Browsing Category

ରାଜ୍ୟ

୪ ବର୍ଷ ଲିଭ୍ଇନ୍‌ରେ ରହିବାପରେ ମହିଳାଙ୍କ ସୁନାଗହଣା ନେଇ ଚମ୍ପଟ ମାରିଲା ଧୋକାବାଜ୍ ପ୍ରେମିକ

ଭୁବନେଶ୍ବର(କେନ୍ଯୁଜ୍) : ୪ ବର୍ଷ ଲିଭ୍ଇନ୍‌ରେ ରହିବାପରେ ମହିଳାଙ୍କ ସୁନାଗହଣା ନେଇ ଚମ୍ପଟ ମାରିଲା ଧୋକାବାଜ୍ ପ୍ରେମିକ। ଖାଲି ସେତିକି ନୁହେଁ ବିବାହ କରିବାକୁ ହେଲେ ଗର୍ଭପାତ କରିବାକୁ ହେବ କହି ତାଙ୍କୁ ପ୍ରାତାରଣା କରିଛି ପ୍ରେମିକ ଜଣଙ୍କ। ଏଭଳି ପ୍ରତାରଣାର ଶିକାର ହେବା ପରେ ମହିଳା…

ଗୁଳିମାଡ କରି ବ୍ୟବସାୟୀଙ୍କଠାରୁ ୭୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବେଗୁନିଆ(କେନ୍ଯୁଜ୍): ଗୁଳିମାଡ କଲେ , ଲୁଟିଲେ। ବ୍ୟବସାୟୀଙ୍କଠାରୁ ୭୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବେଗୁନିଆ ବାଘମାରୀ ଥାନା ନିକଟସ୍ଥ ବଜାରରେ ଲୁଗା ଦୋକାନ କରିଛନ୍ତି ମନୋରଞ୍ଜନ ସାମନ୍ତରାୟ। ଗତକାଲି ରାତିରେ ମନୋରଞ୍ଜନ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବୋଳେ ପୁମୁଲୁ ରାସ୍ତାରେ ୪…

କରୋନା ମୃତକଙ୍କ ପରିବାରକୁ ଇଏସ୍‌ଆଇସି ଦେଲା ଆଶ୍ୱସ୍ତି! ମାସିକ ପେନ୍‌ସନ୍‌ ମିଳିବ ୧୮ ହଜାର ଟଙ୍କା

ଭୁବନେଶ୍ୱର(କେନ୍ୟୁଜ): ଦେଶରେ କରୋନା ମହାମାରୀ କରାଳ ରୂପ ନେଇ କେତେ ଯେ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ରୋଗ ହେତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । କରୋନା ମୃତକଙ୍କ ପରିବାର ପାଇଁ ଏକ ଆରାମ ଦାୟକ ଖବର ଆସିଛି । କରୋନାରେ ପ୍ରାଣ ହରାଇଥିବା…

ରାଜ୍ୟରେ କମୁଛିି ସଂକ୍ରମଣ ହାର: ଗତ ୨୪ ଘଣ୍ଟାରେ ୧ ହଜାର ୫୫୮ ପଜିଟିଭ୍‌ ଚିହ୍ନଟ, ୬୬ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କମୁଛିି ସଂକ୍ରମଣ ହାର। ଗତ ୨୪ ଘଣ୍ଟାରେ ୧ ହଜାର ୫୫୮ ପଜିଟିଭ୍‌ ଚିହ୍ନଟ । ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୦୫ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୦୯ ପ୍ରତିଶତ । ୨୪ ଘଣ୍ଟାରେ ୭୫ ହଜାର ୮୬୮ ଟେଷ୍ଟିଂ…

ପ୍ରେମିକାଙ୍କୁ ପୋଡି ମାରିଦେବା ଘଟଣାର ତଦନ୍ତ ପାଇଁ ୨ଟି ଟିମ୍‌ ଗଠନ, ସିସିଟିଭି ଫୁଟେଜ ଓ ମୋବାଇଲ ଲୋକେସନ୍‌ ଉପରେ…

ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମରେ ପ୍ରେମିକାକୁ ଜିଅନ୍ତା ଜାଳିଦେବା ଘଟଣାରେ ବଢି ବଢି ଚାଲିଛି ସନ୍ଦେହ। ତଦନ୍ତ ପାଇଁ ଗଠନ କରାଯାଇଛି ଦୁଇଟି ଟିମ୍‌ । ଗୋଟିଏ ଟିମ ମୁଜାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ତଦନ୍ତ ଚଳାଇଛି। ଅନ୍ୟ ଟିମ୍‌ ଅଭିଯୁକ୍ତ କୃଷ୍ଣଙ୍କ ପ୍ରତାପୁର ଘରକୁ ଯାଇ…

ଶୋଚନୀୟ ରାସ୍ତାକୁ ସଜାଡ଼ିବାକୁ ଅଣ୍ଟା ଭିଡିଲେ କୁନି କୁନି ପିଲା, ନିଜ ହାତରେ ଖାଲରେ ପକାଇଲେ ମେଣ୍ଟାଲ

ଭଦ୍ରକ(କେନ୍ଯୁଜ୍): ଶୋଚନୀୟ ରାସ୍ତାକୁ ସଜାଡ଼ିଲେ କୁନି କୁନି ପିଲା। ଖାଲରେ ମେଣ୍ଟାଲ ପକାଇବାକୁ କିଏ ଅଖାରେ ତ ଆଉ କିଏ ସାଇକେଲରେ ବୋହି ନେଇ ଖାଲରେ ଢାଳୁଛନ୍ତି। ଦୟନୀୟ ହୋଇ ପଡ଼ିଥିବା ରାସ୍ତାକୁ ସଜାଡ଼ିବାକୁ ଲାଗି ପଡ଼ିଛନ୍ତି ଭଦ୍ରକ ବ୍ଲକ ଗେଲଟୁଆ ପଞ୍ଚାୟତର କୁନି କୁନି ପିଲା। ଆଦିବାସୀ…

୩ଟି ଲଘୁଚାପ ସତ୍ତ୍ୱେ ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ : ଜୁନ୍‌ର ଅଭାବୀ ବର୍ଷା ଜୁଲାଇରେ ବି କରିପାରିଲାନି ଭରଣା

ଭୁବନେଶ୍ବର(କେନ୍ଯୁଜ୍): ଜୁନ୍‌ର ଅଭାବୀ ବର୍ଷା ଜୁଲାଇରେ ବି ଭରଣା କରିପାରିଲାନି । ମୌସୁମି ସାଙ୍ଗକୁ ୩ଟି ଲଘୁଚାପ ବର୍ଷା ସତ୍ତ୍ୱେ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇନି । ଜୁନ୍‌ ୧ରୁ ଜୁଲାଇ ୨୯ ମଧ୍ୟରେ ଓଡ଼ିଶାରେ ମୋଟ ୪୪୭ ମିଲିମିଟର ବର୍ଷା ହୋଇଛି । ସ୍ୱାଭାବିକ ଭାବେ ଏହି ସମୟରେ ରାଜ୍ୟରେ…

ଶିକ୍ଷକ ଭାବେ ନିଯୁକ୍ତି ପାଇଲେ ବାୟା ମାଙ୍କଡିଆ, ମୟୂରଭଞ୍ଜ ମାଙ୍କଡିଆ ସମ୍ପ୍ରଦାୟର ପ୍ରଥମ ମାଟ୍ରିକ ପାସ୍‌ କରିଥିବା…

ମୟୁରଭଞ୍ଜ(କେନ୍ଯୁଜ୍): ଶିକ୍ଷକ ଭାବେ ନିଯୁକ୍ତି ପାଇଲେ ମାଙ୍କଡିଆ ସମ୍ପ୍ରଦାୟର ବାୟା ମାଙ୍କଡିଆ। ମୟୂରଭଞ୍ଜ ଜିଲ୍ଲାର ଆଦିମ ଜନଜାତି ମାଙ୍କଡିଆ ସମ୍ପ୍ରଦାୟର ପ୍ରଥମ ମାଟ୍ରିକ ପାସ୍‌ କରିଥିବା ଯୁବକ ବାୟା ମାଙ୍କଡିଆ । ଜିଲ୍ଲା ପ୍ରଶାସନ ପକ୍ଷରୁ ବାୟା ମାଙ୍କଡିଆଙ୍କୁ ଶିକ୍ଷକ ଭାବେ ନିଯୁକ୍ତି…

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୨୦୩୯ ଜଣ ଆକ୍ରାନ୍ତ,  ଖୋର୍ଦ୍ଧା  ଜିଲ୍ଲାରୁ ସର୍ବାଧିକ ୫୪୦ ଜଣ ଆକ୍ରାନ୍ତ…

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୨୦୩୯ ଜଣ ଆକ୍ରାନ୍ତ । ଆଜିର ସୁସ୍ଥଙ୍କ ମଧ୍ୟରୁ  ଖୋର୍ଦ୍ଧା  ଜିଲ୍ଲାରୁ ସର୍ବାଧିକ ୫୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।  ଆଜିର…

ମୟୁରଭଞ୍ଜ: ଖଇରୀ ନିବାସ ପରିସରରେ ବିଶ୍ଵ ବ୍ୟାଘ୍ର ଦିବସ ପାଳିତ

କରଞ୍ଜିଆ(କେନ୍ୟୁଜ୍): ବିଶ୍ଵ ପ୍ରସିଦ୍ଧ  ମହାବଳ ବାଘ  ଖଇରୀ  ନିବାସ ସ୍ଥାନ ଯଶିପୁରର ଧୋବାଡିହା ସ୍ଥିତ ଖଇରୀ ନିବାସ ପରିସରରେ  ବିଶ୍ଵ ବ୍ୟାଘ୍ର ଦିବସ ପାଳିତ ହୋଇଛି l ଯଶିପୁରର ମାଟିଆଗଡ଼ ଠାରେ ଥିବା ଶିମିଳିପାଳ ଉତ୍ତରାଞ୍ଚଳ ବନ୍ୟପ୍ରାଣୀ ଡିଭିଜନ ଓ  ଶିମିଳିପାଳ ଇକୋ ଟୁରିଜିମ୍ ରେଞ୍ଜର…

ପୁରୀ କୋଣାର୍କ ମେରାଇନ ଡ୍ରାଇଭ ବେଳାଭୂମିରେ ହେବ ମଦ୍ୟପାନର ଅତ୍ୟାଧୁନିକ ବ୍ୟବସ୍ଥା, ବିରୋଧ କଲେ ବିଭିନ୍ନ ସଂଗଠନ

ପୁରୀ(କେନ୍ୟୁଜ୍): ପୁରୀ କୋଣାର୍କ ମେରାଇନ ଡ୍ରାଇଭ ବେଳାଭୂମିରେ ହେବ ମଦ୍ୟପାନର ଅତ୍ୟାଧୁନିକ ବ୍ୟବସ୍ଥା। ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଏହି ଆବେଦନ ପ୍ରକ୍ରିୟା ଚାଲିଛି। ଆସନ୍ତାକାଲି ଆବେଦନର ଶେଷ ତାରିଖ। ତେବେ ଶ୍ରୀକ୍ଷେତ୍ର ପୁରୀରେ ଏଭଳି ପ୍ରୟାସକୁ ବିରୋଧ କରିଛନ୍ତି ସହରର…

କଟକ: ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ମହାନତା, ରାସ୍ତା କଡ଼ରୁ ଦୁର୍ଘଟଣା ପୀଡିତାଙ୍କୁ ନିଜ କାରରେ ନେଲେ ହସ୍ପିଟାଲ

କଟକ(କେନ୍ୟୁଜ୍):  କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ମହାନତା। ଏକ ଜରୁରୀ କାର୍ଯ୍ୟରେ ଭୁବନେଶ୍ୱର ଯାଉଥିବା ବେଳେ କଟକ ପ୍ରତାପ ନଗରୀ ନିକଟ ଏନଏଚରେ ଦୁଇ ଜଣ ଯୁବତୀ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ପଡିଥିଲେ । ଜଣେ ଯୁବତୀଙ୍କ ଗୋଡ଼ ଉପରେ ଗାଡ଼ି ଚଢି ଯାଇଥିବା ବେଳେ ଆଉ ଜଣେ…