଚିକିତ୍ସା ଅଭାବ ତଥା ଡାକ୍ତରଙ୍କ ଅନୁପସ୍ଥିତି ଅଭିଯୋଗରେ ଶତାଧିକ ଲୋକ ମୋହନା-ପାରଳାଖେମୁଣ୍ଡି ଜାତୀୟ ରାଜପଥକୁ…

କୋଭିଡ ଅନାଥ ନାବାଳିକାଙ୍କୁ ଦାଦା ଖୁଡ଼ିଙ୍କ ନିର୍ଯାତନା, ସଂପତ୍ତିକୁ ହଡପ କରିବାପରେ ଛାଡିଦେଲେ ବରମୁଣ୍ଡା ବସଷ୍ଟାଣ୍ଡରେ

ଭୁବନେଶ୍ୱର(କେନ୍ଯୁଜ୍): କୋଭିଡ ଅନାଥଙ୍କୁ ନିର୍ଯାତନା ଅଭିଯୋଗ । କୋଭିଡରେ ବାପାଙ୍କୁ ହରାଇବା ପରେ ମାଆ ମଧ୍ୟ ପ୍ରାଣ ହରାଇଥିଲେ । ପରେ ଦାଦାଖୁୁଡ଼ିଙ୍କ ପାଖରେ ରହୁଥିଲେ ନାବାଳିକା। ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥିଲେ ଦାଦା ଖୁଡ଼ି। ଟେଲରିଂ କାମ କରି ରୋଜଗାର…

ସମ୍ପତ୍ତି ନିଜ ନାରେ ନକରିବାରୁ, ୯୬ ବର୍ଷୀୟ ବୃଦ୍ଧ ବାପାକୁ ଘରୁ ବାହାର କରିଦେଲେ ପୁଅ ବୋହୂ

ଜଳେଶ୍ବର(କେନ୍ଯୁଜ୍): ଘରେ ପୁଅଟିଏ ଜନ୍ମ ହେଲେ ବାପା ମାଙ୍କ ଖୁସି କହିଲେ ନସରେ। ଘରୁ ବାହାର ସବୁ ଆଡେ ବଣ୍ଟା ଚାଲେ ମିଠା। ଝିଅଟିଏ ବାହା ହୋଇ ଶାଶୁଘରକୁ ଚାଲିଗଲା ପରେ ପରିଣତ ବୟସରେ ପୁଅ ବୋହୂ ସେମାନଙ୍କ ସେବାଶୁଶ୍ରୁସା କରିବେ ବୋଲି ଆଶା କରିଥାନ୍ତି ସବୁ ବାପା ମା । ହେଲେ ଏ କଳିଯୁଗରେ…

କଲିକତାରେ ଚାଲିଛି ଅଭିଷେକଙ୍କ ଇକମୋ ଚିକିତ୍ସା, ଆଶୁ ଆରୋଗ୍ଯ କାମନା କରି ୧୦୮ ଦ୍ବୀପ ଜାଳିଲେ ଗ୍ରାମବାସୀ

ବାସୁଦେବପୁର(କେନ୍ଯୁଜ) : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ମନ୍ଦାରୀ ଗ୍ରାମରେ ଥିବା ବାବା ଦାନେଶ୍ୱର ମନ୍ଦିରରେ ଅଭିଷେକ ମହାପାତ୍ରର ଆଶୁ ଆରୋଗ୍ୟ କାମନା କରି ଗ୍ରାମବାସୀଙ୍କ ପକ୍ଷରୁ ୧୦୮ଦ୍ୱୀପ ଜାଳିବା ସହିତ ବାବାଙ୍କ ଠାରେ ରୁଦ୍ରାଭିଶେକ କରାଯାଇଛି। ଅଭିଶେକ ମେ ମାସ…

ଚବିଶ ଘଣ୍ଟାରେ ଜଳି ଗଲା ଦୁଇ ଦୁଇଟି ଟ୍ରକ୍‌, ତଦନ୍ତ କରୁଛି ପୋଲିସ୍‌

କେନ୍ଦୁଝର (କେନ୍ୟୁଜ୍‌) : ଗତକାଲି ରାତିରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଶୁଆକାଟି ନିକଟରେ ହଠାତ ଏକ ୧୦ ଚକିଆ ଟ୍ରକ ହୁତୁ ହୁତୁ ହୋଇ ଜଳିଯାଇଥିଲା । ସ୍ଥାନୀୟ ଲୋକେ ଖବର ଦେବା ପରେ କେନ୍ଦୁଝର ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଗତ ଦୁଇ ଦିନ ଭିତରେ ଏହି…

ବଡଦାଣ୍ଡରେ ରାଣୀ ପଣ୍ଡା, ଜଗନ୍ନାଥଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ ନେଇ କଲେ ଏତଲା ଦାୟର

ପୁରୀ(କେନ୍ଯୁଜ୍): ମହାପ୍ରଭୁ ଜଗନ୍ନାଥଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ ନେଇ ଏତଲା। ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ଦିଲ୍ଲୀପ ବିନ୍ଧାଣୀ ନାମକ ବ୍ୟକ୍ତି ମହାପ୍ରଭୁଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଛନ୍ତି। ଏହାକୁ…

ଜଙ୍ଗଲରେ ବୁଲୁଛି ମହାବଳ ବାଘ ! ଭିଡିଓ ଭାଇରାଲ ପରେ ବି ପତ୍ତା ପାଉନି ବନବିଭାଗ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ପାଟଣା ବ୍ଲକ କୁମୁଳାବାହାଳି ଜଙ୍ଗଲରେ ମହାବଳ ବାଘ ବୁଲିବା ଘଟଣା । ଭିଡିଓ ଭାଇରାଲ ପରେ ବାଘର ପତ୍ତା ପାଉନି ବନବିଭାଗ । କୁମୁଳାବାହାଳି ଜଙ୍ଗଲରେ ବାଘ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓ ଦେଖିବା ପରେ ଅଞ୍ଚଳରେ ଲୋକ ଆତଙ୍କିତ…

ବାର୍‌ହା ଫାଶରେ ପଡ଼ି ଦନ୍ତାହାତୀର ମୃତ୍ୟୁ

ଢେଙ୍କାନାଳ(କେନ୍ଯୁଜ୍): ବାର୍‌ହା ଫାଶରେ ପଡ଼ି ଦନ୍ତାହାତୀର ମୃତ୍ୟୁ। ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳ କନ୍ତାମିଲା ଗାଁ ନିକଟ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ହୋଇଛି। ଶିକାରୀମାନେ ବାର୍‌ହା ଶିକାର ପାଇଁ ବିଛାଇ ଥିବା ବିଦ୍ୟୁତ୍‌ ତାରରେ ଲାଗି ମୃତ୍ୟୁ ଆଶଙ୍କା କରାଯାଉଛି। ପାଖରେ ତାର…

ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ମୃତ ସୌମ୍ୟଙ୍କ ପରିବାର ଓକିଲ, କହିଲେ ମାମଲାରେ କାହାକୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ ହେଉଛି?

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ସୌମ୍ୟଙ୍କ ପରିବାରର ଓକିଲ । କହିଛନ୍ତି ମାମଲାରେ କାହାକୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ ହେଉଛି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରି ଜେରା କରିବାକୁ…

ଯାଜପୁର ଯୁଗଳ ଗାଁରେ ଅଭାବନୀୟ ଘଟଣା: ବେକରେ ଦଉଡି ଲଗାଇ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା

ଯାଜପୁର ରୋଡ (କେ ନ୍ୟୁଜ) : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଗୈାରପୁର ପଞ୍ଚାୟତ ଯୁଗଳ ଗାଁ ରେ ଅଭାବନୀୟ ଘଟଣା l ସ୍ୱାମୀ ସ୍ତ୍ରୀ ବେକରେ ଦଉଡି ଲଗାଇ ଆତ୍ମହତ୍ୟା l ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ସ୍ବାମୀ ଘର ବାହାରେ ଏକ ଗଛରେ ଲୁଙ୍ଗି ବାନ୍ଧି ଆତ୍ମହତ୍ୟା କରିଛନ୍ତି।…

ଯାଜପୁର ହାଇଲେଭଲ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଯାଜପୁର(କେନ୍ୟୁଜ): କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଖୋସାଲିପୁର ଠାରେ ଥିବା ହାଇଲେବୁଲ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଧାନମଣ୍ଡଳ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୮୬୪ ପଜିଟିଭ୍‌ ଚିହ୍ନଟ, ୬୮ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପ୍ଲାଟୋ ସ୍ଥିତିରେ ଅଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୮୬୪ ପଜିଟିଭ୍‌ ଚିହ୍ନଟ । ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ପଜିଟିଭିଟି ରେଟ୍‌ ରହିଛି ୨.୪୯ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୪୫ ପ୍ରତିଶତ । ୨୪ ଘଣ୍ଟାରେ ୭୪ ହଜାର…