Browsing Category

ରାଜ୍ୟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୬୭ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୬୨ ଜଣ କ୍ୱାରେଣ୍ଟାଇନ୍‌ରୁ ଏବଂ ୭୭୧ ଜଣ ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୭ ଜଣ। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା…

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭବାନା, ୪ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ

କେନ୍ୟୁଜ୍(ବ୍ୟୁରୋ): ପୁଣି ଲଘୁଚାପ ସମ୍ଭାବନା । ଆସନ୍ତା ୨୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସଗାରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେପଟେ ୱେଲ ମାର୍କଡ ଲୋପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ।…

ସାଧାରଣ ରିକ୍ସା ବାଲାରୁ କେମିତି ବନିଗଲା ଗ୍ୟାଙ୍ଗଷ୍ଟର ହାଇଦର, ଜାଣନ୍ତୁ ହାଇଦରର କେମିତି ମଜବୁତ ହୋଇଥିଲା କ୍ରାଇମ…

କେନ୍ୟୁଜ୍(ବ୍ୟୁରୋ): ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର । କେନ୍ଦ୍ରାପଡ଼ା ସହରର ରଣାପଡ଼ାରେ ଜନ୍ମଗ୍ରହଣ କରିଥିଲା ହାଇଦର । ବାପା ଶେକ୍‌ ଐଉତ ଖାଁ । ୫ ଭାଇ ଭଉଣୀରେ ସେ ଘରର ବଡ଼ ପୁଅ । ବାପା ମୂଲ ଲାଗି ପରିବାର ଚଳାନ୍ତି । ବାପାଙ୍କୁ ସହାୟତା କରିବା ପାଇଁ ହାଇଦର ମୂଲିଆ କାମ କରିବା ସହ ରିକ୍ସା ବି…

ପାରଳାଖେମୁଣ୍ଡି ACFଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ବଲାଙ୍ଗିରରେ LI ତାଲିମ କେନ୍ଦ୍ରରେ ତଦନ୍ତ କରିବ ଗଜପତି ପୋଲିସ…

କେନ୍ୟୁଜ୍(ବ୍ୟୁରୋ): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରୁ ଖୁବଶୀଘ୍ର ହଟିପାରେ ପରଦା । ତଦନ୍ତ ପାଇଁ ବଲାଙ୍ଗିରରେ ଗଜପତି ପୋଲିସ ଟିମ୍‌ । ଗତକାଲି ବିଳମ୍ବିତ ରାତିରେ ଗଜପତି ପୋଲିସର ୫ ଜଣିଆ ଟିମ୍‌ ବଲାଙ୍ଗିରରେ ପହଞ୍ଚିଛି। ସୌମ୍ୟରଞ୍ଜନଙ୍କ ପତ୍ନୀ…

ଆଜି ହେବ ହାଇଦରର ପୋଷ୍ଟମର୍ଟମ: ମୃତଦେହ ନେବାକୁ ବାଲେଶ୍ୱର ଗଲେ ସ୍ତ୍ରୀ, ଝିଅ ଓ ସମ୍ପର୍କୀୟ

କେନ୍ୟୁଜ୍(ବ୍ୟୁରୋ): କଟକ ଚୌଦ୍ୱାର ଜେଲରୁ ବାରିପଦା ସ୍ଥାନାନ୍ତର ହେଉଥିବାବେଳେ ଗତକାଲି ସିମୁଳିଆ ନିକଟରେ ଖସି ପଳାଇବାବେଳେ ହାଇଦରକୁ ଏନକାଉଣ୍ଟର କରିଥିଲା ପୋଲିସ। ଆଜି ତାର ମୃତଦେହକୁ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କାରାଯିବ। ମୃତଦେହ ନେବାକୁ ବାଲେଶ୍ୱର ମେଡିକାଲରେ…

ଅପ୍ରୀତିକର ପରିସ୍ଥିତି ସଜାଗ ପୋଲିସ, ଗ୍ୟାଙ୍ଗଷ୍ଟର ଏନକାଉଣ୍ଟର ପରେ କେନ୍ଦ୍ରାପଡାରେ ୧୪୪ ଧାରା ଜାରି

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ାରେ ୧୪୪ ଧାରା । ପୋଲିସ ଗୁଳିରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲଟି ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି । ବାରିମୂଳ, କପିଳେଶ୍ୱର, ଗୁଲନଗର ଓ ଯମଧର ପଞ୍ଚାୟତରେ ୧୪୪ ଧାରା ଲାଗିଛି । ୩୦ ତାରିଖ ଦିନ ୧୧ଟା ଯାଏ କର୍ଫ୍ୟୁ…

ଯାଜପୁର: ଅନ୍ୟନ ତାଙ୍କର ପ୍ରତିଭା, ଗରିବ ଘରୁ ଇଣ୍ଡିଆ ବୁକ ଅଫ ରେକର୍ଡର ସ୍ଥାନ ପାଇଲେ ସୌମ୍ୟରଞ୍ଜନ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପଂଚାୟତ ମୁରାରୀପୁର ଗ୍ରାମର ମନୋରଞ୍ଜନ ରାଉତ ମାତା ରଂଜିତା ରାଉତଙ୍କ ଏକମାତ୍ର ପୁତ୍ର ସୌମ୍ୟରଂଜନ ରାଉତ ୨୪ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।  ସେ ଦୀର୍ଘ ସମୟ ଧରି ନିଜ ଶରୀରରେ ୩୦ କିଲୋଗ୍ରାମ…

ରାଜ୍ୟର ଆଜି ୧୮୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାରୁ ସର୍ବାଧିକ ୩୯୮ ଜଣ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟର ଆଜି  ୧୮୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥଙ୍କ ମଧ୍ୟରେ  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୮ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ…

ଅଗଷ୍ଟ ୧୯ ସୁଦ୍ଧା ସରିବ ସ୍ନାତକ ଶେଷ ସେମିଷ୍ଟର ପରୀକ୍ଷା, ସେପ୍ଟେମ୍ବର ଶେଷ ସୁଦ୍ଧା ବାହାରିବ ପରୀକ୍ଷା ଫଳ

କେନ୍ୟୁଜ୍(ବ୍ୟୁରୋ): କୁଳପତିଙ୍କ ବୈଠକ ପରେ ୟୁଜି ଓ ପିଜି ପରୀକ୍ଷା ପାଇଁ ପ୍ରସ୍ତୁତି । ଅଗଷ୍ଟ ୧୯ ସୁଦ୍ଧା ସରିବ ସ୍ନାତକ ଶେଷ ସେମିଷ୍ଟର ପରୀକ୍ଷା । ସେପ୍ଟେମ୍ବର ଶେଷ  ସୁଦ୍ଧା ବାହାରିବ ପରୀକ୍ଷା ଫଳ । ୨୦୨୧-୨୨ ଶିକ୍ଷାବର୍ଷରେ ପିଜିରେ ନାମଲେଖା ପାଇଁ ଚଳିତବର୍ଷ ମଧ୍ୟ ଏକକ ପ୍ରବେଶିକା…

ଯାଜପୁର କୋରାଇ ଥାନା ଜୁଗଳ ଗାଁରେ କହିଁକି ମଲେ ଦମ୍ପତି? ଘରେ ସ୍ତ୍ରୀର ଆତ୍ମହତ୍ୟା ଓ ଗଛରେ ରଶି ଲଗାଇ ସ୍ୱାମୀର…

ଯାଜପୁର(କେନ୍ୟୁଜ୍):  ଦମ୍ପତିଙ୍କ ଆତ୍ମହତ୍ୟା । ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ସ୍ୱାମୀ ବାହାରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରାଇ ଥାନା ଜୁଗଳ ଗାଁରେ । ମୃତ ଦମ୍ପତି ଶାନ୍ତନୁ ଜେନା ଓ ତାଙ୍କ…

ଅନଗୁଳ: ବଅଁରପାଳ ଫୁଲପଡା ରାଜନାଳୀ ନିକଟରେ ପଡିଛି ଯୁବତୀଙ୍କ ଉଲଗ୍ନ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା…

ଅନୁଗୁଳ(କେନ୍ୟୁଜ୍): ଅନଗୁଳ ବଅଁରପାଳ ଥାନା ଫୁଲପଡା ଠାରେ ଅଭାବନୀୟ ଘଟଣା ।ଫୁଲପଡା ନିକଟ ରାଜନାଳୀ ଠାରେ ମୃତଦେହ ପଡିଥିବା ଜଣାପଡିଛି। ପାରିପାର୍ଶ୍ବିକ ପରିସ୍ଥିତିରୁ  ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଇଥିବା ଜଣାପଡିଛି । ଯୁବତୀ ଜଣକ ଗିରିଧିବାସିଆ ଗାଁର ବୋଲି ସୂଚନା ମିଳିଛି। ଘଟଣା…

କଲେଜ ପଛପଟ ଭଡାଘରୁ ମିଳିଲା ଛାତ୍ରର ଝୁଲନ୍ତା ମୃତ ଦେହ, କାରଣ ଅସ୍ପଷ୍ଟ

ଯାଜପୁର ରୋଡ( କେ ନ୍ୟୁଜ):  ଯାଜପୁର ରୋଡ ଥାନା ବ୍ୟାସନଗର କଲେଜ ପଛପଟେ ଜୈନିକ ଭଡାଘରେ ଛାତ୍ରର ଆତ୍ମହତ୍ୟା,ମୃତ୍ୟୁର କାରଣ ଅସ୍ପଷ୍ଟ । ସୂଚନା ମୁତାବକ ଯାଜପୁର ରୋଡ ଥାନା ବ୍ୟାସନଗର କଲେଜ ପଛପଟେ ପ୍ରମୋଦ କୁମାର ମହାନ୍ତିଙ୍କ ଘରେ ଭଡା ରହି କଲେଜରେ ପାଠ ପଢୁଥିଲେ ମୃତ ସିଦ୍ଧାନ୍ତ ସମର ଶେଖର…