Browsing Tag

women harassment

ମହିଳା ସିକ୍ୟୁରିଟ ଗାର୍ଡଙ୍କୁ ଅଶୋଭନୀୟ ଆଚରଣ, ସଂସ୍ଥାର ମାଲିକଙ୍କ ନାଁରେ ଅଭିଯୋଗ

ବର୍ତ୍ତମାନ ଅନେକ ଯୁବତୀ ଆତ୍ମନିର୍ଭରଶୀଳ ହେବା ପାଇଁ ଘରୁ ଗୋଡ଼ କାଢ଼ୁଛନ୍ତି । କିନ୍ତୁ ପ୍ରତି ମୂହୁର୍ତ୍ତରେ ସେମାନେ ନିର୍ଯାତନାର ଶିକାର ହେଉଛନ୍ତି । ଏଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି । ଆଉ ଆଜି ବି ଏମିତି ଏକ ଘଟଣାର ପର୍ଦ୍ଦାଫାସ ହୋଇଛି । ଜଣେ ମହିଳା ସିକ୍ୟୁରିଟ ଗାର୍ଡଙ୍କ…

କଙ୍ଗାରୁକୋର୍ଟରେ ମହିଳାଙ୍କୁ ଲଣ୍ଡା କରି ମଟନ ଭୋଜି ଖାଇଲେ ଜାତି ସମାଜର ଲୋକେ

ଝାରସୁଗୁଡ଼ା : ଯଦି ମଣିଷ ପାଖରେ ମଣିଷ ପଣିଆ ଟିକିଏ ନରୁହେ ବଞ୍ଚି ଥାଉ ଥାଉ ସେସବୁକୁ ହଜାଇ ବସେ ତାହେଲେ ଏ ସମାଜର ଅବସ୍ଥା କଣ ହେବ ତାହା ନକହିବା ଭଲ। ତେବେ ଆଜିର ଆଧୁନିକତା ଭିତରେ ଅନ୍ଧ ବିଶ୍ୱାସ ଯେମିତି ମଣିଷକୁ କରୁଛି ଅନ୍ଧ । ଜାତି ସମାଜ ନାରେ ଚାଲିଛି ଜୁଲମ ।  ଦିନକୁ ଦିନ ଏହି…

ମହିଳାଙ୍କ ଉପରେ କଙ୍ଗାରୁ କୋର୍ଟର ଜୁଲମ: ଚୁଟି କାଟିଲେ, ମୁହଁରେ କାଳି ବୋଳିଲେ

ପଟ୍ଟାମୁଣ୍ଡାଇ(କେନ୍ଯୁଜ୍): ଲୋନ୍‌ ଟଙ୍କା ପାଇଁ କଙ୍ଗାରୁ କୋର୍ଟ। ଟଙ୍କା ଫେରସ୍ତ କରିନପାରିବାରୁ ମହିଳାଙ୍କ ଚୁଟି କାଟିଲେ, ମୁହଁରେ କାଳି ବୋଳିଲେ। ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ହେଲତଳ ହାଡିସାହି ଅଞ୍ଚଳର ଦୃଶ୍ୟ। ସୂଚନା ଅନୁଯାୟୀ ମହିଲା ଜଣକ କିଛି ଲୋକଙ୍କ…

ପ୍ରଥମେ ପ୍ରେମ ପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଏବେ ଶିଶୁ କନ୍ୟା ଖୋଜୁଛି ନିଜ ବାପାର ପରିଚୟ

କଳାହାଣ୍ଡି : ଶିଶୁ କନ୍ୟା ଖୋଜୁଛି ନିଜ ବାପାର ପରିଚୟ । ତେଣେ ମା ଥାନାର ଦ୍ୱାରସ୍ଥ । ପ୍ରଥମେ ପ୍ରେମ ପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ । ଅବିବାହିତା ଗର୍ଭବତୀ ହୋଇ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ ପ୍ରେମିକ ଶିଶୁ କନ୍ୟାକୁ ବାପାର ପରିଚୟ ଦେବାକୁ ମନା କରୁଛି ।…

ସାବଧାନ ! ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ ହେବେ ବଳାତ୍କାରୀ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ଦିନ ଏକ ଗରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯଦି କୌଣସି ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପୁରୁଷ ବନ୍ଧୁ ଶାରୀରିକ ସମ୍ବନ୍ଧ ରଖନ୍ତି ଏବଂ ପରେ ନିଜ ପ୍ରତିଶ୍ରୁତିରୁ ଓହରି ଯାନ୍ତି ତେବେ ତାଙ୍କୁ ବଳାତ୍କାରୀ ବୋଲି ଦର୍ଶାଯିବ । କାରଣ ଏହା ଜଣେ…