Browsing Category

ରାଜ୍ୟ

କିଟ୍‌ ବିଶ୍ୱବିଦ୍ୟାଳୟକୁ ମିଳିଲା ଏଜୁକେସନ ଏମିନେନ୍ସ ୨୦୨୧ ସମ୍ମାନ

ଭୁବନେଶ୍ୱର : କିଟ୍‌ ବିଶ୍ୱବିଦ୍ୟାଳୟକୁ ମିଳିଲା ଏଜୁକେସନ ଏମିନେନ୍ସ ୨୦୨୧ ସମ୍ମାନ। ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା 'ନିଉଜ 18 ବାଂଲା' ପକ୍ଷରୁ ମିଳିଛି ଏହି ସମ୍ମାନ। କୋଲକାତାରେ ଆୟୋଜିତ ଏକ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଉପସ୍ଥିତ ଶିକ୍ଷାବିତ କିଟ୍ ଓ କିସ ପ୍ରତିଷ୍ଠାତା…

ଗଞ୍ଜାମ : ଇଟା ବୋଝେଇ ଟ୍ରାକ୍ଟର ସହ ଅଟୋରିକ୍ସାର ଧକ୍କା, ୧୦ ଆହତ

ବ୍ରହ୍ମପୁର(କେନ୍ୟୁଜ) : ଏକ ଇଟା ବୋଝେଇ ଟ୍ରାକ୍ଟରକୁ ଅଟୋରିକ୍ସା ଧକ୍କା ଦେବାରୁ ୧୦ ଜଣ ଆହତ ହୋଇଥିବା ଜଣାଯାଇଛି । ଦୁର୍ଘଟଣା ଘଟିଛି ଗଞ୍ଜାମ ଗୋଲନ୍ଥରା ଥାନା ନିକଟ ହଳଦୀପଦର ଓଭରବ୍ରିଜ ନିକଟରେ । ସୂଚନାନୁଯାୟୀ, ଅଟୋରିକ୍ସାଟି ୧୦ ଜଣ ମହିଳାଙ୍କୁ ଧରି ଆସୁଥିବା ବେଳେ ଆଗରେ ଯାଉଥିବା ଏକ…

ମାଲକାନଗିରି ସୀମାନ୍ତ ସୁକମାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଗୁମ୍ଫା ଅଂଚଳରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ବେଳେ ଣ ରବିବାର ସକାଳେ ଜଣେ ନକ୍ଦଲ ନିହତ ହୋଇଥିବା ଜଣାଯାଇଛି । ଆସନ୍ତା ୨୮ ତାରିଖରୁ ନକ୍ସଲଙ୍କ ସହିଦ ସପ୍ତାହ ଆରମ୍ଭ ହେବାକୁ ଥିବା ବେଳେ ୧୫୦…

ବିଜେପି ଛାଡି ବିଜେଡିରେ ଯୋଗଦେଲେ ଯାଜପୁରର ୩୪ ଏବଂ ୩୬ନଂ ଜିଲ୍ଲା ପରିଷଦ ସଭ୍ୟ

ଯାଜପୁର (କେନ୍ୟୁଜ): ବିଜେପି ଛାଡି ବିଜେଡିରେ ଯୋଗଦେଲେ ଯାଜପୁର ଜିଲ୍ଲାର ଦୁଇ ଜିଲ୍ଲା ପରିଷଦ ସଭ୍ୟ । ଏନେଇ ଯାଜପୁର ଜିଲ୍ଲା ଜାରକା ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ୩୪ନଂ ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଂଜନ ନାୟକ ଓ ୩୬ନଂ ଜିଲ୍ଲା ପରିଷଦ ସଭ୍ୟ ଚତୃର୍ଭୁଜ ଦ୍ୱିବେଦୀ ନିଜର ଶତାଧିକ…

ବାଲେଶ୍ୱର ଡାକ୍ତରଖାନାରେ ଶେଷ ହେଲା ହାଇଦରର ପୋଷ୍ଟମର୍ଟମ,ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ

ବାଲେଶ୍ୱର(କେନ୍ୟୁଜ୍): ପୋଲିସ ଏନକାଉଣ୍ଟରରେ ମୃତ ଗ୍ୟାଙ୍ଗଷ୍ଟର ହାଇଦରର ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପୋଷ୍ଟମର୍ଟମ କରାଯାଇଛି। ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ଆନନ୍ଦ ସେଠୀ, ଜୁଡିସିଆଲ ମାଜିଷ୍ଟ୍ରେଟ୍‌, ସ୍ୱତନ୍ତ୍ର ଡାକ୍ତରୀ ଦଳ, ପୋଲିସ ଓ ପରିବାର ଲୋକଙ୍କ ଉପସ୍ଥିତିରେ…

ଅଦରକାରୀ ଜିନିଷରେ ସୁନ୍ଦର ସୁନ୍ଦର କଳାକୃତି କରି ଏବେ ଚର୍ଚ୍ଚାରେ ସୁଜାସ୍ମିତା

ପିପିଲି(କେନ୍ଯୁଜ୍): ଆମ ଚାରି ପାର୍ଶ୍ୱରେ ଏମିତି କିଛି ବ୍ଯକ୍ତିତ୍ୱ ରହିଛନ୍ତି ଯେଉଁମାନେ କି ସେମାନଙ୍କର ନିଜସ୍ୱ ଉଦ୍ୟମରେ ଏପରି କିଛି କରି ଦେଖାନ୍ତି ଯାହା ଆମ ପାଇଁ ଗର୍ବ ପାଲଟିଥାଏ । ଏମିତି ଜଣେ ବ୍ଯକ୍ତିତ୍ବ ହେଉଛନ୍ତି , ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅଂଚଳର ସୁଜାସ୍ମିତା ତିଓ୍ୱାରୀ।…

ମୋଦିଙ୍କ ମୁହଁରେ ଓଡିଶାର ଇସକଙ୍କୁ ପ୍ରଶଂସା, ୟୁଟ୍ୟୁବରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବାରୁ ମୋଦି କହିଲେ ପ୍ରେରଣାର…

କେନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍‌ରେ ଓଡ଼ିଶାର ଇସକ୍‌ ମୁଣ୍ଡାଙ୍କ ପ୍ରଶଂସା। ମନ୍‌କି ବାତ୍‌ର ୭୯ ତମ ସଂସ୍କରଣରେ ଇସକ ମୁଣ୍ଡାଙ୍କୁ ପ୍ରେରଣାର ଉତ୍ସ କହିଲେ ମୋଦି। ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଇସକ୍‌। ଦିନ…

ଖୋର୍ଦ୍ଧା: ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟିବା ପଡିଲା ମହଙ୍ଗା, ଦୁଇ ଡକାୟତଙ୍କୁ କାବୁ କରି ପୋଲିସରେ ଦେଲେ…

ଟାଙ୍ଗୀ(କେନ୍ୟୁଜ୍): ବନ୍ଧୁକ ମୁନରେ ଲୁଟ୍ ପଡିଲା ମହଙ୍ଗା । ଗିରଫ ହେଲେ ୨  କୁଖ୍ୟାତ ରୋଡ଼ ଡକାୟତ  । ସେମାନଙ୍କ ଠାରୁ ଗୋଟିଏ  ପିସ୍ତଲ ସହ  ୨ଟି ଜୀବନ୍ତ ଗୁଳି ଉଦ୍ଧାର କରାଯାଇଛି । ଏହା ସହିତ ଏକ ବାଇକକୁ ମଧ୍ୟ ଜବତ କରିଛି ଟାଙ୍ଗୀ ପୋଲିସ। ଗିରଫ ଦ୍ୱୟ ହେଲେ  ନୟାଗଡ ଜିଲା ଚାନ୍ଦପୁର ଥାନା…

ବରମୁଣ୍ଡାରେ ନିର୍ମାଣାଧିନ ଇଣ୍ଟରଷ୍ଟେଟ୍‌ ବସ୍‌ ଟର୍ମିନାଲ ISBTର ତଦାରଖ କଲେ 5T ସଚିବ ଭି.କେ ପାଣ୍ଡିଆନ୍‌

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍‌। ବରମୁଣ୍ଡାରେ ନିର୍ମାଣାଧିନ ଇଣ୍ଟରଷ୍ଟେଟ୍‌ ବସ୍‌ ଟର୍ମିନାଲ ISBTର ତଦାରଖ କରିଥିଲେ। ଏହାସହ ସିଆରିପି ଛକରୁ ଇନ୍‌ଷ୍ଟିଚ୍ୟୁଟ ଅଫ ମାଥମ୍ୟାଟ୍‌କିସ୍‌କୁ ସଂଯୋଗ କରୁଥିବା ରାସ୍ତା…

୨୬୦୦ ଲିଟର ମହୁଲ ପୋଚ ସହ ୩୦୦ ଲିଟର ଦେଶୀ ରନ୍ଧା ମଦ ଜବତ, ୩ ଗିରଫ

ମୋହନା(କେନ୍ଯୁଜ୍): ୨୬୦୦ ଲିଟର ମହୁଲ ପୋଚ ସହ ୩୦୦ ଲିଟର ଦେଶୀ ରନ୍ଧା ମଦ ଜବତ। ଗଜପତି ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ନିର୍ଦ୍ଦେଶକ ବାଳକୃଷ୍ଣ ପରିଡ଼ା ଓ ପ୍ରକାଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ମୋହନା ଥାନ ଅନ୍ତର୍ଗତ…

ବାଲେଶ୍ୱର ସିମୁଳିଆ ଏନକାଉଣ୍ଟର ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ୍, ଜବତ ହେଲା ୨ଟି ଖୋକା

ବାଲେଶ୍ୱର(କେନ୍ଯୁଜ୍): ବାଲେଶ୍ୱର ସିମୁଳିଆ ଏନକାଉଣ୍ଟର ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ୍। ହାଇଦରକୁ ଏନକାଉଣ୍ଟର କରାଯାଇଥିବା ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ କରାଯାଇଛି। ସିମୁଳିଆ ୧୬ ନମ୍ବର ଜାତୀୟ ରାଜପଥ ଠାରୁ ପାଞ୍ଚ ଶହ ମିଟର ଦୂରରୁ ୨ଟି ଖୋକା ଜବତ କରିଛି ସାଇଣ୍ଟିଫିକ୍‌…