Below header
Browsing Tag

miscreants attacked

ଗଜପତି: କାର୍ ସାଇଡ କରିବାକୁ ନେଇ ଗଣ୍ଡଗୋଳ, ପୁଅକୁ ବଞ୍ଚାଇବାକୁ ଆସି ଗଲା ବାପାଙ୍କ ଜୀବନ

ଗଜପତି (କେନ୍ୟୁଜ): କାର୍‌ ସାଇଡ୍‌ କରିବାକୁ ନେଇ ଗଣ୍ଡଗୋଳ। ପୁଅକୁ ବଞ୍ଚାଇବାକୁ ଆସି ଗଲା ବାପାଙ୍କ ଜୀବନ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଲା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଉଛନ୍ତି ଏସ୍‌ ଶ୍ରୀନିବାସ ରାଓ। ପୁଅ ଜଗଦୀଶ ରାଓ ଆହତ ହୋଇଛନ୍ତି ।…

ସାଲେପୁର ନେମାଳ ଲେଣ୍ଡର ଭଗବାନପୁରରେ ଲୁଟ୍: ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀଙ୍କର ମୃତ, ସ୍ତ୍ରୀ ଗୁରୁତର

ସାଲେପୁର(କେନ୍ୟୁଜ୍): ସ୍ୱାମୀଙ୍କୁ ହାଣିଲେ । ଘରୁ ଲୁଟିଲେ । ଲୁଟ୍‌ ବେଳେ ବିରୋଧ କରିବାରୁ ଆକ୍ରମଣ । ଏଥିରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ଲେଣ୍ଡର ଭଗବାନପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ସଶସ୍ତ୍ର ଡକାୟତି…

ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକଙ୍କ ମୃତ୍ୟୁ, ଘରେ ପଶି ଚୋରି କରୁଥିବାବେଳେ ଘଟାଇଲେ ଏଭଳି କାଣ୍ଡ

ଯାଜପୁର(କେନ୍ୟୁଜ୍): ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକଙ୍କ ମୃତ୍ୟୁ । ଚୋରି କରିବାକୁ ଯାଇଥିବା ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର ବରି ବ୍ଲକ ଚଟୁମାରି ଗାଁର ବିଶ୍ୱରଞ୍ଜନ ବିଶ୍ୱାଳ । ଗତକାଲି ରାତିରେ ବିଶ୍ୱରଞ୍ଜନ ଘର ବାରଣ୍ଡାରେ ଶୋଇଥିଲେ ।…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଭାଇଙ୍କୁ ଭୁଜାଲି ଓ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ

କଣ୍ଟାମାଳ(କେନ୍ୟୁଜ): ଭୁଜାଲିରେ ୨ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସିମିଳିପଦର ପଞ୍ଚାୟତ ଆମ୍ବପାଲି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୪ ଜଣ ମିଶି ଭୁଜାଲିରେ ୨ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ଆମ୍ବପାଲି ଗ୍ରାମରେ ମନରେଗା…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ କଟୁରୀରେ ଆକ୍ରମଣ: ଗୁରୁତର ଅବସ୍ଥାରେ ଉଭୟ ମେଡ଼ିକାଲ ଭର୍ତ୍ତି

ସୋର(କେନ୍ଯୁଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ତେଲେଙ୍ଗାନା କଟୁରୀରେ ଆକ୍ରମଣ । ଉଭୟ ଗୁରୁତର ଅବସ୍ଥାରେ ମେଡ଼ିକାଲ ଭର୍ତ୍ତି । ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ମହାରାଜପୁର ପଞ୍ଚାୟତ ବୋଇତା ଗ୍ରାମରେ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କର ଦୁଇ ପୁଅ ରାସ୍ତାରେ ଯାଉଥିବା ବେଳେ…

ଭୁବନେଶ୍ବର ମାଷ୍ଟର କ୍ଯାଣ୍ଟିନ୍ ଛକରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ୨ ଗୁରତର

ଭୁବନେଶ୍ବର (କେନ୍ଯୁଜ୍): ଭୁବନେଶ୍ବର ମାଷ୍ଟର କ୍ଯାଣ୍ଟିନ୍ ଛକରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ବିଚ୍ ରାସ୍ତା ଉପରେ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ୨ଜଣ ଗୁରତର ଆହାତ ହୋଇଛନ୍ତି। ୨ ଗୁରତରଙ୍କୁ ଉଦ୍ଧାର କରାଯାଇ କ୍ଯାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖାରବେଳନଗର ଥାନା ପୋଲିସ୍…