Below header
Browsing Category

ରାଜ୍ୟ

ଧରା ପଡ଼ିଲା ଭଦ୍ରକ ସଡକ ଦୁର୍ଘଟଣାର ଅଭିଯୁକ୍ତ ଡ୍ରାଇଭର !

ଭୁବନେଶ୍ବର : ଗତ ୧୯ ତାରିଖରେ ଭଦ୍ରକରେ ଘଟିଥିଲା ଏକ ଅଭାବନୀୟ ଘଟଣା। ଜଣେ ଟ୍ରକ୍ ଚାଳକର ଭୁଲ ପାଇଁ ଚାଲିଯାଇଥିଲା ୫ଜଣ ନିରିହ ଛାତ୍ର ଛାତ୍ରୀଙ୍କ ଜୀବନ। ଏଥିରେ ସାମିଲଥିବା ଟ୍ରକ୍ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ। ଅଭୁଯୁକ୍ତର ନାମ ଭେଙ୍କଟଦ୍ରି ଜଣାପଡ଼ିଥିବା ବେଳେ ତାଙ୍କ ଘର…

ଭୁବନେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଭୁବନେଶ୍ବର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ୱର ରସୁଲଗଡ଼ ସତ୍‌ସଙ୍ଗ ବିହାରରେ ଗତକାଲି ରାତିରେ ଦୁର୍ଘଟଣା ହୋଇଥିଲା । ପଛପଟୁ ଆସୁଥିବା ଏକ କାର ଟ୍ରକ୍‌କୁ ଧକ୍କା ଦେଇଥିଲା । ଟ୍ରକ୍‌ ଭିତରକୁ କାର୍‌ର ଆଗ ଅଂଶ ପଶିଯିବାରୁ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ…

ରାଉରକେଲାରେ ଯୁବତୀ ଚାଲାଣ ରାକେଟ୍ !

ରାଉରକେଲା : କୁକୁଡା ଫ୍ୟାକଟ୍ରିରେ କାମ ଦେବା ବାହାନାରେ ଡାକିନେଇ ରାଉରକେଲାର ଜଣେ ଯୁବତୀଙ୍କୁ ରାଜସ୍ଥାନରେ ବିକ୍ରି ଉଦ୍ୟମ କରିଥିଲେ ଦଲାଲ। ଏପରିକି ଜଣେ ବିବାହିତ ଲୋକ ସହ ଯୁବତୀଙ୍କର ବିବାହ କରାଇବାକୁ ଯୋଜନା କରିଥିଲେ। ମନା କରିବାରୁ ତାଙ୍କୁ ଶାରୀରିକ ନିର୍ୟାତନା ବି ଦେଇଥିଲେ।…

ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା : ନୀଳକନ୍ଦରକୁ ଫେରିବେ ନୀଳମଣି

ପୁରୀ :ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଏଥିପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ପାଖରେ ୩ ରଥ ଏବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପେକ୍ଷାରେ। ମହାପ୍ରଭୁ ରଥାଋୂଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। କଡ଼ା ପୋଲିସ ସୁରକ୍ଷା ମଧ୍ୟରେ…

ବାହୁଡ଼ିବେ ମହାପ୍ରଭୁ : ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ

ପୁରୀ : ରଥାରୂଢ଼ ହୋଇ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି। ଭୋର ୪ଟାରେ ମଙ୍ଗଳ ଆଳତି, ୫ଟାରେ ଅବକାଶ ନୀତି ହେବ। ସେହିପରି ୫ଟା ୪୫ରୁ ୬ଟା ୪୫ ମଧ୍ୟରେ…

ସାରା ରାଜ୍ୟରେ ବର୍ଷା : ସରକାରୀ କର୍ମଚାରୀଙ୍କ ରବିବାର ଛୁଟି ବାତିଲ

ଭୁବନେଶ୍ବର : ରାଜ୍ୟର ଅଧିକାଂଶ ନଦୀରେ ଜଳସ୍ତର ବଢୁଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଗଠନ କରିଛି ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ । ସମସ୍ତ ସରକାରୀ କର୍ମଚାରୀଙ୍କ ରବିବାର ଛୁଟି ,…

ସରିଲା ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ରାତି ପାହିଲେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଆଡ଼ପମଣ୍ଡପରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା । ଆଜି ଥିଲା ସାଂଧ୍ୟ ଦର୍ଶନ । ପୁରୀରେ ଦିନତମାମ ବର୍ଷା, ଭକ୍ତଙ୍କ ଉପରେ…

ଓଡ଼ିଶା ମୋଟରଯାନ ଟିକସ ଆଇନ- ୧୯୭୫ର କରାଯାଇଛି ସଂଶୋଧନ

ଭୁବନେଶ୍ବର : ସଂଶୋଧନ ପୂର୍ବରୁ ସମସ୍ତ ବ୍ୟକ୍ତିଗତ ଯାନର ଏକକାଳୀନ ଟିକସ ଗାଡ଼ି ମୂଲ୍ୟର ଶତକଡ଼ା ୫ ପ୍ରତିଶତ ହାରରେ ଆଦାୟ କରାଯାଉଥିଲା। ଏହି ସଂଶୋଧନ ପୂର୍ବରୁ ୫ଟି ବର୍ଗ ଯଥା- ୬, ୮, ୧୦, ୧୨ ଓ ୨୦ ହିସାବରେ ଆଦାୟ ହେଉଛି। ଫଳରେ ରାଜ୍ୟରେ ଗାଡ଼ି ବିକ୍ରି କମିଛି। ଲୋକମାନେ ବାହାର ରାଜ୍ୟରୁ…

ରାଜ୍ୟରେ ଆହୁରି ୪୮ ଘଣ୍ଟା ଲାଗି ରହିବ ବର୍ଷା : ଗୋଟିଏ ଦିନରେ ବେହାଲ୍ ଟ୍ବିନ୍ ସିଟି

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ୟ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏହା ପରେ ବର୍ଷାର ପରିମାଣ କମିବ। ସମୁଦ୍ର ଅଶାନ୍ତ ରହିବା ଯୋଗୁ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ଭିତରକୁ…

କେନ୍ଦୁଝରରେ ଚାଞ୍ଚଲ୍ୟ : ଶୁଆକାଟି ମନ୍ଦିର ସାମ୍ନାରେ ବୋମା ସଦୃଶ ବସ୍ତୁ ଠାବ

କେନ୍ଦୁଝର : ସଦର ଥାନା ଅନ୍ତର୍ଗତ ଶୁଆକାଟିରେ ଥିବା ପାଟଶ୍ୱର ଶିବ ।ମନ୍ଦିର ପଛପାଖ ଉପଡାକଘର ଠାରୁ ଅଳ୍ପ ଦୂରରେ ଏକ ନାଳ ମୂଳେ ଚେକଡ୍ୟମ ରହିଛି। ସେହି ନିକଟରେ କିଛି ସନ୍ଧିଗ୍ଧ ଅଜଣା ଯୁବକ ଏକ ବୋଲେରୋ ରେ ଆସି ଏକ କାଠ ବାକ୍ସ ଛାଡି ଯାଇଥିଲେ। ସେହି ସମୟରେ ପ୍ରବଳ ବର୍ଷା ହେଉଥିବା କାରଣରୁ…

ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର : ଆଜି ରାଜ୍ୟରେ ଲଘୁଚାପ ବର୍ଷା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଆୟୋଜନ କରିଛନ୍ତି। ଏଥିପାଇଁ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ । ସବୁ ବିଭାଗକୁ ସଜାଗ ରହିବାକୁ…

ଜଳାର୍ଣ୍ଣବ ହେଲା ସାରା ରାଜ୍ୟ : ଲଘୁଚାପ ବର୍ଷାରେ ହନ୍ତସନ୍ତ ଜନଜୀବନ , ନଦୀ ମାନଙ୍କରେ ଉପୁଜିଛି ବନ୍ୟା ପରିସ୍ଥିତି

ଭୁବନେଶ୍ବର : ଗତ ରାତିରୁ ଲଗାଣ ବର୍ଷା ହେଲା । ସକାଳେ ଘର ଭିତରେ ପାଣିକୁ ସ୍ୱାଗତ କଲେ ଟ୍ଵନସିଟି ବାସିନ୍ଦା। କାହା ଘରେ ବର୍ଷା ଜଳ ପଶି ଭସାଇ ଦେଲା ତ ଆଉ କାହାକୁ ଘର ଛାଡ଼ିବାକୁ ପଡ଼ିଲା । ତେବେ ଆଶ୍ଚର୍ୟ୍ୟର କଥା ହେଉଛି ବର୍ଷା ଋତୁ ପୂର୍ବରୁ ଯେଉଁ ସବୁ ବ୍ୟବସ୍ଥା ହେବା କଥା ତାହା ହୋଇନାହିଁ…