Browsing Category

ରାଜ୍ୟ

ସ୍କୁଲ ବାରଣ୍ଡାରେ ଜୀବନ ବିତାଉଛନ୍ତି କଅଁଳ ଦୁଇ ଶିଶୁ

ରେଢ଼ାଖୋଲ (କେନ୍ୟୁଜ) : ମୁଣ୍ଡରେ ଚାଳ ନାହିଁ, ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ। ସ୍କୁଲ ବାରଣ୍ଡାରେ ବିତୁଛି ଜୀବନ। ଆଜିକୁ ପାଞ୍ଚ ଦିନ ହେଲାଣି ସ୍କୁଲ ବାରଣ୍ଡାରେ ଜୀବନ ବିତୁଛି ଦୁଇ ନାତି ସହ ବୃଦ୍ଧ ଅଜା ଆଇଙ୍କର । ଗତ ଲଗାଣ ବର୍ଷାରେ ଘର ଭାଙ୍ଗି ଯିବାରୁ ନିରାଶ୍ରୟ ହୋଇ ଗାଁ ସ୍କୁଲ…

ସେ ଦୃଷ୍ଟିହୀନ କିନ୍ତୁ ତାଙ୍କ ସଙ୍ଗୀତ ଅତି ସୁମଧୁର

କଂଟାମାଳ (କେନ୍ୟୁଜ) : କୁହାଯାଏ ମଣିଷର ଗୋଟିଏ ଇନ୍ଦ୍ରିୟ ଅକାମୀ ହୋଇଗଲେ ତାର ଅନ୍ୟ ସବୁ ଇନ୍ଦ୍ରୀୟ ସବଳ ହୋଇଯାଏ। ଏଥିପାଇଁ ଭଗବାନ ତାଙ୍କୁ ଦୃଷ୍ଟିହୀନ କରି ଜନ୍ମ ଦେଇଥିଲେବି ତାଙ୍କ ଭିତରେ ଜନ୍ମ ନେଇଛି କଳାା ଯେଉଁଥିପାଇଁ ଏବେ ସେ ସମସ୍ତଙ୍କର ପ୍ରୀୟ ହୋଇପାରିଛନ୍ତିା ବୌଦ୍ଧ ଜିଲ୍ଲା…

୧୦ ବର୍ଷର ରେକର୍ଡ ଭାଙ୍ଗିଲା ହୀରାକୁଦ ଜଳସ୍ତର, ପହଞ୍ଚିଲା ସର୍ବୋଚ୍ଚସ୍ତରରେ

ସମ୍ବଲପୁର(କେନ୍ଯୁଜ୍): ୧୦ ବର୍ଷର ରେକର୍ଡ ଭାଙ୍ଗିଲା ହୀରାକୁଦ ଜଳସ୍ତର। ୧୦ ବର୍ଷ ପରେ ସର୍ବୋଚ୍ଚସ୍ତରରେ ପହଞ୍ଚିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୯.୫୨ ଫୁଟ୍‌ ରହିଛି। ଏବେ ମୋଟ ୮ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଆଗକୁ ଜଳଭଣ୍ଡାର…

ଶିକାରୀ ହେଲା ନିଜେ ଶିକାର, ସହଯୋଗୀ ଗୁଳିରେ ସାଙ୍ଗ ହେଲା ଆହତ

ଭଞ୍ଜନଗର (କେନ୍ୟୁଜ) : ସହଯୋଗୀର ବନ୍ଧୁକରୁ ଗୁଳି ଫୁଟି ସହଯୋଗୀ ଆହତ। ବାର୍‌ହା ଘଉଡାଇବାକୁ ଯାଇ ଫୁଟିଲା ଗୁଳି। ଭଂଜନଗର ଥାନା ଅନ୍ତର୍ଗତ କୁଟମୀକୁମ୍ପା ଗାଁ ନିକଟରେ ଏହି ଅଘଟଣ ଘଟିଛି। ଆହତ ଜଣକ ଶିବରାମ ନାୟକ। ଜଣେ ସହଯୋଗୀଙ୍କ ସହ ରାତି ୩ଟାରେ ଧାନ କ୍ଷେତକୁ ବାର୍‌ହା ଘଉଡାଇବାକୁ ଯାଏ…

୧୭ ହାଇକୋର୍ଟ ବିଚାରପତିଙ୍କ ବଦଳି ପାଇଁ ସୁପାରିଶ

କଟକ(କେନ୍ଯୁଜ୍): ୧୭ ହାଇକୋର୍ଟ ବିଚାରପତିଙ୍କ ବଦଳି ପାଇଁ ସୁପାରିଶ। ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ। ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ପାଇଁ ସୁପାରିଶ କରାଯାଇଛି। କୋଲକତା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସୋମେନ…

ଡ଼ିଲ୍ ବେଳେ ଚଢ଼ାଉ, ବାଘ ଛାଲ ସହ ୨ ଗିରଫ

ବାରିପଦା (କେନ୍ୟୁଜ) : ବାରିପଦା ହୋଟେଲରେ ବାଘ ଛାଲ ଜବତ ଘଟଣା । ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ବନବିଭାଗ । ଗିରଫ ଅଭିଯୁକ୍ତ କେନ୍ଦୁଝରି ଗାଁର ଲକ୍ଷ୍ମଣ ମୁର୍ମୁ । ତା ନିକଟରୁ ୨ଟି ବନ୍ଧୁକ ଜବତ ହୋଇଛି। ଲକ୍ଷ୍ମଣ ମାସେ ପୂର୍ବରୁ ଶିମିଳିପାଳ ଜଙ୍ଗଲରୁ ଏକ କଲରା ପତରିଆ ବାଘ ଛୁଆକୁ ଶିକାର…

ରାଜଧାନୀରେ ଚାଞ୍ଚଲ୍ୟ: ଡମଣା ମଣ୍ଡପ ପରିସରରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ଚାଞ୍ଚଲ୍ୟ । ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା ବସ୍ତିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ସାମ ମୁଣ୍ଡରି । ସେ ବିଏମସିର ସଫେଇ କାମ କରନ୍ତି । ଗତକାଲି ରାତିରେ ସାମଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା…

ଗ୍ୟାସ ଲିକ୍‌ ହୋଇ ହଠାତ୍ ଲାଗିଲା ନିଆଁ, ପ୍ରାଣ ବିକଳରେ ଘର ଛାତ ଉପରୁ ଡେଇଁ ୩ ଗୁରୁତର

ବ୍ରହ୍ମପୁର(କେନ୍ଯୁଜ୍): ଗ୍ୟାସ୍‌ ଲିକ୍‌ରୁ ଅଘଟଣ। ପ୍ରାଣ ବିକଳରେ ଘର ଛାତ ଉପରୁ ଡେଇଁ ୩ ଗୁରୁତର। ବ୍ରହ୍ମପୁର ଶ୍ରୀରାମ ନଗର ପ୍ରଥମ ଲାଇନର ଶ୍ରୀହରି ବାବୁଙ୍କ ଘରେ ଘଟିଛି ଏହି ଅଘଟଣ। ଆଜି ସକାଳୁ ରୋଷେଇ ଚାଲୁଥିବାବେଳେ ହଠାତ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ଫଳରେ ପ୍ରାଣ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪୬୨ କରୋନା ପଜିଟିଭ୍‌ ଚିହ୍ନଟ, ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୪୬୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭ୍‌ ହାର ରହିଛି ୦.୮୦ ପ୍ରତିଶତ । ୪୬୨ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୭୦ ଜଣ । ଆଜି…

ମହିଳାଙ୍କ ଉପରେ କଙ୍ଗାରୁ କୋର୍ଟର ଜୁଲମ: ଚୁଟି କାଟିଲେ, ମୁହଁରେ କାଳି ବୋଳିଲେ

ପଟ୍ଟାମୁଣ୍ଡାଇ(କେନ୍ଯୁଜ୍): ଲୋନ୍‌ ଟଙ୍କା ପାଇଁ କଙ୍ଗାରୁ କୋର୍ଟ। ଟଙ୍କା ଫେରସ୍ତ କରିନପାରିବାରୁ ମହିଳାଙ୍କ ଚୁଟି କାଟିଲେ, ମୁହଁରେ କାଳି ବୋଳିଲେ। ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ହେଲତଳ ହାଡିସାହି ଅଞ୍ଚଳର ଦୃଶ୍ୟ। ସୂଚନା ଅନୁଯାୟୀ ମହିଲା ଜଣକ କିଛି ଲୋକଙ୍କ…

କେନ୍ଦୁଝର: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର SDO, ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍‌

କେନ୍ଦୁଝର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର SDO । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ କେନ୍ଦୁଝର ଜିଲ୍ଲା SDO ବିଦ୍ୟୁତ୍‌ ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍‌ସ ଚଢାଉ କରାଯାଇଛି। ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍‌। କାଶୀପୁର ସ୍ପଞ୍ଜ…

ହଠାତ୍ ମାଡ଼ି ଆସିଲା ପାଣି, ନଦୀ ପଠା ଟାପୁରେ ଫସି ରହିଲେ ଶତାଧିକ ମାଙ୍କଡ଼

କେନ୍ଦ୍ରାପଡ଼ା(କେନ୍ଯୁଜ୍): ଲଘୁଚାପ ବର୍ଷା ପରେ ବିଭିନ୍ନ ନଦୀରେ ଆସିଛି ବନ୍ୟା ଜଳ। ହଜାର ହଜାର ଲୋକ ଜଳବନ୍ଦୀ ହୋଇଥିବା ବେଳେ ଜୀବଜନ୍ତୁ ବି ବାଦ ପଡ଼ିନାହାନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଅମୃତମଣୋହି ପଞ୍ଚାୟତ ଗତ ୬ଦିନ ଧରି ପାଣିଘେରରେ ରହିଛି। ହଠାତ ପାଣି ମାଡ଼ି ଆସିବାରୁ ଏକ ନଦୀ ପଠା…