Below header

ଗଛରେ ପିଟି ହେଲା ସ୍କୋର୍ପିଓ, ଦୁଇ ଗୁରୁତର

ଗଛରେ ସ୍କୋର୍ପିଓ ପିଟି ହେବାରୁ ଦୁଇ ଜଣ ଗୁରୁତର ହୋଇଛନ୍ତି | ଅଘଟଣ ଘଟିଛି ରାଇକିଆ ଥାନା ଅନ୍ତର୍ଗତ ସତସଘଂ ନିକଟରେ |

ଗଛରେ ସ୍କୋର୍ପିଓ ପିଟି ହେବାରୁ ଦୁଇ ଜଣ ଗୁରୁତର ହୋଇଛନ୍ତି | ଅଘଟଣ ଘଟିଛି ରାଇକିଆ ଥାନା ଅନ୍ତର୍ଗତ ସତସଘଂ ନିକଟରେ | ବ୍ରହ୍ମପୁର ଠାରୁ ରାଇକିଆ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି | ପ୍ରଥମେ ରାଇକିଆ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଉଭୟଙ୍କୁ ଫୁଲବାଣୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି | ଦୁଇ ଗୁରୁତର ସ୍ବାମୀ ଏବଂ ସ୍ତ୍ରୀ ହେଲେ ସୁବାସ ସିଂ ଓ ଲଳିନି ନାୟକ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.