ନିଆଳିରେ ୧୭୦ ଚୋରା ମଦ ବୋତଲ ସହିତ ମଦ ବେପାରୀ ଗିରଫ

ନିଆଳି (କେ ନ୍ଯୁଜ୍) : ୧୭୦ ଚୋରା ମଦ ବୋତଲ ସହିତ ମଦ ବେପାରୀ ଗିରଫ। ଆଜି ପୁଣି ଚୋରା ମଦ ଜବତ କଲା ଓଲଟପୁର ପୋଲିସ। ଲିଙ୍ଗା ବ୍ରିଜ ନିକଟରୁ ଗୋଟିଏ।ବାଇକ, ୧୭୦ ବୋତଲ ଚୋରା ମଦ ଓ ଚୋରା ମଦ ବେପାରି ସଂଗ୍ରାମ ସ୍ବାଇଁଙ୍କୁ ଗିରଫ କରିଛି ଓଲଟପୁର ପୋଲିସ। ଗତକାଲି ମଧ୍ୟ ଓଲଟପୁର ପୋଲିସ ଗରଗରା ନିକଟରୁ ୧୫୫ ବୋତଲ ଚୋରା ମଦ ଗୋଟିଏ ବାଇକ ଓ ଚୋରା ମଦ ବେପାରିଙ୍କୁ ଗିରଫ କରିଥିଲା।