Below header
Browsing Category

ରାଜ୍ୟ

ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଜଗା ଘରକୁ ଆସିଛି ନୂଆ ଅତିଥି: ମା’ ପୁଷ୍ପାଞ୍ଜଳିଙ୍କ ଗର୍ଭରୁ ଜନ୍ମ ନେଇଛି ସୁଭଦ୍ରା

 ଫୁଲବାଣୀ(କେନ୍ଯୁଜ୍): କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଜଗା ଘରକୁ ଆସିଛି ନୂଆ ଅତିଥି । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଜଗାର ମା’ । ବଳିଆର ମୃତ୍ୟୁ ପରେ ଏକା ଏକା ହୋଇଯାଇଥିଲା ଜଗା । ଭାଇକୁ ନଦେଖି ନିରାଶ ରହୁଥିଲା । କିନ୍ତୁ ଏବେ ଜଗା ପାଖକୁ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୧୩୨ ପଜିଟିଭ୍‌ ଚିହ୍ନଟ, ୬୬ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୧୩୨ ପଜିଟିଭ୍‌ ଚିହ୍ନଟ । ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭ୍‌ ରେଟ୍‌ ରହିଛି ୧.୬୪ ପ୍ରତିଶତ । ଯାହାକି ଗତକାଲି ଥିଲା ୧.୬୭ ପ୍ରତିଶତ । ୨୪ ଘଣ୍ଟାରେ ୬୮ ହଜାର ୮୭୨ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ…

ପୁଣି ଆରମ୍ଭ ହେଲା ଖରସ୍ରୋତା ନଦୀରେ ମେଗା ପାନୀୟଜଳ ପ୍ରକଳ୍ପ କାମ, ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଆଳି(କେନ୍ଯୁଜ୍): ପୁଣି ଆରମ୍ଭ ହେଲା ମେଗା ପାନୀୟଜଳ ପ୍ରକଳ୍ପ କାମ । କେନ୍ଦ୍ରାପଡା ଜିଲ୍ଲା ଖରସ୍ରୋତା ନଦୀରେ ମେଗା ପାନୀୟଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ପୋଲିସ ପ୍ରଶାସନ ସହାୟତାରେ କମ୍ପାନୀ ଭଙ୍ଗା ମେସିନ୍‌ ଓ ସାମଗ୍ରୀ ଗୁଡିକୁ ସଜାଡିବା ସହ ପ୍ରକଳ୍ପ କାମ ଆରମ୍ଭ କରିଛି । ୧୫…

ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ପ୍ରଭାବରେ ଆଜିଠୁ ରାଜ୍ୟରେ ଲଗାଣ ବର୍ଷା

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ପ୍ରଭାବରେ ଆଜିଠୁ ରାଜ୍ୟରେ ଲଗାଣ ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର,…

ସ୍ୱାଧୀନତା ଦିବସ ପାଇଁ ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ପ୍ରସ୍ତୁତି, ପରେଡ ବେଳେ ସାଧାରଣ ଲୋକଙ୍କ ସହ ଗଣମାଧ୍ୟମକୁ ବି ବାରଣ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ଦେଶ ପାଳିବ ସ୍ୱାଧୀନତା ଦିବସ । ଚଳିତ ବର୍ଷ ଶାନ୍ତିଶୃଙ୍ଖଳାର ସହ ସ୍ୱାଧୀନତା ଦିବସ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ। ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏଥର କୌଣସି ସ୍କୁଲ ଛାତ୍ରଛାତ୍ରୀ ଭାଗ ନେଇପାରିବେ…

ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ, ଏଣିକି ମେୟର ଓ ପୌରାଧ୍ଯକ୍ଷଙ୍କୁ ସିଧାସଳଖ ନିର୍ବାଚିତ କରିବେ ଭୋଟର

ଭୁବନେଶ୍ବର(କେନ୍ଯୁଜ୍): ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ । ପଞ୍ଚାୟତ ନିର୍ବାଚନ ପରେ NAC/ମୁନିସିପାଲ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଏଣିକି ସିଧାସଳଖ ନିର୍ବାଚିତ ହେବେ ମେୟର । ମହାନଗର ନିଗମ ମେୟର ଓ ପୌରପାଳିକା/NAC ଅଧ୍ୟକ୍ଷ ଆଉ ପରୋକ୍ଷ ଭାବେ ନିର୍ବାଚିତ ହେବେନି ।…

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ, ଏହି ୱେବସାଇଟରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଦିନ ୧ଟାରେ ପ୍ରକାଶ ପାଇବ ଫଳାଫଳ । www.orissaresults.nic.inରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ…

ଯାଜପୁର ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ, ପଞ୍ଚାୟତ ନିର୍ବାଚନ ପାଇଁ ବଜାଇଲା ବିଗୁଲ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ଜାରକାଠାରେ ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ…

ଯାଜପୁର: ମହିଳାଙ୍କୁ ସୁହାଉଛି ଗଞ୍ଜେଇ ଚୋରା ଚାଲାଣ କାରବାର, ୩୭କେଜି ଗଞ୍ଜେଇ ସହ ମାରୁତି ଭ୍ୟାନ ଜବତ

ଯାଜପୁର (କେନ୍ୟୁଜ): ବେଆଇନ ଗଞ୍ଜେଇ ଚାଲାଣ ରାକେଟର ପର୍ଦ୍ଦାଫାସ କରିଛି ଜେନାପୁର ପୋଲିସ । ଗତକାଲି ରାତିରେ ୫୩ନଂ ଜାତୀୟ ରାଜପଥର ଚଢେଇଧରା ନିକଟରୁ ୩୭କେଜି ୨ଶହ ଗ୍ରାମ ଚୋରା ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି । ଏଥିସହ ବ୍ୟବହୃତ ଏକ ମାରୁତି ଓମିନି ଭ୍ୟାନ ସହ ୫ଜଣଙ୍କୁ ଗିରଫ କରିଛି ।…

ଗଞ୍ଜାମର ସ୍ୱର୍ଗତ ବିପିନ ପ୍ରଧାନଙ୍କ ଅଙ୍ଗଦାନ ପାଇଁ ତାଙ୍କ ପତ୍ନୀଙ୍କୁ ପ୍ରଦାନ କରାଗଲା ଦ୍ୱିତୀୟ ସୂରଜ ସମ୍ମାନ

ଗଞ୍ଜାମ(କେନ୍ୟୁଜ୍):  ଗଞ୍ଜାମ ଜିଲ୍ଲାର ସ୍ୱର୍ଗତ ବିପିନ ପ୍ରଧାନଙ୍କ ଅଙ୍ଗଦାନ ପାଇଁ ତାଙ୍କ ପତ୍ନୀଙ୍କୁ ପ୍ରଦାନ କରାଗଲା ଦ୍ୱିତୀୟ ସୂରଜ ସମ୍ମାନ। ବିପିନଙ୍କ ପତ୍ନୀଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି। ଭର୍ଚୁଆଲରେ ଅନୁଷ୍ଠିତ ହୋଇଥିଲା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ। ଏହି ଅବସରରେ…

୯୦କୋଟି ୨୭ଲକ୍ଷ ଟଙ୍କା ବ୍ୟୟରେ ବରଗଡ଼ରେ ହେବ ପୂର୍ଣ୍ଣାଙ୍ଗ କ୍ୟାନ୍‌ସର ହସ୍‌ପିଟାଲ,ସବୁ ପ୍ରକାର ସୁବିଧା ମିଳିବ

ବରଗଡ଼(କେନ୍ୟୁଜ୍):  ବରଗଡ଼ରେ ହେବ ପୂର୍ଣ୍ଣାଙ୍ଗ କ୍ୟାନ୍‌ସର ହସ୍‌ପିଟାଲ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ ବିଭାଗ ୯୦କୋଟି ୨୭ଲକ୍ଷ ଟଙ୍କା ଘୋଷଣା କରିଛି। ଏହି ଟଙ୍କାରେ କେବଳ ୧ଲକ୍ଷ ୩୬ହଜାର ୫୦୭ ବର୍ଗ ଫୁଟର ପାଞ୍ଚ ମହଲା ବିଶିଷ୍ଟ ଡାକ୍ତରଖାନା କୋଠା ନିର୍ମାଣ…

ଖୋର୍ଦ୍ଧା: ଚୋରା ଚାଲାଣ ବେଳେ ୧ କେଜି ୨୬୫ ଗ୍ରାମର ବ୍ରାଉନସୁଗାର ଜବତ କଲା କ୍ରାଇମବ୍ରାଞ୍ଚ STF

କେନ୍ୟୁଜ୍(ବ୍ୟୁରୋ):  ୧ କେଜି ୨୬୫ ଗ୍ରାମର ବ୍ରାଉନସୁଗାର ଜବତ। ଚୋରା ଚାଲାଣ ବେଳେ ଖୋର୍ଦ୍ଧାରୁ ଜବତ କଲା କ୍ରାଇମବ୍ରାଞ୍ଚ STF। ଜବତ ଧଳା ଜହରର ଆନୁମାନିକ ମୂଲ୍ୟ କୋଟିଏ ୨୦ ଲକ୍ଷ ଟଙ୍କା ହେବ। କାରବାରରେ ସଂପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି। ତେବେ ଘଟଣା ପଛରେ ସଂପୃକ୍ତ ମାଷ୍ଟର ମାଇଣ୍ଡ…