ମହିଳାଙ୍କ ଉପରେ କଙ୍ଗାରୁ କୋର୍ଟର ଜୁଲମ: ଚୁଟି କାଟିଲେ, ମୁହଁରେ କାଳି ବୋଳିଲେ

ପଟ୍ଟାମୁଣ୍ଡାଇ(କେନ୍ଯୁଜ୍): ଲୋନ୍‌ ଟଙ୍କା ପାଇଁ କଙ୍ଗାରୁ କୋର୍ଟ। ଟଙ୍କା ଫେରସ୍ତ କରିନପାରିବାରୁ ମହିଳାଙ୍କ ଚୁଟି କାଟିଲେ, ମୁହଁରେ କାଳି ବୋଳିଲେ। ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ହେଲତଳ ହାଡିସାହି ଅଞ୍ଚଳର ଦୃଶ୍ୟ।

ସୂଚନା ଅନୁଯାୟୀ ମହିଲା ଜଣକ କିଛି ଲୋକଙ୍କ ଠାରୁ ଲୋନ କରାଇ ଦେବାକୁ କହି ଟଙ୍କା ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଲୋନ କରାଇ ନଦେବାରୁ ଲୋକଙ୍କ ଆକ୍ରୋଶର ଶୀକାର ହୋଇଥିଲେ ମହିଳା ଜଣକ। ରାସ୍ତା ମଝିରେ ମହିଳାଙ୍କୁ ଲଣ୍ଡା କରିବା ସହ ତାଙ୍କ ମୁହଁରେ କଳା ବୋଳିଦେଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲିଛି। ଅନ୍ୟପଟେ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.