Browsing Category

ରାଜ୍ୟ

ଭୁବନେଶ୍ବର ମାଷ୍ଟର କ୍ଯାଣ୍ଟିନ୍ ଛକରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ୨ ଗୁରତର

ଭୁବନେଶ୍ବର (କେନ୍ଯୁଜ୍): ଭୁବନେଶ୍ବର ମାଷ୍ଟର କ୍ଯାଣ୍ଟିନ୍ ଛକରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ବିଚ୍ ରାସ୍ତା ଉପରେ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ୨ଜଣ ଗୁରତର ଆହାତ ହୋଇଛନ୍ତି। ୨ ଗୁରତରଙ୍କୁ ଉଦ୍ଧାର କରାଯାଇ କ୍ଯାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖାରବେଳନଗର ଥାନା ପୋଲିସ୍…

ଗ୍ୟାଙ୍ଗଷ୍ଟର ହାଇଦରକୁ ଏନ୍‌କାଉଣ୍ଟର ଘଟଣା, ନିଜ ଆଡୁ ମାମଲା ରୁଜୁ କଲେ OHRC

ଭୁବନେଶ୍ବର(କେନ୍ଯୁଜ୍): ଗ୍ୟାଙ୍ଗଷ୍ଟର ହାଇଦରକୁ ଏନ୍‌କାଉଣ୍ଟର ଘଟଣା । ନିଜ ଆଡୁ ମାମଲା ରୁଜୁ କଲେ OHRC। ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପିଙ୍କୁ ରିପୋର୍ଟ ତଲବ । ଜେଲ ଡିଜି ଓ ପୋଲିସ କମିଶନରଙ୍କୁ ବି ରିପୋର୍ଟ ତଲବ। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ।…

ରାସ୍ତା କାମରେ ମହା ଘୋଟାଲା ! ମୃତ ଲୋକଙ୍କୁ ଶ୍ରମିକ ସଜାଇ ତାଙ୍କ ନାଁରେ ଉଠାଯାଇଛି ଲକ୍ଷାଧିକ ଟଙ୍କା

ସୁବର୍ଣ୍ଣପୁର(କେନ୍ଯୁଜ୍): ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିୟୁକ୍ତି ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ସଂଗ୍ରାମପୁର ପଂଚାୟତ ଅଧିନସ୍ଥ ଯୁବରାଜପୁର ଗାଁରେ ଯୁବରାଜପୁର ଠାରୁ ଘାସିମାଲ ପର୍ଯ୍ଯନ୍ତ ପ୍ରାୟ ୧ କିଲୋମିଟର ରାସ୍ତାପାଇଁ ୫ଲକ୍ଷ ୮୯ହଜାର ଟଙ୍କାର ବ୍ଯୟ…

ବେଲ୍‌ ବାଜିଲା, ଖୋଲିଲା ସ୍କୁଲ୍ : ଅଭିଭାବକଙ୍କ ଅନୁମତି ନେଇ ଆସିଲେ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ବେଲ୍‌ ବାଜିଲା, ଖୋଲିଲା ସ୍କୁଲ । ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଆସିଲେ ଛାତ୍ରଛାତ୍ରୀ । ଥର୍ମାଲ ସ୍କ୍ରିନିଂ ପରେ ଶ୍ରେଣୀଗୃହକୁ ପ୍ରବେଶ କରିଛନ୍ତି ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ । ତେବେ ଆଜିର ପିଲାଙ୍କ ଆଟେଣ୍ଡାନସକୁ ଅପେକ୍ଷା ରହିଛି । କେତେ ପ୍ରତିଶତ ପିଲା…

ତୃତୀୟ ଲହର ଆସିବାର ଏ ପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ତୃତୀୟ ଲହର ଆସିବାର ଏ ପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ। କେବେ ଆସିବ ଓ କଣ ପ୍ରଭାବ ରହିବ ସେ ନେଇ ବିଶେଷ ସୂଚନା ନାହିଁ। ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ୧୬୦୦ରୁ ୨ହଜାର ମଧ୍ୟରେ ରହୁଛି। ଏହି ଟ୍ରେଣ୍ଡ ଅନ୍ୟ ଦେଶରେ ବି ଦେଖାଦେଇଛି। କିଛି ଜିଲ୍ଲାରେ ଅଧିକ…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍

କେନ୍ଯୁଜ୍: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ପୁଣି ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ ଖୋଲିଛି। ସମୁଦାୟ ୮ଟି ଗେଟ ଦେଇ ବର୍ଷା ଜଳ ନିଷ୍କାସନ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ୨୪ତାରିଖରେ ୬ଟି ଗେଟ ଖୋଲାଯାଇଥିଲା। ଆଜି ପୁଣି ଆଉ ୨ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ…

କଟକଣା ସତ୍ତ୍ୱେ ପାଣି ଭାର ନେବା ପଡିଲା ମହଙ୍ଗା: ସୁବର୍ଣ୍ଣରେଖା ନଦୀରେ ବୁଡି ୧୨ ବର୍ଷର ନାବାଳକ ନିଖୋଜ

ଜଳେଶ୍ବର(କେନ୍ଯୁଜ୍): ନଦୀରେ ବୁଡି ନାବାଳକ ନିଖୋଜ । ବାଲିଆପାଳ ଥାନା ସୁବର୍ଣ୍ଣରେଖା ନଦୀରେ ବୁଡି ୧୨ ବର୍ଷର ନାବାଳକ ନିଖୋଜ ଅଛନ୍ତି । କରୋନା କଟକଣା ସତ୍ତ୍ୱେ ନାବାଳକ ଜଣକ ପାଣି ଭାର ନେଇ ନଦୀରେ ବୁଡ ପକାଇବାକୁ ଯାଇଥିଲେ । ଅଗ୍ନିଶମବାହିନୀ ପହଂଚି ଖୋଜାଖୋଜି କରୁଛନ୍ତି ।…

ଡ୍ରିଙ୍କ-ପ୍ରମ-ଟ୍ୟାପ୍ ମିଶନ: ଏବେ ପାଇପ ଯୋଗେ ପୁରୀରେ ମିଳିବ ବିଶୁଦ୍ଧ ପାନୀୟ ଜଳ

ପୁରୀ(କେନ୍ଯୁଜ୍): ପୁରୀକୁ ପାଇପ ଯୋଗେ ମିଳିବ ବିଶୁଦ୍ଧ ପାନୀୟ ଜଳ। ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇବାରେ ଦେଶର ପ୍ରଥମ ସହର ହେବ ପୁୁରୀ। ସମସ୍ତ ପରିବାରକୁ ଆଇଏସ: ୧୦୫୦୦ ମାନର ପାନୀୟ ଜଳ ମିଳିବ। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ପାଇଁ…

ଆଜି ଶ୍ରାବଣ ସୋମବାର: ଶୁଭୁନି କାଉଡିଆଙ୍କ ବୋଲବମ୍‌ ଧ୍ୱନି, କରୋନା କଟକଣା ପାଇଁ ଭକ୍ତଶୂନ୍ୟ ଶୈବ ପୀଠ

ଭଦ୍ରକ(କେନ୍ଯୁଜ୍): ଆଜି ଶ୍ରାବଣ ସୋମବାର । କରୋନା କଟକଣା ପାଇଁ ଭକ୍ତଶୂନ୍ୟ ଶୈବ ପୀଠ । ଶୁଭୁନି କାଉଡିଆଙ୍କ ବୋଲବମ୍‌ ଧ୍ୱନି। ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ପୀଠ ଖାଲି ପଡିଛି। କରୋନା ପାଇଁ ୨ବର୍ଷ ହେଲା ଜଳଲାଗିରୁ ବଞ୍ଚିତ ହେଉଛନ୍ତି କାଉଡିଆ। ପୀଠକୁ ଆସୁଥିବା…

ସାମ୍ନାକୁ ଆସିଲା ବିଦ୍ୟାଭାରତୀଙ୍କ ହେଟ୍‌ ଲେଟର ନମ୍ବର ଥ୍ରୀ: ଅକ୍ଷୟଙ୍କ ନାଁକୁ ନେଇ ଚର୍ଚ୍ଚା, ଗିରଫ ଦାବିରେ…

ପାରଳାଖେମୁଣ୍ଡି(କେନ୍ଯୁଜ୍): ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଖିଅ ଖୋଜୁଛି ପୋଲିସ । ବଲାଙ୍ଗୀରରୁ ଫେରିଲା ପାରଳାଖେମୁଣ୍ଡିର ୫ ଜଣିଆ ପୋଲିସ ଟିମ୍‌ । ଗତକାଲି ବଲାଙ୍ଗୀରରେ ପହଞ୍ଚି ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ଉପନିର୍ଦ୍ଦେଶକଙ୍କ ସମେତ କିରାଣୀ ଓ ପିଅନଙ୍କୁ ପଚରାଉଚରା କରି…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୬୩୭ ପଜିଟିଭ୍‌ ଚିହ୍ନଟ, ୬୨ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୬୩୭ ପଜିଟିଭ୍‌ ଚିହ୍ନଟ । ଆଉ ୬୨କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ପଜିଟିଭିଟି ରେଟ୍‌ ରହିଛି ୨.୧୯ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୫୮ ପ୍ରତିଶତ । ୨୪ ଘଣ୍ଟାରେ ୭୪ ହଜାର ୫୫୩ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ…