Below header

ଗଛକୁ ପିଟିଲା କାର୍‌, ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ଧର୍ମଗଡ଼(କେନ୍ୟୁଜ୍‌) : ଗଛରେ କାର୍‌ ପିଟି ହେବାରୁ ଗୋଟିଏ ପରିବାରର ୩ ଜୀବନ ଅକାଳରେ ଚାଲିଯାଇଛି । ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଞ୍ଚେର ନିକଟରେ ।

କାରରେ ଗୋଟିଏ ପରିବାରୁ ବାପା, ମା’ ଓ ଦୁଇଝିଅ ଯାଉଥିବା ବେଳେ କାରଟି ଭାସାମ୍ୟ ହରାଇ ଏକ ତାଳ ଗଛରେ ପିଟି ହୋଇଥିଲା । ଫଳରେ ଦୁର୍ଘଟଣାସ୍ଥଳରେ ମା’ ଓ ଦୁଇ ନାବାଳିକା ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ବାପାଙ୍କୁ କେସିଙ୍ଗା ହସପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.