Below header

ବାଲେଶ୍ୱରରେ ଗଛକୁ ପିଟିଲା କାର୍, ୫ ଗୁରୁତର

ବାଲେଶ୍ୱର : ଗଛକୁ ପିଟିଲା କାର୍ । ଦୁର୍ଘଟଣାରେ ୫ ଜଣ ଗୁରୁତର । ବାଲେଶ୍ୱର ଜିଲ୍ଲା ନୀଳଗିରି ପୋଡ଼ାଶୂଳ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ଅଛି ଗୋଟିଏ ଶିଶୁ । ଭୁବନେଶ୍ୱର ଏମ୍ସରୁ ଚିକିତ୍ସିତ ହୋଇ ଫେରୁଥିବା ବେଳେ ସମସ୍ତେ ଉଦଳା ପେଦଗଡ଼ିକୁ ଫେରୁଥିଲେ । ଏତିକିବେଳେ ପୋଡ଼ାଶୂଳ ଛକ ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.