Browsing Category

ରାଜ୍ୟ

ରାଜଧାନୀରେ ପୁଞ୍ଜା ପୁଞ୍ଜା ଆଞ୍ଜେଲ ପ୍ରିୟାଙ୍କ ରାଜ୍, ସହିଦ ନଗର ପୋଲିସ ଗିରଫ କଲା ଆଉ ଜଣେ ଠକ ସୁନ୍ଦରୀକୁ

ଭୁବନେଶ୍ବର(କେନ୍ୟୁଜ୍):  ଫେସ୍‌ବୁକ ପରେ ଏବେ ଆଉ ଜଣେ ହ୍ଵାଟସ୍‌ଆପ୍‌ କୁଇନ୍‌ । ରାଜଧାନୀରୁ ଗିରଫ ହୋଇଛନ୍ତି ଜଣେ ଠକ ସୁନ୍ଦରୀ । ୧୦ ଲକ୍ଷ ଟଙ୍କାର ସୁନା ଧରି ଛୁ ମାରିଥିବା ମହିଳାଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ମହିଳା ଜଣକ ପଶ୍ଚିମବଙ୍ଗର ପିହୁ ବିଶ୍ୱାସ । ମହିଳା ଜଣକ…

ମଞ୍ଜୁଳା ମୁହଁରେ ଫେରିଲା ହସ, ଆଜି ଏସ୍‌ସିବିରୁ ହେବେ ଡିସଚାର୍ଜ

କଟକ(କେନ୍ଯୁଜ୍): ମଞ୍ଜୁଳା ମୁହଁରେ ଏବେ ହସ । ଆଜି ଏସ୍‌ସିବିରୁ ଡିସଚାର୍ଜ ହେବ ମଞ୍ଜୁଳା । SCB ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରୁ ଅପରାହ୍ନ ୪ଟା ସମୟରେ ମଞ୍ଜୁଳାଙ୍କୁ ଡିସରାର୍ଜ କରାଯିବ। ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ନବରଙ୍ଗପୁର…

ଟିଟିଲାଗଡରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ସାଢେ ୪ ଲକ୍ଷ ପରିବାର

ବଲାଙ୍ଗିର (କେନ୍ୟୁଜ): ଟିଟିଲାଗଡ଼ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ । ବଲାଙ୍ଗିର ଗସ୍ତରେ ଯାଇ BSKY ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ଏହି ଅବସରରେ…

ବନ୍ଦ ଘର ଭିତରୁ ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଫେରାର

ଝାରସୁଗୁଡା(କେନ୍ଯୁଜ୍): ବନ୍ଦ ଘର ଭିତରୁ ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର। ମୃତକ ମାନେ ୨୮ ବର୍ଷର ମହିଳା ଏବଂ ୫ ଓ ୩ ବର୍ଷର ଝିଅ। ଗଙ୍ଗାନଗର ଫାଟକପଡାରେ ଏକ ଘରୁ ୩ ଜଣଙ୍କ ମୃତଦେହ ଠାବ କରାଯାଇଛି। ଆଜି ସକାଳେ ପାଖ ପଡୋଶୀ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ସ୍ୱାମୀ ନାରାୟଣ…

ଭିତରକନିକା ଜାତୀୟ ଉଦ୍ୟାନ ପାଇଁ ଲୋଗୋ, ଗହିରମଥାକୁ ବିଶେଷ ପରିଚୟ ଦେବାକୁ ପ୍ରୟାସ

ରାଜନଗର(କେନ୍ଯୁଜ୍): ଭିତରକନିକା ଜାତୀୟ ଉଦ୍ୟାନ ଓ ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାକୁ ବିଶେଷ ପରିଚୟ ଦେବାକୁ ପ୍ରୟାସ। ଏଥିପାଇଁ ରାଜନଗର ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ୨ଟି ନୂଆ ଲୋଗୋ ପ୍ରସ୍ତୁତ କରାଯାଇଛି । ଭିତରକନିକା ଲୋଗୋରେ ଭିତରକନିକାର ବଉଳା କୁମ୍ଭୀର, ପକ୍ଷୀ, ହରିଣ , ସାପ,…

ବିଦ୍ୟୁତ ସରବରାହ ବିଛିନ୍ନ: ଅନ୍ଧାରରେ ପ୍ରସିଦ୍ଧ ଆରଡି ବାବା ଆଖଣ୍ଡଳମଣୀଙ୍କ ପୀଠ ସମେତ ୨୫ଟି ଗାଁ

ଚାନ୍ଦବାଲି(କେନ୍ଯୁଜ୍): ଅନ୍ଧାରରେ ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣୀ ପୀଠ ସହ ନାନ୍ଦପୁର, ସୁନ୍ଦରପୁର, ଓଳଗ ପଞ୍ଚାୟତର ୨୫ଟି ଗାଁ। ୨୦ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ ସରବରାହ ବିଛିନ୍ନ ରହିଛି। ବିଦ୍ୟୁତ୍‌ ନଥିବାରୁ ଗତକାଲିଠାରୁ ପାଇପ ପାଣି ମଧ୍ୟ ବନ୍ଦ ଅଛି। ତେଣୁ ଆରଡି…

ଜଳଦ କୁମାର ତ୍ରିପାଠୀ ହେବେ ନୂଆ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ବର(କେନ୍ଯୁଜ୍): ଜଳଦ କୁମାର ତ୍ରିପାଠୀ ହେବେ ନୂଆ ମୁଖ୍ୟ ସୂଚନା କମିଶନର । ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଜଳଦ କୁମାର ତ୍ରୀପାଠୀ ହେବେ ରାଜ୍ୟ ମୁଖ୍ୟ ସୂଚନା କମିଶନର । ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନୋନୟନ କମିଟି ବୈଠକରେ ଶ୍ରୀ ତ୍ରୀପାଠୀଙ୍କ ନାଁରେ…

ରାଜଧାନୀର ଭରତପୁର ଥାନା ଅଞ୍ଚଳରୁ ଗୋଟିଏ ଚୋରା ବନ୍ଧୁକ ସହ ୩ଟି ଗୁଳି ଜବତ, ବେପାରୀ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ବନ୍ଧୁକ ବେପାର। ଭରତପୁର ଥାନା ଅଞ୍ଚଳରୁ ଗୋଟିଏ ଚୋରା ବନ୍ଧୁକ ସହ ୩ଟି ଗୁଳି ଜବତ କରିଛି ଭରତପୁର ଥାନା ପୋଲିସ। ଚୋରା କାରବାର ଅଭିଯୋଗରେ ଜଣେ ବନ୍ଧୁକ ବେପାରୀକୁ ମଧ୍ୟ ଗିରଫ କରାଯାଇଛି। ଭରତପୁର ଜିଏ କଲୋନୀ ନିକଟରୁ ତାକି ଗିରଫ କରାଯାଇଛି। ତା…

ପୁଣି ୧ ପ୍ରତିଶତ ଉପରେ ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୩୪ କରୋନା ପଜିଟିଭ୍‌ ଚିହ୍ନଟ, ୪ ମୃତ

ଭୁବନେଶ୍ୱର (କେନ୍ୟୁଜ ):ରାଜ୍ୟରେ ପୁଣି ୧ ପ୍ରତିଶତ ଉପରେ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୭୩୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍‌ ହାର ରହିଛି ୧.୦୫ ପ୍ରତିଶତ । ୭୩୪ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୦୧ ଜଣ । ଆଜି ଖୋର୍ଦ୍ଧାରୁ ୩୩୫ ନୂଆ…

କଳାହାଣ୍ଡି କୁଟରୁଗୁଡାରେ ଅଘଟଣ: ପୋଖରୀରେ ବୁଡି ଗଲା ଦୁଇ ଶିଶୁଙ୍କ ଜୀବନ

କଳାହାଣ୍ଡି(କେନ୍ଯୁଜ୍): ପୋଖରୀରେ ବୁଡି ଗଲା ଦୁଇ ଶିଶୁଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ କୁଟରୁଗୁଡାରେ ଅଘଟଣ ଘଟିଛି। ମୃତ ଦୁଇ ଶିଶୁ ହେଲେ କସ୍ମିତା ମାଝୀ ଓ ସୁଶାନ୍ତ ମାଝୀ । ବାପା ମାଆ ଚାଷଜମିରେ କାମ କରୁଥିବାବେଳେ ଦୁଇ ଶିଶୁ ପୋଖରୀ ନିକଟକୁ ଚାଲିଯାଇଥିଲେ । କିଛି…

ବେସାହାରା ଅବସ୍ଥାରେ ଦିନ କାଟୁଛନ୍ତି ବାପା,ମା ଛେଉଣ୍ଡ ଛଅ ଅନାଥ ଝିଅ, ଅସରାଏ ଦୁଖଃ ଛଡା କିଛି ନାହିଁ ଏମାନଙ୍କର

ଗଜପତି(କେନ୍ଯୁଜ୍): ବାପା କିମ୍ବା ମାଙ୍କର ମୃତ୍ୟୁ ହୋଇଗଲେ ସେହି ପରିବାର ଚଳିବା କେତେ କଷ୍ଟକର ତାହା ଆମେ ଜାଣିଛେ । ଏପରିକି ଆଜିକା ଦିନରେ ବାପା,ମା ଥାଇ ମଧ୍ୟ ନିଜ ସନ୍ତାନର ସବୁ ଆବଶ୍ୟତା ପୂରଣ କରିବା ସମ୍ଭବପର ହୋଇପାରୁନାହିଁ । ଏପରିସ୍ଥିତିରେ ଉଭୟ ବାପା,ମାଙ୍କୁ ହରାଇ ଛଅ ଜଣ ଅନାଥ ଝିଅ…

କନ୍ଧମାଳ ଗସ୍ତରେ ସାଂସଦ ଡ. ଅଚ୍ୟୁତ ସାମନ୍ତ, ସଂସଦୀୟ କ୍ଷେତ୍ରର ବିକାଶ ମୂଳକ କାର୍ଯ୍ୟର କଲେ ସମୀକ୍ଷା

ଫୁଲବାଣୀ(କେନ୍ଯୁଜ୍): କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଫୁଲବାଣୀଠାରେ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ଓ ଜିଲ୍ଲାର ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ସହ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ…