Below header
Browsing Category

ରାଜ୍ୟ

ସାର କାରଖାନାରେ ଅଘଟଣ : ସ୍କ୍ରାପ ଲୋଡିଂ ବେଳେ ଶ୍ରମିକଙ୍କ ମୃତ

ଅନୁଗୁଳ: ସାର କାରଖାନାରେ ଅଘଟଣ। ସ୍କ୍ରାପ ଲୋଡିଂ ବେଳେ ଉପରୁ ପଡି ଶ୍ରମିକ ମୃତ। ମୃତକ ହେଲେ ମୁମ୍ବାଇର ହରିଶ୍ଚନ୍ଦ୍ର। ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି। କାମ କରୁଥିବାବେଳେ…

ତାତିଲେ ମହିଳା: ନିସ୍ତୁକ ଛେଚି, ଭାଙ୍ଗିଲେ ମଦ ବେପାରୀଙ୍କ ଗାଡ଼ି

ଭଦ୍ରକ: ମଦ ବେପାରୀଙ୍କ ଗାଡ଼ି ସହିତ ନିସ୍ତୁକ ପିଟିଲେ ବେପାରୀଙ୍କୁ।  ବାଂଶଡ଼ା ଥାନା ଧାମରା କରଣପଲ୍ଲୀ ପଞ୍ଚାୟତରେ ଘଟିଛି ଏହି ଘଟଣା। ଏକ ମଦ ବୋଝେଇ ବୋଲେରୋ ସହ ଏକ ବାଇକର ଧକ୍କା ହୋଇଥିଲା। ଏହାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ବୋଲେରୋରେ ଚୋରା ମଦ ଥିବା ଜାଣି ଗାଁ ମହିଳାମାନେ ତାତି…

ରାୟଗଡାରେ ବଢୁଛି ଡେଙ୍ଗୁ ଆତଙ୍କ : ଜଣେ ଛାତ୍ର ମୃତ

ରାୟଗଡା: ବଢୁଛି ଡେଙ୍ଗୁ ରୋଗର ଆତଙ୍କ । ଡେଙ୍ଗୁରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ସୁଲୁଭା ଗାଁର ଯୁକ୍ତ ୩ ଛାତ୍ର ଏମ୍‌.ରବି କୁମାର। ବିଶାଖାପାଟନମ୍‌ କେୟାର ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ବିଶାଖାପାଟଣାରେ ଗୋଟେ ମାସ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ଜୀବନ ନେଲାଣି…

ଭାଇ ନୁହଁ ଭଉଣୀ ରଖିଲା ରାକ୍ଷୀର ମାନ : ଭାଇକୁ ବଞ୍ଚାଇବାକୁ ଯାଇ ଭଉଣୀ ମୃତ

ମୟୁରଭଞ୍ଜ: ରାଇରଙ୍ଗପୁର ଗଡଖାଇ ନଦୀରେ ଏହି ଅଘଟଣ ଘଟିଛି। ମୃତକ ଦୁଇ ଜଣ ବିହାରର ନାନୁ ଗୁଜୁରାଟୀ ଓ ହୀନା ଗୁଜୁରାଟୀ। ଦଶ ବର୍ଷର ଭାଇ ଗାଧୋଉଥିବାବେଳେ ବୁଡି ଯାଉଥିବା ଦେଖି ତାକୁ ବ଼ଞ୍ଚାଇବାକୁ ଯାଇ ଭଉଣୀ ମଧ୍ୟ ବୁଡି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର ଆରମ୍ଭ କରିଥିଲା।…

ସୁରକ୍ଷିତ ଓ ଶୃଙ୍ଖଳିତ ରଥଯାତ୍ରା : ପୁରୀ ରିଜର୍ଭ ପୋଲିସ ପକ୍ଷରୁ ମକଡ୍ରିଲ ଅଭ୍ୟାସ

ପୁରୀ: ସୁରକ୍ଷିତ ଓ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅଭ୍ୟାସ। ରିଜର୍ଭ ପୋଲିସ ଲାଇନ୍‌ ପଡିଆରେ ରଥ ଟଣାର ମକଡ୍ରିଲ କରାଯାଇଛି। ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଥକୁ କିଭଳି ଭାବେ ଟଣାଯିବ ସେନେଇ ପ୍ରଶିକ୍ଷଣ ଦିଆଯାଉଛି। ମକଡ୍ରିଲରେ ୩ଟି ଯାନକୁ ୩ଟି ରଥ ଭାବେ…

ଗ୍ୟାଙ୍ଗଷ୍ଟର ଟିଟୋ ମାମଲା : ୭ ତହସିଲଦାରଙ୍କୁ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ଟିଟୋ , ତା ସ୍ତ୍ରୀ ଓ ୧୮ ଜଣ ସଂପର୍କୀୟଙ୍କ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ପ୍ରକ୍ରିୟା ଆରମ୍ଭ । ସେମାନଙ୍କର ୩୪ଟି ବ୍ୟାଙ୍କରେ ୫୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି । ଟିଟୋ ନିଲାମ ଧରିଥିବା ବାଲିଘାଟ ଓ ମୋରମ ଖଣି ବାବଦରେ ୭ ତହସିଲଦାରଙ୍କୁ ତଥ୍ୟ…

ମଦ ବିରୋଧରେ ବିଶାଳ ଆନ୍ଦୋଳନ !

କନ୍ଧମାଳ : ଶତାଧିକ ମହିଳା ଏକାଠି ହୋଇ ଜିଲ୍ଲାରେ ମଦ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି । ଏନେଇ ମଦକୁ ବିରୋଧ କରି ବିଶାଳ ଆନ୍ଦୋଳନ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ କନ୍ଧମାଳ ମହିଳା ମଣ୍ଡଳର ୪ଟି ବ୍ଲକର ମହିଳମାନେ ଏକାଠି ହୋଇଥିଲେ । ପ୍ଲାକାର୍ଡ଼ ଧରି ମଦବିରୋଧୀ ସ୍ଲୋଗାନ୍ ଦେବା ସହ…

ସ୍ମରଣୀୟ ବିବାହ !! ଡ଼ିଜେ ବଦଳରେ ପୁରାତନ ବାଦ୍ୟ ବଜାଇ ବହାରିଲା ଶୋଭାଯାତ୍ରା

ବିବାହ ଏକ ପବିତ୍ର ଅନୁଷ୍ଠାନ, ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତ । କିଏ ଆଡ଼ମ୍ବରରେ ବାଜା ବଜାଇ, ବାଣ ଫୁଟାଇ ବେଦିକୁ ଯାଏ ତ କିଏ ନିରାଡ଼ମ୍ବର ଭାବେ ମନ୍ଦିରରେ ବାହା ହୁଅନ୍ତି । କିନ୍ତୁ ଏକ ନିଆରା ଢ଼ଙ୍ଗରେ ବିବାହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ଉଦାହରଣ ପାଲଟିଛନ୍ତି…

ଆଜିଠୁ ୪ଦିନ ପର୍ୟ୍ୟନ୍ତ ପ୍ରବଳ ବର୍ଷାରେ ଭିଜିବ ରାଜ୍ୟ !

ଭୁବନେଶ୍ବର : ଆଜିଠୁ ରାଜ୍ୟରେ ବଢିବ ବର୍ଷା ପରିମାଣ। ୪ଦିନ ଧରି ପ୍ରବଳ ବର୍ଷିବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି। ୧୬ ତାରିଖ ବେଳକୁ ବର୍ଷା ପରିମାଣ କମିବ। ସେପଟେ…

ବ୍ରହ୍ମଗିରି ଅଲାରନାଥ ପୀଠରେ ଆଜି ଶେଷ ଅଣସର ଦର୍ଶନ

ପୁରୀ : ବିଶ୍ୱାସ ରହିଛି, ଅଲାରନାଥଙ୍କ ଦର୍ଶନ କଲେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନର ପୁଣ୍ୟ ମିଳେ। ଆଜି ବ୍ରହ୍ମଗିରି ଅଲାରନାଥ ପୀଠରେ ଆଜି ଶେଷ ଅଣସର ଦର୍ଶନ। ଏଥିପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଥମ…

ରଥଯାତ୍ରା ପାଇଁ ଓଡିଶା ଟୁରିଜିମର ସ୍ୱତନ୍ତ୍ର ବ୍ୟବସ୍ଥା : ବସରେ ପୁରୀ ଯାଇ ରଥଯାତ୍ରା ଦେଖିବେ ଶ୍ରଦ୍ଧାଳୁ

ପୁରୀ : ରଥଯାତ୍ରା ପାଇଁ ଓଡିଶା ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ ବା ଓଟିଡିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା । ପୁରୀ ରଥଯାତ୍ରା ଦେଖିପାରିବେ ସମ୍ବଲପୁର ଓ ଭୁବନେଶ୍ୱରରୁ ଶ୍ରଦ୍ଧାଳୁଙ୍କ ପାଇଁ ୫ ରୁ ୬ଟି ବସର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ବଡଦାଣ୍ଡରେ ବସି ରଥଯାତ୍ରା ଦେଖିବା…

ଆଜି ଚତୁର୍ଦ୍ଦଶୀ ଅବସରରେ ମହାପ୍ରଭୁଙ୍କୁ ବନକ ଲାଗି ନୀତି

ପୁରୀ : ଦିନକ ପରେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ଚତୁର୍ଦ୍ଦଶୀ ଅବସରରେ ମହାପ୍ରଭୁଙ୍କୁ ବନକ ଲାଗି ନୀତି। ଦତ୍ତ ମହାପାତ୍ର ସେବାୟତ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ବନକଲାଗି ପାଇଁ ଆଜି ପୂର୍ବାହ୍ନରେ ଦତ୍ତମହାପାତ୍ର ଶ୍ରୀମନ୍ଦିର ପ୍ରବେଶ ସହ ରାତି ୧ଟାଏରୁ ୫ଟା ମଧ୍ୟରେ…