Browsing Tag

police informer

ଲାଲବାହିନୀର ବର୍ବରକାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ନାୟବ ସରପଞ୍ଚଙ୍କୁ ହତ୍ୟା

ମାଲକାନଗିରି (କେନ୍ୟୁଜ): ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ନାୟବ ସରପଞ୍ଚଙ୍କୁ କଲେ ହତ୍ୟା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଫରସଗାଓଁ ରେ ଏହି ଘଟଣା ଘଟିଛି । ପୋଲିସ ଇନଫର୍ମର ସନ୍ଦେହରେ ନାୟବ ସରପଞ୍ଚ ପଞ୍ଚମ…

କଳାହାଣ୍ଡିରେ ଲାଲବାହିନୀର ବର୍ବରତା: ପୋଲିସ୍ ଇନ୍‌ଫର୍ମର ସନ୍ଦେହରେ ଜଣକୁ ଘରୁ ଉଠାଇ ନେଇ ହତ୍ୟା

କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡିରେ ଲାଲବାହିନୀର ବର୍ବରତା । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। କଳାହାଣ୍ଡି ଜିଲ୍ଲା ସଦର ଥାନା ଯୁଗସାଇପାଟଣା ପଞ୍ଚାୟତର ତଳ ପଞ୍ଚକୁଲ ଗାଁର ଲାଲବତି ମାଝୀଙ୍କୁ ମାଓବାଦୀ ଘରୁ ଉଠାଇ ନେଇ ହତ୍ୟା କରିଛନ୍ତି । ମାଓବାଦୀଙ୍କ…

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ୍ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗଳା କାଟି ହତ୍ୟା

ମାଲକାନଗିରି(କେନ୍ଯୁଜ୍): ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିଛନ୍ତି ଲାଲ୍‌ବାହିନୀ। ଏରାବର ନିକଟରେ ମାଓବାଦୀମାନେ…

ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ: ପୋଲିସ୍ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା

ରାୟଗଡ଼ା(କେନ୍ଯୁଜ୍): ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ। ପୋଲିସ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା। ରାୟଗଡ଼ା ଅମ୍ବାଦଳା ଥାନା ଟିକାରପଡ଼ାର ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଲାଲ୍‌ବାହିନୀ। ଗତକାଲି ରାତିରେ ୧୦ରୁ ଅଧିକ ମାଓବାଦୀ ଘରୁ ଡାକି ନେଇ…

ମାଓବାଦୀଙ୍କ ବର୍ବରକାଣ୍ଡ! ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁୁର ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ…

ମାଲକାନଗିରି(କେନ୍ଯୁଜ୍): ମାଓବାଦୀଙ୍କ ବର୍ବରକାଣ୍ଡ। ପ୍ରଥମେ ଅପହରଣ ପରେ ହତ୍ୟା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁୁର ଜିଲ୍ଲାରେ ଲାଲ୍‌ତାଣ୍ଡବ। ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କଲେ। ଗଙ୍ଗଲୁର ନିକଟରେ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଛନ୍ତି…

ମାଲକାନଗିରି ସୀମାନ୍ତ ବିଶାଖାପାଟଣା ଚିନ୍ତାଗାର୍ଭୁ ଗାଁରେ ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା…

ମାଲକାନଗିରି: ଗାଁ ମୁଣ୍ଡରେ ନକ୍ସଲଙ୍କ ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲା ଲାଲ୍‌ବାହିନୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ବିଶାଖାପାଟଣା ଜିଲ୍ଲା ଚିନ୍ତାଗାର୍ଭୁ ଗାଁରେ ଘଟିଛି ଏହି ବର୍ବରକାଣ୍ଡ। ମୃତକଙ୍କ ନାଁ ସତିସ ବାବୁ। ଗତକାଲି ରାତିରେ ୧୫ରୁ ୨୦ଜଣ…