ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ ବେଳେ ମାଓବାଦୀ ଙ୍କ ବିସ୍ପୋରକ ସାମଗ୍ରୀର ଡ଼ମ୍ପିଙ୍ଗ ଠାବ ହୋଇଛି । ସେଥିରେ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ । ଜବାନ ଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଲୁଚାଇ ରଖିଥିଲେ ଏହି ବିସ୍ପୋରକ ସାମଗ୍ରୀ । ଜବତ ଲ୍ୟାଣ୍ଡମାଇଁନକୁ ଜଙ୍ଗଲ ମଧ୍ୟରେ ଡିଫ୍ୟୁଜ  କରି ଦିଆଯାଇଛି । ସୀମାନ୍ତ ଛତିଶଗଡ଼ କୁ ଲାଗିଛି ଏହି ଅଞ୍ଚଳ । ତେଣୁ ମାଓବାଦୀଙ୍କ ଏକ ବଡ଼ ହିଂସାକାଣ୍ଡ କୁ ପଣ୍ଡ କରିଛି BSF ଜବାନ ।

Leave A Reply

Your email address will not be published.