ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ: ପୋଲିସ୍ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା

ରାୟଗଡ଼ା(କେନ୍ଯୁଜ୍): ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ। ପୋଲିସ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା। ରାୟଗଡ଼ା ଅମ୍ବାଦଳା ଥାନା ଟିକାରପଡ଼ାର ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଲାଲ୍‌ବାହିନୀ।

ଗତକାଲି ରାତିରେ ୧୦ରୁ ଅଧିକ ମାଓବାଦୀ ଘରୁ ଡାକି ନେଇ ହତ୍ୟା କରିଛନ୍ତି। ଦୀର୍ଘ ବର୍ଷ ପରେ ନକ୍ସଲମାନେ ରାୟଗଡ଼ାରେ ହିଂସାକାଣ୍ଡ ଘଟାଇଛନ୍ତି। ଏହି ଘଟମା ପରେ ମୁନିଗୁଡ଼ା ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.