Browsing Category

ରାଜ୍ୟ

ରାଉରକେଲାରେ ଦୁଇ ଦୁଷ୍କର୍ମକାରୀ ଗିରଫ

ରାଉରକେଲା : ରାଜ୍ୟରେ ଦୁଷ୍କର୍ମ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ଅଭିଯୁକ୍ତ ଙ୍କ ଉପଯୁକ୍ତ ଦଣ୍ଡ ନମିଳି ଖସି ଯାଉଥିବା ଫଳରେ ଅପରାଧୀ ମାନଙ୍କୁ ଦୁଷ୍କର୍ମ କରିବା ପାଇଁ ସାହସ ଯୋଗାଉଛି। ଗାଁ ହେଉ କି ସହର ବଢି ବଢି ଚାଲିଛି ଦୁଷ୍କର୍ମ ରାଉରକେଲାରେ ବି ଏମିତି ଚାଞ୍ଚଲ୍ୟକର…

ସନ୍ୟାସୀଙ୍କୁ ପ୍ରଶାସନ କରିବ ସହାୟତା

ଗଞ୍ଜାମ : ବଡ଼ପଡ଼ା ପଞ୍ଚାୟତ ସୋମନାଥପଲ୍ଲୀ ଗାଁର ଦିବ୍ୟାଙ୍ଗ ସନ୍ୟାସୀଙ୍କୁ ସହାୟତା କରିବ ପ୍ରଶାସନ । ଛତ୍ରପୁରସ୍ଥିତ ସ୍ୱତନ୍ତ୍ର ସ୍କୁଲ ହେବ ସନ୍ୟାସୀଙ୍କ ନୂଆ ଠିକଣା । ସନ୍ୟାସୀଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବ । ଭଞ୍ଜନଗର ଉପଜିଲ୍ଲାପାଳ ଏହି ପ୍ରତିଶୃତି ଦେଇଛନ୍ତି । ସନ୍ନ୍ୟାସୀ…

ନିଆଳିରେ ୧୭୦ ଚୋରା ମଦ ବୋତଲ ସହିତ ମଦ ବେପାରୀ ଗିରଫ

ନିଆଳି (କେ ନ୍ଯୁଜ୍) : ୧୭୦ ଚୋରା ମଦ ବୋତଲ ସହିତ ମଦ ବେପାରୀ ଗିରଫ। ଆଜି ପୁଣି ଚୋରା ମଦ ଜବତ କଲା ଓଲଟପୁର ପୋଲିସ। ଲିଙ୍ଗା ବ୍ରିଜ ନିକଟରୁ ଗୋଟିଏ।ବାଇକ, ୧୭୦ ବୋତଲ ଚୋରା ମଦ ଓ ଚୋରା ମଦ ବେପାରି ସଂଗ୍ରାମ ସ୍ବାଇଁଙ୍କୁ ଗିରଫ କରିଛି ଓଲଟପୁର ପୋଲିସ। ଗତକାଲି ମଧ୍ୟ ଓଲଟପୁର ପୋଲିସ ଗରଗରା…

ଖଣ୍ଡଗିରି ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର

ଭୁବନେଶ୍ୱର : ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର । ଭୁବନେଶ୍ୱର ଖଣ୍ଡଗିରି ସେବା ସଂଘ ପ୍ରାଥମିକ ସ୍କୁଲର ଛାତରୁ ପ୍ଲାଷ୍ଟର ଖସିପଡ଼ିଛି । ଲଗାଣ ବର୍ଷା ଯୋଗୁ ସ୍କୁଲ ଛାତରୁ ପ୍ଲାଷ୍ଟର ଖସିଥିବା ଜଣାପଡ଼ିଛି । ତେବେ ଏଥିରେ କେହି ଛାତ୍ରଛାତ୍ରୀ ଆହତ ହୋଇନାହାନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ଚୌଦ୍ୱାରରେ ବିଷାକ୍ତ ମଦ ପିଇ ଜଣଙ୍କର ମୃତ୍ୟୁ, ମଦ ବିରୋଧରେ ତାତିଲେ ମହିଳା

କଟକ : ପୁଣି ମଦ ବିରୋଧରେ ତାଲିଲେ ମହିଳା । ଚୌଦ୍ୱାର ସୁଇପର କଲୋନୀରେ ଥିବା ଏକ ମଦ ଦୋକାନରେ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି । ଗତକାଲି ଦଳିତ ସାହିର ପ୍ରକାଶ ନାୟକଙ୍କ ମୃତ୍ୟୁ ହୋଇଥିଲା । ଏକ ନାଳରୁ ତାଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି । ବିଷାକ୍ତ ମଦ ପିଇ ତାଙ୍କର ମୃତ୍ୟୁ ହୋଇଥିବା…

ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ଦେବଦୂତ : ପ୍ରସୂତୀଙ୍କୁ କାନ୍ଧରେ ୭ କିଲୋମିଟର ବୋହିଲେ ଯବାନ

ମାଲକାନଗିରି : ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ଦେବଦୂତ ସାଜିଲେ ଯବାନ । ଜଣେ ପ୍ରସୂତୀଙ୍କୁ କାନ୍ଧରେ ୭ କିଲୋମିଟର ବୋହି ଆଣିଲେ । ହସ୍ପିଟାଲରେ ଭର୍ତ୍ତି କଲେ । ଅସହାୟଙ୍କୁ ସହାୟତାର ହାତ ବଢ଼ାଇ ମାନବସେବାର ପରାକାଣ୍ଠା ଦେଖାଇଛନ୍ତି ଆଇଟିପିବି ଯବାନ । ଏହି ଘଟଣା ଦେଖିବାକୁ ମିଳିଛି…

ସୁବର୍ଣ୍ଣପୁର ବିନିକା ଡାକ୍ତରଖାନାରେ ଡାକ୍ତର ସମସ୍ୟାର ସମାଧାନ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ସୁବର୍ଣ୍ଣପୁର : ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ଡାକ୍ତର ପଦବୀ ପୂରଣ ଦାବିରେ ବନ୍ଦ ପାଳନ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ଡାକ୍ତର ସମସ୍ୟାର ସମାଧାନ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ପ୍ରଭାବରେ ଦୋକାନ ବଜାର,…

ଢେଙ୍କାନାଳ : ପଥରଖମ୍ବ ଗାଁ ଜଙ୍ଗଲରେ ଆଖି ବୁଜିଲା ଅସୁସ୍ଥ ଦନ୍ତା

ଢେଙ୍କାନାଳ : ଆଖି ବୁଜିଲା ଅସୁସ୍ଥ ଦନ୍ତା । କାମାକ୍ଷାନଗର ରେଞ୍ଜ ଅନ୍ତର୍ଗତ ପଥରଖମ୍ବ ଗାଁ ଜଙ୍ଗଲରେ ଚିକିତ୍ସାଧୀନ ହାତୀର ଆଜି ମୃତ୍ୟୁ ହୋଇଛି । କିଛି ଦିନ ତଳେ ହାତୀଟି ଅସୁସ୍ଥ ହୋଇ ପଡ଼ିଥିଲା । ଖବର ପାଇଁ ବନ ବିଭାଗ ଗତମାସ ୨୯ ତାରିଖରୁ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ଲଣ୍ଡାବିର୍ ପାହାଡ଼…

ମାଲକାନଗିରି ଜିଲ୍ଲାରେ ପୁଣି ଲଜ୍ଜା,୧୦ ବର୍ଷ ନାବାଳିକାକୁ ଦୁଷ୍କର୍ମ

ମାଲକାନଗିରି : ପୁଣି ଲଜ୍ଜା । ୧୦ ବର୍ଷ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏମଭି -୧୦ ଗାଁରେ ଏହି ଘଟଣା ଘଟିଛି । ଗାଁର ଜଣେ ନବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୀଡିତାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି ।…

ଝାରସୁଗୁଡ଼ା : ବସ୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଝାରସୁଗୁଡ଼ା : ବନହରପାଲି ଥାନା କୁଶ୍ରୋଲୋଇ ଛକରେ ବସ୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକଙ୍କ ନାଁ ଯଦୁ ପ୍ରଧାନ ଓ ଘର ବ୍ରଜରାଜନଗର ଲମଟିବାହାଲରେ । ସେ ଖଣ୍ଡସା ଗାଁରେ ନିଜ ମାମୁ ଘରେ ରହୁଥିଲେ । ବନ୍ଦବାହାଳଠାରେ ଗ୍ୟାରେଜରେ କାମ ସାରି ଫେରିବା ବେଳେ ଗତକାଲି ରାତିରେ ତାଙ୍କୁ ଧକ୍କା…

ବୌଦ୍ଧରେ ଦୁର୍ଘଟଣା : ବାଇକ୍-କାର୍ ଧକ୍କା, ଦୁଇ ମୃତ

ବୌଦ୍ଧ : ବାଇକ୍-କାର୍ ଧକ୍କା । ଦୁର୍ଘଟଣା ନେଇଛି ଦୁଇ ଜଣଙ୍କ ଜୀବନ । ବୌଦ୍ଧ ଜିଲ୍ଲା ବୀରନରସିଂହପୁର ବ୍ରିଜ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକରେ ଯାଉଥିବା ଦୁଇ ଜଣ ଶିକ୍ଷକଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଅଜିମ୍ ଖାଁ ଓ ଜ୍ୟୋତିର୍ମୟୀ ପ୍ରଧାନ । ଦୁହେଁ ବୌଦ୍ଧ ସରକାରୀ…

ବାଲେଶ୍ୱରରେ ଗଛକୁ ପିଟିଲା କାର୍, ୫ ଗୁରୁତର

ବାଲେଶ୍ୱର : ଗଛକୁ ପିଟିଲା କାର୍ । ଦୁର୍ଘଟଣାରେ ୫ ଜଣ ଗୁରୁତର । ବାଲେଶ୍ୱର ଜିଲ୍ଲା ନୀଳଗିରି ପୋଡ଼ାଶୂଳ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ଅଛି ଗୋଟିଏ ଶିଶୁ । ଭୁବନେଶ୍ୱର…