Browsing Category

ରାଜ୍ୟ

ଆଜି ଶ୍ରାବଣ ସୋମବାର: ଶୁଭୁନି କାଉଡିଆଙ୍କ ବୋଲବମ୍‌ ଧ୍ୱନି, କରୋନା କଟକଣା ପାଇଁ ଭକ୍ତଶୂନ୍ୟ ଶୈବ ପୀଠ

ଭଦ୍ରକ(କେନ୍ଯୁଜ୍): ଆଜି ଶ୍ରାବଣ ସୋମବାର । କରୋନା କଟକଣା ପାଇଁ ଭକ୍ତଶୂନ୍ୟ ଶୈବ ପୀଠ । ଶୁଭୁନି କାଉଡିଆଙ୍କ ବୋଲବମ୍‌ ଧ୍ୱନି। ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ପୀଠ ଖାଲି ପଡିଛି। କରୋନା ପାଇଁ ୨ବର୍ଷ ହେଲା ଜଳଲାଗିରୁ ବଞ୍ଚିତ ହେଉଛନ୍ତି କାଉଡିଆ। ପୀଠକୁ ଆସୁଥିବା…

ସାମ୍ନାକୁ ଆସିଲା ବିଦ୍ୟାଭାରତୀଙ୍କ ହେଟ୍‌ ଲେଟର ନମ୍ବର ଥ୍ରୀ: ଅକ୍ଷୟଙ୍କ ନାଁକୁ ନେଇ ଚର୍ଚ୍ଚା, ଗିରଫ ଦାବିରେ…

ପାରଳାଖେମୁଣ୍ଡି(କେନ୍ଯୁଜ୍): ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଖିଅ ଖୋଜୁଛି ପୋଲିସ । ବଲାଙ୍ଗୀରରୁ ଫେରିଲା ପାରଳାଖେମୁଣ୍ଡିର ୫ ଜଣିଆ ପୋଲିସ ଟିମ୍‌ । ଗତକାଲି ବଲାଙ୍ଗୀରରେ ପହଞ୍ଚି ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ଉପନିର୍ଦ୍ଦେଶକଙ୍କ ସମେତ କିରାଣୀ ଓ ପିଅନଙ୍କୁ ପଚରାଉଚରା କରି…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୬୩୭ ପଜିଟିଭ୍‌ ଚିହ୍ନଟ, ୬୨ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୬୩୭ ପଜିଟିଭ୍‌ ଚିହ୍ନଟ । ଆଉ ୬୨କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ପଜିଟିଭିଟି ରେଟ୍‌ ରହିଛି ୨.୧୯ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୫୮ ପ୍ରତିଶତ । ୨୪ ଘଣ୍ଟାରେ ୭୪ ହଜାର ୫୫୩ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ…

ଆସୁଛି ଆଉ ଏକ ଲଘୁଚାପ: ଆସନ୍ତାକାଲିଠୁ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହେବ ପ୍ରବଳ ବର୍ଷା

ଭୁବନେଶ୍ବର(କେନ୍ଯୁଜ୍): ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୮ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ । ଲଘୁଚାପ ପ୍ରଭାବରେ ୨୭ ତାରିଖରେ…

ବିଜୟରୁ ଅଭିଯାନ ଆରମ୍ଭ କରି ପ୍ରି-କ୍ୱାର୍ଟର ମ୍ୟାଚରେ ପରାଜୟର ସାମ୍ନା କଲେ କିଟ୍‌ ଛାତ୍ରୀ ଭବାନୀ ଦେବୀ

ଭୁବନେଶ୍ବର(କେନ୍ଯୁଜ୍): ଅଲିମ୍ପିକସ୍‌ ଅସୀ ଚାଳନାରେ ଶେଷ ହୋଇଛି ଭାରତର ଅଭିଯାନ । ପ୍ରଥମ ରାଉଣ୍ଡ ଜିତି ସମସ୍ତଙ୍କ ମନରେ ଉତ୍ସାହ ଭରିଥିବା ଭାରତର ମହିଳା ଅସୀ ଚାଳକ ସି ଏ ଭବାନୀ ଦେବୀ ପରବର୍ତ୍ତୀ ମୁକାବିଲାରେ ପରାଜୟର ସାମନା କରିଛନ୍ତି । ବିଶ୍ୱର ୩ ନମ୍ବର ମାନ୍ୟତାପ୍ରାପ୍ତ ଅସୀ ଚାଳକ…

କଟକ ରେଳ ଷ୍ଟେସନର ହେବ ଆଧୁନିକୀକରଣ, ଯାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ସୁବିଧା ସୁଯୋଗ

କଟକ (କେନ୍ଯୁଜ୍): କଟକ ରେଳ ଷ୍ଟେସନର ହେବ ଆଧୁନିକୀକରଣ । ଯାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ସୁବିଧା ସୁଯୋଗ । ରେଳ ଷ୍ଟେସନ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଡିଆରଏମ୍‌ । ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ରେଳ ଷ୍ଟେସନରେ ଗୁଡ୍‌ସ ସେଡ୍‌ ସହ…

ଆଜିଠୁ ଖୋଲିବ ସ୍କୁଲ୍, ଅଫ୍‌ଲାଇନରେ ପାଠ ପଢିବା ପାଇଁ କେବଳ ଆସିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଖୋଲିବ ସ୍କୁଲ। ଅଫ୍‌ଲାଇନରେ ପାଠ ପଢିବା ପାଇଁ ସ୍କୁଲ ଆସିବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ଏସଓପି ଆଧାରରେ ହେବ ଶ୍ରେଣୀ ଗୃହ ପାଠପଢା। ସ୍କୁଲ ଓ ହଷ୍ଟେଲ ଉଭୟରେ…

ଜାତୀୟ ରାଜପଥରେ ନିଶା ଦେଇ ଲୁଟ କରୁଥିବା ଲୁଟେରା ଗିରଫ,ମୋବାଇଲ ଓ ସୁନା କାନଫୁଲ ଜବତ

ଯାଜପୁର (କେନ୍ୟୁଜ): ଜାତୀୟ ରାଜପଥରେ ଯାଉଥିବା ଲୋକମାନଙ୍କୁ ଅଭିନବ ଉପାୟରେ ନିଶା ଦେଇ ସେମାନଙ୍କ ଠାରୁ ଲୁଟ କରୁଥିବା ଜଣେ ଲୁଟେରାକୁ ଗିରଫ କରିଛି ଯାଜପୁର ଜିଲ୍ଲା କୁଆଖିଆ ପୋଲିସ। ଏଥିସହ ତା ନିକଟରୁ ଗୋଟିଏ ବାଇକ, ଦୁଇଟି ମୋବାଇଲ, ଦୁଇ ହଳ ସୁନା କାନ ଫୁଲ ଓ ବ୍ୟବହୃତ ନିଶା ବଟିକାକୁ ଜବତ…

ରାଜ୍ୟରୁ ଆଜି ୨୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଜଣ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରୁ ଆଜି ୨୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୪୩୨ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ…

ଆଜି ଭୁବନେଶ୍ୱରରେ ୩୭୧ ନୂଆ ସଂକ୍ରମଣ, ୧୫ ମୃତ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ୩୭୧ ନୂଆ ସଂକ୍ରମଣ ମାମଲା ଆସିଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବିଏମ୍‌ସି ରବିବାର ଟ୍ଵିଟ୍‌ ମାଧ୍ୟମରେ ଜଣାଯାଇଛି । ନୂଆ ସଂକ୍ରମଣକୁ ମିଶାଇ ରବିବାର ସନ୍ଧ୍ୟା ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ମୋଟ ସଂକ୍ରମଣ ୭୫୧କୁ…

ମୋବାଇଲ୍‌କୁ ଆସିଲା ଲିଙ୍କ, କ୍ଲିକ କଲା ପରେ ଆକାଉଣ୍ଟରୁ ଚାଲିଗଲା ଲକ୍ଷେ ୭୦ ହଜାର

ଆନନ୍ଦପୁର : ଦିନକୁ ଦିନ ସାଇବର କ୍ରାଇମ୍ ବଢିବାରେ ଲାଗିଥିବା ବେଳେ ହ୍ଯାକରମାନେ ବିଭିନ୍ନ ଫନ୍ଦି ଫିକର କରି ଲୋକଙ୍କୁ ଜାଲରେ ଫସାଇ ଦେଉଛନ୍ତି । ଆଉ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏହିଭଳି ସାଇବର ଲୁଟେରାଙ୍କ ଜାଲରେ ପଡି ଲକ୍ଷାଧିକ ଟଙ୍କା ହରାଇଛନ୍ତି ଜଣେ…

କିଟ୍‌ ବିଶ୍ୱବିଦ୍ୟାଳୟକୁ ମିଳିଲା ଏଜୁକେସନ ଏମିନେନ୍ସ ୨୦୨୧ ସମ୍ମାନ

ଭୁବନେଶ୍ୱର : କିଟ୍‌ ବିଶ୍ୱବିଦ୍ୟାଳୟକୁ ମିଳିଲା ଏଜୁକେସନ ଏମିନେନ୍ସ ୨୦୨୧ ସମ୍ମାନ। ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା 'ନିଉଜ 18 ବାଂଲା' ପକ୍ଷରୁ ମିଳିଛି ଏହି ସମ୍ମାନ। କୋଲକାତାରେ ଆୟୋଜିତ ଏକ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଉପସ୍ଥିତ ଶିକ୍ଷାବିତ କିଟ୍ ଓ କିସ ପ୍ରତିଷ୍ଠାତା…