Below header
Browsing Category

ରାଜ୍ୟ

ଆଜିଠୁ ଯୁକ୍ତ ୨ ଇନଷ୍ଟାଣ୍ଟ ପରୀକ୍ଷା ଆରମ୍ଭ !

ଭୁବନେଶ୍ବର : କଳା,ବିଞ୍ଜାନ,ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗରେ ଯୁକ୍ତ ୨ ବାର୍ଷିକ ପରୀକ୍ଷାରେ ଗୋଟିଏ ବିଷୟରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ଆଜି ପରୀକ୍ଷା ଦେବେ। ଆଜିଠୁ ଯୁକ୍ତ ୨ ଇନଷ୍ଟାଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। ୯ ଓ ୧୦ ତାରିଖ ଦୁଇଦିନ ଧରି ଥିଓରି ପରୀକ୍ଷା ହେବ।…

ଅନୁଗୋଳ: ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଅନୁଗୋଳ: କୁମଣ୍ଡ ଗ୍ରାମରେ ଏକ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ତାଙ୍କ ମୁହଁରେ ଅନେକ କ୍ଷତ ଚିହ୍ନ ରହିଥିବା ବେଳେ,ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ସନ୍ଦେହ ହେଉଛି। ମୃତ ଯୁବକ ଜରାସିଂହା ଗ୍ରାମର ନିହାର ସାହୁ ବୋଲି ଜଣା ପଡିଛି। ଅନୁଗୋଳ ପୋଲିସ ଘଟଣାର…

ଅମିତ ଶାହାଙ୍କ ଗୁରୁମନ୍ତ୍ର ପରେ ଏବେ ଚଳଚଞ୍ଚଳ ରାଜ୍ୟ ବିଜେପି କ୍ୟାମ୍ପ

ଶାହାଙ୍କ ଟାର୍ଗେଟକୁ ପୂରଣ କରିବା ପାଇଁ ଲାଗିପଡ଼ିଛନ୍ତି ଦଳୀୟ ନେତା। ଆଜି ଏନେଇ ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତି ଓ ପ୍ରଭାରୀଙ୍କର ରୁଦ୍ଧଦ୍ୱାର ବୈଠକରେ ଆଲୋଚନା କରାଯାଇଛି । ଏଥିରେ ରାଜ୍ୟ ବିଜେପି ସଭାପତି ଓ ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ : ଦେଶରେ ଏକକାଳୀନ ନିର୍ବାଚନ ନେଇ ଆରମ୍ଭ ହୋଇଛି ଆଲୋଚନା

ଦେଶରେ ଏକକାଳୀନ ନିର୍ବାଚନ ନେଇ ଆଲୋଚନା ଜୋର ଧରିଛି। ଲ' କମିଶନ ବିଭିନ୍ନ ରାଜନୈତିକ ଦଳଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ତେବେ ଏନେଇ ଭିନ୍ନଭିନ୍ନ ମତ। ୱାନ ନେସନ ୱାନ ପୋଲକୁ ଞଜଝ ଏବଂ ଅକାଳୀ ଦଳ ସମର୍ଥନ କରୁଛନ୍ତି। ବିରୋଧ କରୁଛନ୍ତି ବାମଦଳ, ଟିଏମ୍ସି…

ଭଙ୍ଗା କାଠ କ୍ୟାବିନରେ ୧୮ ବର୍ଷ : ପରିଣତ ବୟସରେ ଦମ୍ପତି ଭୋଗୁଛନ୍ତି ଏହି ଦୁର୍ଦ୍ଦଶା

ଦିନ କି ମାସ ନୁହଁ ଦୀର୍ଘ ୧୮ ବର୍ଷ ହେଲା ଭଙ୍ଗା କ୍ୟାବିନ୍ ପାଲଟିଛି ବୃଦ୍ଧ ଦମ୍ପତିଙ୍କ ସାହାରା। ଜୀବନର ଏହି ବାର୍ଦ୍ଧକ୍ୟ ଅବସ୍ଥାରେ ଦୁଇ ସ୍ବାମୀ-ସ୍ତ୍ରୀ ଉଦ୍ଭୟଙ୍କର ଭରସା ହୋଇଛନ୍ତି। ବୃଦ୍ଧାଙ୍କ ନାମ କାଶିନାଥ ବାରିକ (୮୦) ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ନାମ ରେଣୁବାଳା ବାରିକ (୭୦)…

ପୋଲିସ ଦକ୍ଷତାର ପ୍ରମାଣ: ପରିକ୍ଷାର୍ଥୀ ୧୨୨, ଫେଲ ହେଲେ ୧୧୯

ହାଇଦ୍ରାବାଦ: ପରୀକ୍ଷା ଦେଇଥିଲେ ୧୨୨ ଜଣ ଫେଲ ହେଲେ ୧୧୯ ଜଣ। ଏମାନେ କୌଣସି ଛାତ୍ର ନୁହନ୍ତି, ଜଣେ ଜଣେ ପୋଲିସ ଅଫିସର। ହାଇଦ୍ରାବାଦରେ ପୋଲିସ ସେବା ପାଇଁ ଚୟନ ହେବା ପରେ କାର୍ୟ୍ୟରେ ଯୋଗଦେବାକୁ ପହଞ୍ଚିଥିଲେ। ଏହି ୧୨୨ ଜଣ ଟ୍ରେନି ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ୧୧୯ ଜଣ ଜରୁରୀ ପରୀକ୍ଷାରେ…

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ପଞ୍ଚମ ପର୍ୟ୍ୟାୟ ସାକ୍ଷ୍ୟ ଗ୍ରହଣ ଆରମ୍ଭ

କୋରାପୁଟ: କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ପଞ୍ଚମ ପର୍ୟ୍ୟାୟ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ଜୟପୁର ଜିଲ୍ଲା ଜଜ୍ ତଥା କମିଶନରଙ୍କ ନିକଟରେ ସାକ୍ଷ୍ୟ ଗ୍ରହଣ କରାଯାଉଛି। ତଦନ୍ତ ଅଧିକାରୀ ମମତା ପଣ୍ଡା, ସ୍ୱାସ୍ଥ୍ୟକର୍ମୀ ଅନୀମା ପଣ୍ଡା ଓ ଡାକ୍ତର ଅସିତ ପ୍ରଧାନ ସାକ୍ଷ୍ୟ…

ଆଜି ଦଶମୀ ତିଥି ଅବସରରେ ଶ୍ରୀମନ୍ଦିରକୁ ଯିବ ଦଶମୂଳ ମୋଦକ

ପୁରୀ: ଧୀରେଧୀରେ ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ଦଶମୀ ତିଥିରେ ଚକାବିଜେ ନୀତି ରହିଛି। ମହାପ୍ରଭୁ ସାମାନ୍ୟ ସୁସ୍ଥ ଅନୁଭବ କରି ଚକା ଉପରେ ବିଜେ କରିଥାଆନ୍ତି। ସେହିପରି ଆଜି ଦଶମୀ ତିଥି ଅବସରରେ ଶ୍ରୀମନ୍ଦିରକୁ ଯିବ ଦଶମୂଳ ମୋଦକ। ଏହାକୁ ପ୍ରସ୍ତୁତ କରିଛନ୍ତି ରାଜବୈଦ୍ୟ।…

ପ୍ରବଳ ବର୍ଷାରେ ଭୁଶୁଡ଼ିଲା କାନ୍ଥ: ମାଆ ଓ ଝିଅଙ୍କ ମୃତ୍ୟୁ

ସମ୍ବଲପୁର: ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘରର କାନ୍ଥ। ମାଆ ଓ ଝିଅଙ୍କ ଗଲା ଜବୀନ । ଘଟଣା ଘଟିଛି ସମ୍ବଲପୁର ଡେନସର୍ଗୀ ଗାଁରେ। ମୃତକ ଦୁଇ ଜଣ ଚଞ୍ଚଲ ପ୍ରଧାନ ଓ ଝିଅ ଭାଗ୍ୟ ପ୍ରଧାନ। ଗତକାଲି ବିଳମ୍ବିତ ରାତି ଯାଏ ବର୍ଷା ହେବାରୁ ଚଞ୍ଚଲ ପ୍ରଧାନଙ୍କ ଘରକୁ ଲାଗି ଆଉ ଜଣେ ଘର ତିଆରି…

ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶୃତି ମନେପକାଇ : ରାଉରକେଲାରେ ପହଞ୍ଚିଲେ ମୁକ୍ତିକାନ୍ତ ବିଶ୍ୱାଳ

ରାଉଲକେଲା : ଆଜି ଷ୍ଟେସନରେ ପହଞ୍ଚିବା ପରେ ମୁକ୍ତିକାନ୍ତଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ସେକ୍ଟର-୨ ପର୍ୟ୍ୟନ୍ତ ବିଶାଳ ପଦଯାତ୍ରାରେ ନିଆଯାଇଥିଲା। ରାଉରକେଲାରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ଏବଂ ଆଇଜିଏଚକୁ ସୁପର ସ୍ପେସାଲିଟି ହସ୍ପିଟାଲ କରିବା ପାଇଁ ମୋଦି…

ଛାତ୍ରନିବାସର ଶୌଚାଳୟରେ ଅଘଟଣ : ଛୁରା ମାଡ଼ରେ ୨ ଛାତ୍ର ଗୁରୁତର

ମୟୁରଭଞ୍ଜ : ପୁଣିଥରେ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ବାରିପଦା ଜିଲ୍ଲା ସାରସକଣା ବ୍ଳକ ସରସ୍ୱତୀ ଶିଶୁମନ୍ଦିରରେ ଘଟିଛି ଅଘଟଣ । ଛାତ୍ରାବାସର ଶୌଚାଳୟରେ ଦୁବୁର୍ତ୍ତର ଛୁରା ମାଡରେ ୨ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଆହତ ଛାତ୍ର ଦ୍ୱୟଙ୍କୁ ବାରିପଦା…

ବ୍ରହ୍ମପୁର: ଚଳନ୍ତା କାର ଉପରକୁ ବୋମାମାଡ

ବ୍ରହ୍ମପୁର: ଲାଞ୍ଜିପଲି ଢିପସାହିରେ ଏହି ବୋମାମାଡ଼ ହୋଇଛି। ଚଳନ୍ତା କାର ଉପରକୁ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ବୋମାମାଡରେ ସୁଶାନ୍ତ ବିଷୋୟୀ ଗୁରୁତର ଆହତ ହୋଇଛନ୍ତି। ସୁଶାନ୍ତଙ୍କ ପୁତୁରା ରାଜେଶ ବିଶୋୟୀ ଏବଂ ଗାଡ଼ି ଡ୍ରାଇଭର ପ୍ରଭାତ ପାତ୍ର ମଧ୍ୟ ଆକ୍ରମଣରେ ଆହତ…