Browsing Category

ରାଜ୍ୟ

ବଦଳିଲା ନିଷ୍ପତ୍ତି, ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଐତିହାସିକ ଘୋଡା

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଘୋଡା ଓ ଯୋଦ୍ଧାଙ୍କ ପ୍ରତିମୂର୍ତ୍ତି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ ମହଲ । ସ୍ମାର୍ଟ ସିଟି ପ୍ରକଳ୍ପ କାରଣରୁ ଘୋଡା ପ୍ରତିମୂର୍ତ୍ତି ହଟିବା…

ହିଂସା ପରେ ଆକ୍ସନ ମୋଡରେ ପୋଲିସ, ଉଠା ଦୋକାନକୁ ହଟାଇଲା ପୋଲିସ

ଭୁବନେଶ୍ୱର (କେନ୍ଯୁଜ) : ଗତକାଲିର ହିଂସା ପରେ ଆକ୍ସନ ମୋଡରେ ପୋଲିସ । ମାଷ୍ଟରକ୍ୟାଣ୍ଟିନରେ କମିଶନରେଟ ପୋଲିସର ପଦକ୍ଷେପ । ବେଆଇନ ଦୋକାନ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି । ଷ୍ଟେସନ ଛକ ଉପରେ ଗଣ୍ଡଗୋଳ କରିଥିବା ଲୋକଙ୍କ ଦୋକାନକୁ ହଟାଇଲା ପୋଲିସ । ଉଭୟଙ୍କ ଅସ୍ଥାୟୀ ଦୋକାନକୁ ହଟାଇଛି…

ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କୁ ଦରକାର ଆପଣଙ୍କ ସାହାଯ୍ୟ, ପ୍ରତ୍ୟାରୋପଣ କରାଯିବ ଲିଭର

ଢ଼େଙ୍କାନାଳ (କେନ୍ୟୁଜ) : ପ୍ରସିଦ୍ଧ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଅସୁସ୍ଥ। ହାର୍ଟରେ ତିନିଟି ବ୍ଳକେଜ ଥିବା ବେଳେ ଲିଭର ପ୍ରତ୍ୟାରୋପଣ କରାଯିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଗତ ଏକ ବର୍ଷ ଧରି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଶେଷରେ କିମ୍ସରେ ଚିକିତ୍ସିତ ହୋଇ ଏବେ ଘରେ…

ଘଟଗାଁ: ୮ ବର୍ଷର ପିଲା ଉପରେ ଗରମ ପାଣି ଢାଳିଦେଲେ ଭିଣୋଇ

ଘଟଗାଁ (କେନ୍ଯୁଜ): ପାରିବାରିକ କହଳରେ ବଳି ପଡିଲା ଶିଶୁ । ୮ ବର୍ଷର ପିଲା ଉପରେ ଗରମ ପାଣି ଢାଳିଦେଲେ ଭିଣୋଇ । ଘଟଣାଟି ଘଟିଛି ଘଟଗାଁ ଦୈତାରୀ ଥାନା ଖସାପଡା ଗାଁରେ । କୌଣସି କାରଣରୁ ସ୍ଥାନୀୟ ରବି ମେଲସାଣ୍ଡିଙ୍କ ଘରେ ଝଗଡା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ତାଙ୍କ ୮ ବର୍ଷର ଶିଶୁ…

ପୁଣି ସାମ୍ନାକୁ ଆସିଲା ବିଦ୍ୟାଙ୍କ ହେଟ ଲେଟର-୪, ‘ଛିଃ ଛିଃ କେମିତି ଜୀବନ’ ବୋଲି ଉଲ୍ଲେଖ ରହିଛି

କେନ୍ଯୁଜ (ବ୍ଯୁରୋ) : ପୁଣି ସାମ୍ନାକୁ ଆସିଲା ବିଦ୍ୟାଙ୍କ ହେଟ ଲେଟର-୪। ପୂରା ଚିଠିରେ ନିରାଶା ହିଁ ନିରାଶା ରହିଥିବା ଦେଖିବାକୁ ମିଳିଛି । ନିଜ ଜୀବନ ପ୍ରତି ତାଙ୍କର ନିରାଶ ଭାବ ଆସିଥିବା ଚିଠିରେ ଉଲ୍ଲେଖ ରହିଛି। ତେବେ ତାଙ୍କ ଜୀବନରେ କେବେ ନା କେବେ ସୁଖ ଆସିବ ବୋଲି ଲେଖିଛନ୍ତି ମୃତ…

ବରଗଡ଼ ଜିଲ୍ଲା ପଦ୍ମପୁର ସହର ୧୨ ଘଣ୍ଟା ବନ୍ଦ ଡାକରା, ସକାଳ ୬ଠାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ବନ୍ଦ

ବରଗଡ଼ (କେନ୍ଯୁଜ): ବରଗଡ଼ ଜିଲ୍ଲା ପଦ୍ମପୁର ସହର ୧୨ ଘଣ୍ଟା ବନ୍ଦ । ମୋଟର ଚାଳକ ସଂଘ ପଦ୍ମପୁର ଶାଖା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଠାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ସହ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ସଂଘ ଡାକରା ଦେଇଛି । ମୋଟର ଚାଳକଙ୍କ…

ବଡଗାଁ ଫରେଷ୍ଟ ରେଞ୍ଜର ରଙ୍ଗାପାଟି ଅଞ୍ଚଳରେ ମୟୂର ଚୋରା ଚାଲାଣ, ମାଂସ କିଲୋ ୬୦୦ ଟଙ୍କାରେ ହେଉଛି ବିକ୍ରି

କୁତ୍ରା(କେନ୍ଯୁଜ):  ମୟୂର ଚୋରା ଚାଲାଣ । ମୟୁର ଗୋଟାକୁ ୨ହଜାର ଟଙ୍କା । ମୟୂର ମାଂସ କିଲୋ ୬୦୦ ଟଙ୍କା । ଖୁଲମଖୁଲା ଚାଲିଛି ଏଭଳି କାରବାର । ଜଙ୍ଗଲରେ ମାତିଛନ୍ତି ଶିକାରୀ ଓ ଦଲାଲ । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ମାତିଛନ୍ତି ମୟୂର ଶିକାର। ବିଭିନ୍ନ ଜଙ୍ଗଲରେ ଜାଲ ପକାଇ…

ମାଷ୍ଟରକ୍ଯାଣ୍ଟିନ ଆକ୍ରମଣ: କ୍ୟାପିଟାଲ ଥାନା ପୋଲିସ ଆଜି ଅଭିଯୁକ୍ତ ରାଜାକୁ କରିବ କୋର୍ଟ ଚାଲାଣ

ଭୁବନେଶ୍ୱର(କେନ୍ଯୁଜ):  ମଦ କାରବାର ଓ ଦୋକାନ ଭାଗବଣ୍ଟାକୁ ନେଇ ଗତକାଲି ରକ୍ତରଞ୍ଜିତ ହୋଇଥିଲା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌। ୪ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ରାସ୍ତାରେ ପକାଇ ଅମାନୁଷିକ ଭାବେ ପିଟିବା ସହ ହାଣିଥିଲେ ଦୁର୍ବୃତ୍ତ । ଖାରବେଳନଗର ମାଳିସାହି ଅଞ୍ଚଳର…

ବିଲକୁ ଚାଷ କାମ କରିବାକୁ ଯାଇଥିବା ବେଳେ ବାରହା ଆକ୍ରମଣ, ୪ ଗୁରୁତର

ଆଠଗଡ(କେନ୍ଯୁଜ):  ବନ ବିଭାଗର ଅପାରଗତା ପାଇଁ ଆଠଗଡ଼ ଅଞ୍ଚଳରେ ପଶୁ ଏବଂ ମଣିଷ ଲଢେଇ ବାରମ୍ବାର ଦେଖିବାକୁ ମିଳୁଛି। ଏମିତିକି ହାତୀ ଏବଂ ବାରାହା ଗ୍ରାମଗୁଡିକୁ ପଶି ଆସୁଥିଲେ ମଧ୍ୟ ବନ ବିଭାଗ କୌଣସି ସୂଚନା ମଧ୍ୟ ଗ୍ରାମବାସୀ ମାନଙ୍କୁ ଦେଉ ନାହିଁ କି ସତର୍କ ମଧ୍ୟ କରୁନାହିଁ। ଯାହା ଫଳରେ…

ଜଳ ନୁହେଁ ଜହର: ବୋଲଗଡ ବ୍ଲକ ବୋରିକନୂଆ ଗାଁରେ ଘରେ ଘରେ ଅଛନ୍ତି କିଡନି ଆକ୍ରାନ୍ତ ରୋଗୀ

ବେଗୁନିଆ(କେନ୍ଯୁଜ୍): କୁହାଯାଏ ଜଳ ହିଁ ଜୀବନ । ଜଳ ବିନା ଜୀବନ ଅସମ୍ଭବ। ହେଲେ ଯଦି ଏହି ଜଳ ଜୀବନକୁ ବିଦପରେ ପକାଇବ ତାହେଲେ। ଦର୍ଶକବନ୍ଧୁ ଏମିତି ଏକ ଗାଁ ଯେଉଁଠି ଜଳ ପାଲଟିଛି ଜହର । ଆଜ୍ଞା ହଁ ପାଣି ପିଇ କିଡନି ରୋଗରେ ଆକ୍ରାନ୍ତ ହେଉଛନ୍ତି ଗାଁ ଲୋକେ। ଏ ହେଉଛି ବୋଲଗଡ ବ୍ଲକ…

ଗ୍ୟାଙ୍ଗ ଗଢ଼ିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ହାଇଦର, ଜେଲ ଭିତରେ ଏକାଠି କରୁଥିଲା ସହଯୋଗୀ

ଭୁବନେଶ୍ବର(କେନ୍ଯୁଜ୍): ଗ୍ୟାଙ୍ଗ ଗଢ଼ିବାକୁ ଯୋଜନା କରିଥିଲା ହାଇଦର । ଗୋଟିଏ ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀ ଅଧିକ ଦିନ ରହିବା ପରେ ସେଠାରେ ଗ୍ୟାଙ୍ଗ କରିବାର ଆଶଙ୍କା ରହୁଛି । ହାଇଦର ଘର କେନ୍ଦ୍ରାପଡାରେ ହୋଇଥିବା ବେଳେ ଚୌଦ୍ୱାର ଜେଲରେ ତାର କିଛି ପୁରୁଣା ସହଯୋଗୀ ରହୁଛନ୍ତି ।ଚୌଦ୍ୱାରା…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୬୨୯ ପଜିଟିଭ୍‌ ଚିହ୍ନଟ, ୬୦ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୬୨୯ ପଜିଟିଭ୍‌ ଚିହ୍ନଟ । ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୫୯ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୧୯ ପ୍ରତିଶତ । ୨୪ ଘଣ୍ଟାରେ ୬୨ ହଜାର ୬୮୬ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ…