Below header

କୁଚିଣ୍ଡାରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ କ୍ଯାମ୍ପେନିଂ

କୁଚିଣ୍ଡାରେ ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ କ୍ଯାମ୍ପେନ । କୁଚିଣ୍ଡା କଲେଜ ପଡ଼ିଆ ଠାରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମାବେଶରେ ବିଡେଜିର ସମ୍ବଲପୁର ସାଂସଦ ପ୍ରାର୍ଥୀ କୁଚିଣ୍ଡା ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

କୁଚିଣ୍ଡା (କେନ୍ୟୁଜ୍‌): କୁଚିଣ୍ଡାରେ ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ କ୍ଯାମ୍ପେନ । କୁଚିଣ୍ଡା କଲେଜ ପଡ଼ିଆ ଠାରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମାବେଶରେ ବିଡେଜିର ସମ୍ବଲପୁର ସାଂସଦ ପ୍ରାର୍ଥୀ କୁଚିଣ୍ଡା ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପ୍ରଣବ ପ୍ରକାଶ ଦାସ । ସମାବେଶରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ଅବଗତ କରାଇବା ସହ ବିଜେପି ସରକାରକୁ ଟାର୍ଗେଟ କରିଥିଲେ । ଗତ ନିର୍ବାଚନରେ ବିଜେପିର ପ୍ରାର୍ଥୀଙ୍କୁ ବିଜୟୀ କରାଇ ସଂସଦକୁ ପଠାଇଥିବା ବେଳେ ସେ କୁଚିଣ୍ଡା ପାଇଁ କିଛି କରିନାହାନ୍ତି ବୋଲି କହିଛନ୍ତି ପ୍ରଣବ ପ୍ରକାଶ । ଚଳିତ ନିର୍ବାଚନରେ ଡବଲ ଶଙ୍ଖ ଚିଁହ୍ନରେ ଭୋଟ ଦେବାକୁ ସେ ଦଳୀୟ କର୍ମୀ ଓ ଭୋଟରଙ୍କୁ ଅପିଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.