Below header

ଭୁବନେଶ୍ବର ମାଷ୍ଟର କ୍ଯାଣ୍ଟିନ୍ ଛକରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ୨ ଗୁରତର

ଭୁବନେଶ୍ବର (କେନ୍ଯୁଜ୍): ଭୁବନେଶ୍ବର ମାଷ୍ଟର କ୍ଯାଣ୍ଟିନ୍ ଛକରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ବିଚ୍ ରାସ୍ତା ଉପରେ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ୨ଜଣ ଗୁରତର ଆହାତ ହୋଇଛନ୍ତି।

୨ ଗୁରତରଙ୍କୁ ଉଦ୍ଧାର କରାଯାଇ କ୍ଯାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖାରବେଳନଗର ଥାନା ପୋଲିସ୍ ପହଁଚି ତନାଘନା ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.