Below header
Browsing Category

ରାଜ୍ୟ

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା : ଉତ୍ସବମୁଖର ସାରା ଶ୍ରୀକ୍ଷେତ୍ର

ପୁରୀ : କାଲି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଥିବାରୁ ଦେଶ ବିଦେଶରୁ ଭକ୍ତଙ୍କ ସୁଅ ଛୁଟିଛି ।ଏପରିକି ଉତ୍ସବମୁଖର ସାରା ଶ୍ରୀକ୍ଷେତ୍ର ଧାମ। ମହାପ୍ରଭୁଙ୍କୁ ଜନ୍ମବେଦୀକୁ ଆଣିବା ପାଇଁ ପ୍ରସ୍ତୁତ ହେଲେଣି ତିନି ରଥ। ଆଜି ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥଖଳାରୁ ଯାଇ ସିଂହଦ୍ୱାର ସାମ୍ନାରେ…

ଶ୍ରୀକ୍ଷେତ୍ରରେ ଆଜି ନବଯୌବନ ଦର୍ଶନ : ୧୪ଦିନ ଅଣସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଶ୍ରୀଜିଉଙ୍କ ନବ ଯୌବନ ବେଶ ଦର୍ଶନ ବେଳେ ଆଜି ହେଉଛି ନେତ୍ରୋତ୍ସବ । ୧୪ ଦିନର ଅଣସର ପରେ ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ୩ ଘଣ୍ଟା ଧରି ନବଯୌବନ ଦର୍ଶନ ଚାଲିବ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ…

ବଦଳୁଛି କୋଟିଆ ଚିତ୍ର : ୬ ମାସରେ ଅଧିକ ପରିବର୍ତ୍ତନ ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା

କୋରାପୁଟ : ରାଜ୍ୟର ବିକାଶ ମାନଚିତ୍ରରେ କୋଟିଆ ଗ୍ରାମପୁଞ୍ଜର ନବକଳେବର । ୬ ମାସ ଭିତରେ ବଦଳିବ ଚିତ୍ର । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆସିବ । କୋଟିଆ ଅଞ୍ଚଳରେ ଥିବା ସେବାଶ୍ରମ ସ୍କୁଲକୁ ଅପଗ୍ରେଡ୍‌ କରାଯାଇଛି । ଗ୍ରାମ ଉନ୍ନୟମ ବିଭାଗ ପକ୍ଷରୁ ୭ଟି…

ଚାଷୀଙ୍କ ପରେ ମହିଳା : ଭୋଟ୍ ପାଇଁ ମହିଳାମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ବିଭିନ୍ନ ରାଜନୈତିକ ଦଳଙ୍କ ପ୍ରୟାସ

ନୂଆଦିଲ୍ଲୀ : ଫୋକସ୍‌ରେ ମହିଳା । ସେମାନଙ୍କ ସହ ସିଧା ସମ୍ପର୍କ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ କଥା ହୋଇଛନ୍ତି । କହିଛନ୍ତି, ତୃଣମୂଳ ସ୍ତରରେ ମହିଳାଙ୍କ ଦ୍ୱାରା ବ୍ୟାପକ ପରିବର୍ତ୍ତନ ହୋଇଛି । ଗ୍ରାମାଞ୍ଚଳ ବିକାଶରେ…

ଆନ୍ଧ୍ର ମାଛକୁ ଡର : ଫର୍ମାଲିନ୍ ଅଂଶ ଥିବା ଖବର ପରେ ପରୀକ୍ଷା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଆସୁଥିବା ମାଛର ହେବ ପରୀକ୍ଷା । ସେଥିରେ ଫର୍ମାଲିନ ଅଂଶ ଅଛି କି ନାହିଁ ତାହା ପରୀକ୍ଷା କରାଯିବ । କ୍ୟାନସର ରୋଗର ଅନ୍ୟତମ କାରଣ ଫର୍ମାଲିନ । ତେଣୁ ସରକାର ସତର୍କ ହୋଇଛନ୍ତି । ପ୍ରତିଦିନ ଶହଶହ ଟନ୍‌ ମାଛ ଆନ୍ଧ୍ରରୁ ଓଡ଼ିଶାକୁ ଆସେ । ତେଣୁ ମାଛର…

ଯୌତୁକ ଜୁଇରେ ଜଳିଗଲେ ଆଉ ଜଣେ ବୋହୂ

ଭୁବନେଶ୍ୱର : ଯୌତୁକ ଜୁଇରେ ଜଳିଗଲେ ଆଉ ଜଣେ ବୋହୂ । ଟଙ୍କା ଲୋଭରେ ରାକ୍ଷସ ପାଲଟିଗଲେ ସ୍ୱାମୀ, ଶାଶୂ ଓ ଶ୍ୱଶୁର । ଟଙ୍କା ନମିଳିବାରୁ ଶେଷରେ ବୋହୂ ଉପରେ କିରାସିନ ଢାଳି ନିଆଁ ଲଗାଇଦେଲେ ତିନି ସୈତାନ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୩ ଦିନ ଧରି ଯନ୍ତ୍ରଣାରେ ଛଟପଟ ହେବା ପରେ ଆଖି…

ରଥଯାତ୍ରା ସମୟରେ ହୋର୍ଡିଂ ୱାର୍‌ : ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗିତା

ପୁରୀ: ରାସ୍ତାକଡ଼ରେ ପଦ୍ମ ଫୁଟିଛି । ହାତ ଉଠିଛି । ଶଙ୍ଖ ବାଜୁଛି । ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦି , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଦଳର ରାଜ୍ୟ ନେତୃବୃନ୍ଦ ଜନସାଧାରଣଙ୍କୁ ରଥଯାତ୍ରାର ଅଭିନନ୍ଦନ ଜଣାଉଛନ୍ତି । ଭୁବନେଶ୍ୱରରୁ ପୁରୀ ରାସ୍ତା ପାର୍ଶ୍ୱରେ ଏବେ ଏଭଳି ଦୃଶ୍ୟ…

ଦିନକ ପରେ ରଥଯାତ୍ରା : କଡ଼ାସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର

ପୁରୀ : ରଥଯାତ୍ରା ପୂର୍ବରୁ ରଥଟଣାର ମକ୍‌ଡ୍ରିଲ । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଥକୁ କିଭଳି ସୁରକ୍ଷିତ ଭାବେ ଟଣାଯିବ, ସେନେଇ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ପୁରୀ ରିଜର୍ଭ ପୋଲିସ ପଡ଼ିଆରେ ୩ଟି ଜିପ୍‌କୁ ୩ଟି ରଥ ଭାବେ ଟଣାଯାଇଥିଲା । ଏଥିରେ ସାମିଲ ଥିଲେ…

ତାଳଚେରରେ ୫ ଜଣ ଆନ୍ତଃଜିଲ୍ଲା ସୁପାରୀ କିଲର ଗିରଫ

ତାଳଚେର: ସଦର ଥାନା ପୋଲିସ ୫ ଜଣ ଆନ୍ତଃଜିଲ୍ଲା ସୁପାରୀ କିଲରଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଜବତ ହୋଇଛି ପିସ୍ତଲ, ମାଉଜର ସମେତ ଅନେକ ମାରଣାସ୍ତ୍ର। କୋଇଲା ଖଣିରେ ନିୟୋଜିତ ବଡ଼ ବଡ଼ ଗାଡିରୁ ଡିଜେଲ ଚୋରିକୁ ନେଇ ଦୁଇଟି ଗ୍ୟାଙ୍ଗ ମଧ୍ୟରେ ବିବାଦ ଲାଗି ରହିଥିଲା। ସେଥିରୁ ଗୋଟିଏ…

ରକ୍ତଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ

ଭୁବନେଶ୍ବର: ରକ୍ତଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ। ଆମ ମୁଖ୍ୟମନ୍ତ୍ରୀ, ଆମ କଥା କାର୍ଯ୍ୟକ୍ରମରେ ଏହି ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରକ୍ତଦାନ ପାଇଁ ଯୁବ ସମାଜକୁ ସେ ଏହି ଆହ୍ଵାନ ଦେଇଛନ୍ତି। ନବୀନ କହିଛନ୍ତି, ରକ୍ତ ଅଭାବରୁ କାହାକୁ ମରିବାକୁ ଦେବା ନାହିଁ। ଏନେଇ…

ଐତିହ୍ୟ କ୍ୟାବିନେଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ଐତିହ୍ୟ କ୍ୟାବିନେଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଟ ୮ଜଣ ସଦସ୍ୟ ସାମିଲ ଅଛନ୍ତି। ଅର୍ଥ, ସଂସ୍କୃତି, ହସ୍ତତନ୍ତ ବିଭାଗ, ଅନୁସୂଚିତ ଜାତି-ଜନଜାତି ବିକଶ ମନ୍ତ୍ରୀ ରମେଶ ମାଝୀ ସାମିଲ ଅଛନ୍ତି। ଉଚ୍ଚଶିକ୍ଷା, ଗଣଶିକ୍ଷା ଓ ଓଞ ବିଭାଗ…

ସାର କାରଖାନାରେ ଅଘଟଣ : ସ୍କ୍ରାପ ଲୋଡିଂ ବେଳେ ଶ୍ରମିକଙ୍କ ମୃତ

ଅନୁଗୁଳ: ସାର କାରଖାନାରେ ଅଘଟଣ। ସ୍କ୍ରାପ ଲୋଡିଂ ବେଳେ ଉପରୁ ପଡି ଶ୍ରମିକ ମୃତ। ମୃତକ ହେଲେ ମୁମ୍ବାଇର ହରିଶ୍ଚନ୍ଦ୍ର। ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି। କାମ କରୁଥିବାବେଳେ…