Below header
Browsing Category

ରାଜ୍ୟ

ବଦଳୁଛି କୋଟିଆର ବିକାଶ ଚିତ୍ର : ପହଞ୍ଚିଲା ବ୍ୟାଙ୍କ ସେବା, ଆରମ୍ଭ ହେଲା ଗ୍ରାହକ ସେବା କେନ୍ଦ୍ର

କୋରାପୁଟ : ବଦଳୁଛି କୋରାପୁଟ ସୀମାନ୍ତ ଗାଁ କୋଟିଆର ଚିତ୍ର । ବିକାଶ ରଥ ଗଡ଼ିବା ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ କୋଟିଆବାସୀଙ୍କ ହାତ ପାହାନ୍ତାରେ ପହଞ୍ଚିଛି ବ୍ୟାଙ୍କ ସେବା । ଆରମ୍ଭ ହୋଇଛି ଗ୍ରାହକ ସେବା କେନ୍ଦ୍ର । ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯାଇଛି ।…

ଆସନ୍ତାକାଲିଠୁ ହଜ୍‌ ଯାତ୍ରା : ରାଜ୍ୟର ହଜ୍‌ ଯାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତାକାଲିଠୁ ହଜ୍‌ ଯାତ୍ରା । ଏହା ପୂର୍ବରୁ ରାଜ୍ୟର ହଜ୍‌ଯାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଏବର୍ଷ ରାଜ୍ୟରୁ ୭୩୧ଜଣ ହଜ୍‌ଯାତ୍ରାରେ ମକ୍କା ମଦିନା ଯିବେ । ଏମାନଙ୍କ ମଧ୍ୟରେ ୪୩୩ ଜଣ ପୁରୁଷ ଓ ୨୯୮ଜଣ ମହିଳାଅଛନ୍ତି । ହଜ୍‌ ସାରି…

ସମଲିଙ୍ଗୀ ଯୌନ ସମ୍ପର୍କ ନେଇ ଆଇପିସିର ଦଫା-୩୭୭ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ମାମଲା ଲଢ଼ିବେ…

ନୂଆଦିଲ୍ଲୀ: ସମଲିଙ୍ଗୀ ଯୌନ ସମ୍ପର୍କ ନେଇ ଆଇପିସିର ଦଫା-୩୭୭ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ମାମଲା ଲଢ଼ିବେ ନାହଁ । ସୁପ୍ରିମକୋର୍ଟଙ୍କ ବିଜ୍ଞତା ଉପରେ ମାମଲାକୁ କେନ୍ଦ୍ର ସରକାର ଛାଡ଼ି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଅତିରିକ୍ତ ସଲିସିଟର୍‌ ଜେନେରାଲ…

ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣା : ୯ ଜଣଙ୍କୁ ଗିରଫ କରିଛି ପୋଲିସ

ବ୍ରହ୍ମପୁର:  ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣାରେ ୯ ଜଣଙ୍କୁ ପୋଲିସ ଗିରଫ କରିଛି । ଗତ ୮ ତାରିଖ ଦିନ ଚିକେନ ରବି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ବିଷୋୟୀ ୪ ଜଣ ସହଯୋଗୀଙ୍କ ସହ ଯାଉଥିବା ବେଳେ ଲାଞ୍ଜିପଲ୍ଲୀ ଢିପସାହି ରାସ୍ତା ଉପରେ ତାଙ୍କ କାର ଉପରକୁ ବୋମାମାଡ଼ ହୋଇଥିଲା । ଏଥିରେ…

ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର : ରଥଯାତ୍ରା ବେଳେ ନୋ ଫ୍ଲାଇଂ ଜୋନ୍ ହୋଇପାରେ ବଡଦାଣ୍ଡ

ପୁରୀ : ରଥଯାତ୍ରା ବେଳେ ପୁରୀରେ ସ୍ଥଳ, ଜଳ ଓ ଆକାଶରୁ କଡ଼ା ନଜର ରଖାଯିବ । ଅଭେଦ୍ୟ ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର । ନିୟୋଜିତ ହେବେ ୧୪୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ଓ ହଜାରେରୁ ଅଧିକ ଅଫିସର । ପୁରୀରେ ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ଶେଷ ସମୀକ୍ଷା କରିଛନ୍ତି ପୋଲିସ ଡିଜି…

ଇଜ୍ ଅଫ୍ ଡୁଇଂ ବିଜିନେସ୍ ର‍୍ୟାଙ୍କିଙ୍ଗରେ କାହିଁକ ଖସିଲା ଓଡ଼ିଶା ?

ଭୁବନେଶ୍ବର :  ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ ର‍୍ୟାଙ୍କରେ ଓଡ଼ିଶା ଏଥର ତିନିଟି ସ୍ଥାନ ତଳକୁ ଖସି ୧୪ରେ ଅଛି । ୨୦୧୬ରେ ୧୧ତମ ସ୍ଥାନରେ ଥିଲା । ସେହିପରି ୨୦୧୫ରେ ଓଡ଼ିଶାର ସ୍ଥାନ ଥିଲା ସପ୍ତମ । ତେବେ ୨୦୧୭ ମସିହା ପାଇଁ ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ ର‍୍ୟାଙ୍କରେ ଓଡ଼ିଶାର ଓଭର୍‌ଅଲ୍‌…

କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ

ଭବାନୀପାଟଣା  : କଂଗ୍ରେସ ଛାଡିଲେ ଦୁଷ୍ମନ୍ତ ନାୟକ । ଭବାନୀପାଟଣା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ କଂଗ୍ରେସ ଛାଡିଲେ । ପିସିସି ସଭାପତିଙ୍କ ପାଖକୁ ସେ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି ଦୁଷ୍ମନ୍ତ । ଜୁଲାଇ ୧୩ରେ ବିଜେଡିରେ ଯୋଗଦେବେ…

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ସାର୍‌ଙ୍କୁ ଗୋଡାଇ ଗୋଡାଇ ପିଟିଲେ ଗାଁ ଲୋକ

ଜଗତସିଂହପୁର : ସାର୍‌ଙ୍କୁ ଗୋଡାଇ ଗୋଡାଇ ପିଟିଲେ ଗାଁ ଲୋକ । ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ପଞ୍ଚାୟତର ରତନପୁର ପ୍ରାଥମିକ ବିଦ୍ୟାଳୟରେ । ସୂଚନା ଅନୁସାରେ ସ୍କୁଲର ଜଣେ ଶିକ୍ଷକ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଛାତ୍ରୀ ଜଣଙ୍କ ଏ ନେଇ ଘରେ କହିବା ପରେ…

ଏମିତି ବି ଆସେ ମୃତ୍ୟୁ : ବାଟରେ ଯାଉ ଯାଉ ଚାଲିଗଲା ଜୀବନ

ନବରଙ୍ଗପୁର : ମେଡିକାଲକୁ ଦୁଇ ଚକିଆ ଗାଡ଼ିରେ ଯାଉଥିବା ବେଳେ ହଠାତ୍ ଟଳିପଡ଼ିଲେ। ଗାଡ଼ିରେ ଯାଉ ଯାଉ ହାର୍ଟ ଆଟାକ୍। ନବରଙ୍ଗପୁରରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁର ଏପରି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମୃତ ସାମ୍ବାଦିକ ହେଉଛନ୍ତି ପାପଡ଼ାହାଣ୍ଡିର ଏ ଜଗଦୀଶ ରାଓ । ଗତ ସୋମବାର ନିଜ ଚାଷ…

ଜୟପୁରରେ ଉଦଘାଟିତ ହେଲା ଫାୟରିଂ ରେଞ୍ଜ !

ଜୟପୁର : ଏଣିକି ବନ୍ଧୁକ ଚାଳନା ତାଲିମ ନେବାକୁ ଜିଲ୍ଲା ଓ ରାଜ୍ୟ ବାହାରକୁ ଯିବାକୁ ପଡିବନି ଛାତ୍ରଛାତ୍ରୀଙ୍କୁ। ଜୟପୁରରେ ଉଦଘାଟିତ ହୋଇଯାଇଛି ଫାୟରିଂ ରେଞ୍ଜ । ନିଶାନା ନାମକ ଏହି ଫାୟରିଂ ରେଞ୍ଜକୁ ଉଦଘାଟନ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଜୟପୁର ବାଉଣିପୁଟରେ…

ପ୍ରକାଶ ପାଇଲା ଯୁକ୍ତ ତିନି ଦ୍ୱିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ !

ଭୁବନେଶ୍ବର : ଆଜି ପ୍ରକାଶ ପାଇଲା ଯୁକ୍ତ ତିନି ନାମଲେଖା ପାଇଁ ଦ୍ୱିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ। ୨୪ ହଜାର ୫୭୨ ଜଣ ଆଡମିଶନ ପାଇଁ ମନୋନୀତ ହୋଇଛନ୍ତି। କଳାରେ ୧୫ହଜାର ୧୬୧ ଓ ବାଣିଜ୍ୟରେ ୧, ୫୬୭ ଜଣ ଛାତ୍ରଛାତ୍ରୀ ଆଡମିଶନ ପାଇଁ ମନୋନୀତ ହୋଇଛନ୍ତି। ଦ୍ୱିତୀୟ ପର୍ୟ୍ୟାୟରେ ଯୋଗ୍ୟ…

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଆଗରେ ଦ୍ୱିତୀୟ ଦିନ ଧାରଣା

ଖୋର୍ଦ୍ଧା : ନିର୍ବାଚିତ ପ୍ରତିନିଧିଙ୍କୁ ଉପେକ୍ଷା ଓ ବ୍ଳକରେ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି ଗତକାଲିଠାରୁ ଧାରଣା ଦେଇଛି ମହାମେଣ୍ଟ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଆଗରେ ଟାଙ୍ଗୀ ଜନଜାଗରଣ ମହାମେଣ୍ଟ ପକ୍ଷରୁ ଧାରଣା ଜାରି ରହିଛି । ଗତକାଲି ମହାମେଣ୍ଟର କର୍ମକର୍ତ୍ତା ଓ ଜନସାଧାରଣ…