Browsing Category

ରାଜ୍ୟ

ବିଏମସି ପରିଲାନି, ଇସ୍କନ ଆଗରେ ହେଉଥିବା କୃତ୍ରିମ ବନ୍ୟାର ସମାଧାନ ପାଇଁ ଆଗେଇ ଆସିଲା ଜର୍ମାନ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ । ନୟାପଲ୍ଲୀ ଇସ୍କନ ମନ୍ଦିର ଆଗରେ ସୃଷ୍ଟି ହେଉଛିବା କୃତ୍ରିମ ବନ୍ୟା ସ୍ଥିତି ସମାଧାନ ପାଇଁ କାମ କରିବ । ଓଡ଼ିଶା ଗସ୍ତରେ ଆସି ଗ୍ରାଉଣ୍ଡରେ ଅନୁଧ୍ୟାନ କରିଛନ୍ତି ଭାରତରେ ଅବସ୍ଥାପିତ ଜର୍ମାନ ରାଷ୍ଟ୍ରଦୂତ ଓ୍ଵାରଟର୍‌ ଜେ.…

ଭୁବନେଶ୍ବର: ବ୍ୟାଙ୍କ ଲୁଟିବାକୁ ଆସିଥିଲେ ଖେଳନା ବନ୍ଧୁକ ଧରି, ବିଲ ଭିତରେ ପୂରାଇ ନିସ୍ତୁକ ଛେଚିଲେ ଲୋକେ

ଭୁବନେଶ୍ବର(କେନ୍ୟୁଜ୍):  ଏସବିଆଇ ବ୍ୟାଙ୍କ୍‌ରୁ ଲୁଟ୍‌ ଉଦ୍ୟମ ପଣ୍ଡ । ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ବେଳେ ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କା ଜବତ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଟଳା ଷ୍ଟେଟ୍‌ ବ୍ୟାଙ୍କକୁ ଲୁଟ୍‌ ଉଦ୍ୟମ ବେଳେ ଗିରଫ ହେଲା ଲୁଟେରା । ଗିରଫ…

ଏସିଏଫ ସୌମ୍ୟଙ୍କ ପରିବାରକୁ ୩ ଘଣ୍ଟା ମାରାଥନ୍‌ ଜେରା, କାଲି ଜେରାର ସାମ୍ନା କରିବେ ବିଦ୍ୟାଭାରତୀ

ସୋର(କେନ୍ୟୁଜ୍):  ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ଦ୍ୱିତୀୟ ରାଉଣ୍ଡ ମାରାଥନ୍‌ ଜେରା । DSP ଜ୍ଞାନ ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ବାଲେଶ୍ୱର ଜିଲ୍ଲା ଖଇରା ଥାନା ବେଗୁନିଆ ଗାଁରେ ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା…

ବିଲ ଫାଟି ଆଁ କଲାଣି: ପାଣିପାଗ ବିଭାଗ କହିଛି ସେପ୍ଟେମ୍ବର ମାସରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ

କେନ୍ୟୁଜ୍(ବ୍ୟୁରୋ): ସେପ୍ଟେମ୍ବର ମାସରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ୧୧୦ ପ୍ରତିଶତରୁ ଅଧିକ ଦୀର୍ଘ କାଳୀନ ହାରାହାରି ବର୍ଷା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୧୯୬୧ରୁ ୨୦୧୦ ମଧ୍ୟରେ ସେପ୍ଟେମ୍ବରରେ ଦୀର୍ଘ କାଳୀନ ହାରାହାରି ବର୍ଷା ପରିମାଣ ୧୭୦ ମିଲିମିଟିର ରହୁଛି।…

ସାର ଅଭାବକୁ ନେଇ ବିକ୍ଷୋଭ: କେନ୍ଦ୍ର ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ସାର ଅଭାବକୁ ନେଇ ବିକ୍ଷୋଭ। କେନ୍ଦ୍ରର ଅବେହେଳା ପ୍ରସଙ୍ଗରେ ରାଜଭବନ ଆଗରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ଧାରଣା ଦିଆଯାଇଛି। ଆବଶ୍ୟକ ପରିମାଣରେ ସାର ଯୋଗାଇ ଦେବା ଦାବିରେ ରାସ୍ତାକୁ ଓହ୍ଲାଇଛି ଦଳ। ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛି ବିଜେଡି କୃଷକ ମୋର୍ଚ୍ଚା ।…

କଟକର ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ ହତ୍ୟା ମାମଲା: ୭ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

କଟକ(କେନ୍ଯୁଜ୍): ୭ବର୍ଷ ପରେ ଗିରଫ ହେଲା ହତ୍ୟା ଅଭିଯୁକ୍ତ ଶଙ୍କର ଓରଫ ଦୀପକ କୁମାର ନାୟକ। କଟକର ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ ହତ୍ୟା ମାମଲାର ଅଭିଯୁକ୍ତ ଗିରଫ। ୨୦୧୪ରେ ହତ୍ୟା ପରଠାରୁ ଫେରାର ଥିଲା ଶଙ୍କର। ଦାଦାବଟି ପାଇଁ ଘଟିଥିଲା ହତ୍ୟା। ତା ଠାରୁ ଗୋଟିଏ ପିସ୍ତଲ,…

ବିଚ୍ ରାସ୍ତାରେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣା: ବାପାଙ୍କ ସହ ଥାନାରେ ପହଁଚିଲେ ପୀଡିତ

ଯାଜପୁର (କେନ୍ୟୁଜ): ଜଣେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଅନ୍ୟ କିଛି ଛାତ୍ର ପିଟୁଥିବାର ଭିଡିଓ ବର୍ତ୍ତମାନ ଭାଇରଲ ହେଉଛି । ଏନେଇ ଆଜି ପୀଡିତ ଛାତ୍ର ଓ ତାଙ୍କ ବାପା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଏହି ଥାନା ବାଲିକୁଦା ଗ୍ରାମର…

ଆଜିଠୁ ସାରା ରାଜ୍ୟରେ ଲାଗୁ ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ସାରା ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଲାଗୁ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁ ସ୍ମାର୍ଟ କାର୍ଡ ଦିଆଯାଇଥିଲା , ତାହା ଆଜିଠୁ କାର୍ଯ୍ୟକ୍ଷମ ହୋଇଛି। ମାଲକାନାଗିରିରୁ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନ ଯୋଜନାର ଶୁଭାରମ୍ଭ କରିଥିଲେ…

କୋରାପୁଟ ସ୍ଥିତ ଓଏସଏପି ୩ ବାଟାଲିୟନ ପରିସରରୁ ୭ଫୁଟ ଲମ୍ବ ଅଜଗର ଉଦ୍ଧାର

କୋରାପୁଟ(କେନ୍ଯୁଜ୍): ୭ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର। କୋରାପୁଟ ସ୍ଥିତ ଓଏସଏପି ୩ ବାଟାଲିୟନ ପରିସରରୁ ଉଦ୍ଧାର କରାଯାଇଛି। ଓଡ୍ରାଫର ନବ ନିର୍ମିତ କୋଠାର କାମ ଦେଖିବାକୁ ଯାଇଥିବାବେଳେ ଯବାନମାନେ ସାପଟିକୁ ଠାବ କରିଥିଲେ। ସ୍ନେକ ଲାଇନ୍‌ ହେଲପ୍‌ ଲାଇନ୍‌ ଆସି ସାପକୁ ଉଦ୍ଧାର କରିଛି।…

୬୪ ଜଣ ପୋଲିସ ଅଫିସରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ମେଡାଲ

ଭୁବନେଶ୍ବର(କେନ୍ଯୁଜ୍): ୬୪ ଜଣ ପୋଲିସ ଅଫିସରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ମେଡାଲ । 5T ଅଧିନରେ ଉତ୍କୃଷ୍ଟ ତଦନ୍ତ ପାଇଁ ମିଳିବ ଏହି ମେଡାଲ । ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନାମ ପ୍ରକାଶ କରାଯାଇଛି । ଏଥିରେ STF, EOW ଓ ବିଭିନ୍ନ ଜିଲ୍ଲା ପୋଲିସ ଅଫିସରଙ୍କ ନାଁ ସାମିଲ ରହିଛି ।…

ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ: ପୋଲିସ୍ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା

ରାୟଗଡ଼ା(କେନ୍ଯୁଜ୍): ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ। ପୋଲିସ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା। ରାୟଗଡ଼ା ଅମ୍ବାଦଳା ଥାନା ଟିକାରପଡ଼ାର ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଲାଲ୍‌ବାହିନୀ। ଗତକାଲି ରାତିରେ ୧୦ରୁ ଅଧିକ ମାଓବାଦୀ ଘରୁ ଡାକି ନେଇ…