Browsing Category

ରାଜ୍ୟ

ବିପଦ ସଙ୍କେତ ଉପରେ ଜଳକା ଜଳସ୍ତର: ବିଭିନ୍ନ ରାସ୍ତା ଉପରେ ୩ ଫୁଟର ପାଣି, ୧୨ରୁ ଉର୍ଦ୍ଧ୍ୱ ପଞ୍ଚାୟତରେ ବନ୍ୟାଜଳ…

ଜଳେଶ୍ବର(କେନ୍ଯୁଜ୍): ବଢୁଛି ଜଳକା । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୭.୧୮ ମିଟରରେ ପ୍ରବାହିତ ହେଉଛି। ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ…

ଦୁର୍ବଳ ହେଉଛି ମାଓ ସଙ୍ଗଠନ: ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି(କେନ୍ଯୁଜ୍): ଦୁର୍ବଳ ହେଉଛି ମାଓ ସଙ୍ଗଠନ । ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲା ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସ୍‌ପି ସୁନୀଲ ଶର୍ମାଙ୍କ ନିକଟରେ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ…

ଚାକିରିର ପ୍ରଲୋଭନ ଦେଖାଇ ଟଙ୍କା ହଡପ୍, ୫୦ଜଣ ମହିଳାଙ୍କଠୁ ୫ ହଜାର ଲେଖାଏଁ ଠକେଇ

କଟକ(କେନ୍ଯୁଜ୍): ଚାକିରିର ପ୍ରଲୋଭନ ଦେଖାଇ ମହିଳାଙ୍କୁ ଠକେଇ ଅଭିଯୋଗ । ବଡ଼ମ୍ବା ଅଞ୍ଚଳର ପାଖାପାଖି ୫୦ ମହିଳା ଠକେଇର ଶିକାର ହୋଇଛନ୍ତି । ଏ.ଡି ମାଜିଷ୍ଟିକ ନାମକ କମ୍ପାନୀ କରି ଧୂପକାଠିି ଯୋଗାଇବା, ସରକାରୀ ଚାକିରି କରାଇଦେବା, ହେଲଥ କାର୍ଡ କରାଇ ଦେବା ଭଳି ପ୍ରଲୋଭନ ଦେଖାଇ ପ୍ରତ୍ୟେକ…

ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର, ପ୍ରଭାବରେ ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା !

ଭୁବନେଶ୍ବର(କେନ୍ଯୁଜ୍): ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଝାରସୁଗୁଡ଼ା, କେନ୍ଦୁଝର,…

ଯାଜପୁର : ବାଇକ୍‌ ଦୁର୍ଘଟଣାରେ ଆୟୁଷ ଡାକ୍ତର ମୃତ

ଯାଜପୁର ଟାଉନ(କେନ୍ୟୁଜ) : ବାଇକ୍‌ ଦୁର୍ଘଟଣାରେ ଆଜି ଜଣେ ଆୟୁଷ ଡାକ୍ତରଙ୍କ ପରଲୋକ ହୋଇଯାଇଛି । ଯାଜପୁର ସଦର ଥାନା କୁଜାଲା ନିକଟରେ ଘଟିଛି ବାଇକ ଦୁର୍ଘଟଣା । ମୃତ ଡାକ୍ତର ହେଲେ ବରି ଅରଙ୍ଗାବାଦ ଗ୍ରାମର ରାଜେନ୍ଦ୍ର ପଣ୍ଡା । ବ୍ୟାସନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ କାର୍ଯ୍ୟ ସାରି…

ମୋ ପୋଷା କୁକୁରକୁ ବୁଲା କୁକୁର କାମୁଡି ଦେଲା, ତାକୁ ଗୁଳି କରି ମାରିଦିଅ ପୋଲିସ ବାବୁ……

ବାରିପଦା(କେନ୍ୟୁଜ) : ନିଜ ପୋଷା କୁକୁରକୁ କାମୁଡି ଝୁଣି ଦେଲା ବାହାରର ବୁଲା କୁକୁର। ଆଇନ୍ ହାତକୁ ନନେଇ କିଛି ଏମିତି ନିଜ ଦୁଃଖ ଜଣାଇଲେ ମାଲିକ । ଘରେ ରଖି ପାଳୁଥିବା କୁକୁର ଛୁଆକୁ ବୁଲା କୁକୁର ଆକ୍ରମଣ କରି ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଲେ । ଅଭିଯୋଗରେ ଲେଖିଲେ, ତୁରନ୍ତ ବୁଲା…

ଅଜଣା ରୋଗରେ ପୀଡିତ ହୋଇ ଗୋଟିଏ ପରିବାରର ଦୁଇ ଭାଇଭଉଣୀ ମୃତ

ସୁନ୍ଦରଗଡ(କେ ନ୍ୟୁଜ): ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ବରସୁଆଁରେ ଅଭାବନୀୟ ଘଟଣା । ଅଜଣା ରୋଗରେ ଗୋଟିଏ ପରିବାରର ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ଜଣେ ଶିଶୁ ଏବଂ ମାଆ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ମାଲକାନଗିରି: ପୋଲିସ-ମାଓବାଦୀ ମୁହାଁମୁହିଁ, ଜାରି ରହିଛି ଗୁଳି ବିନିମୟ

ମାଲକାନଗିରି(କେ ନ୍ୟୁଜ): ପୋଲିସ-ମାଓବାଦୀ ମୁହାଁମୁହିଁ । ମାଲକାନଗିରି ଜିଲ୍ଲା ତୁଳସୀପାହାଡ ଚନ୍ଦାମେଟା ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ । SOG ଓ DVF ଯବାନଙ୍କ ମାଓ ଦମନ ଅପରେସନ ବେଳେ ମୁହାଁମୁହିଁ ହୋଇଛନ୍ତି । ଏବେ ବି ଗୁଳି ବିନିମୟ ଜାରି ରହିଥିବା ସୂଚନା ଦେଇଛନ୍ତି…

ସବୁଠୁ ଛୋଟ ଜଗନ୍ନାଥଙ୍କ ମୂର୍ତ୍ତି କରି ବିରଳ ରେକର୍ଡରେ ସ୍ଥାନ ପାଇଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା

ବିରଳ ବିଶ୍ଵ ରେକର୍ଡ଼ କଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ୧ mm ର ଜଗନ୍ନାଥଙ୍କ କାଠରେ ନିମିତ୍ତ ମୂର୍ତ୍ତି ତିଆରି କରି Exclusive world records & india book of records ରେ ସ୍ଥାନ ପାଇଛି ସତ୍ୟଙ୍କ ବିରଳ କଳାକୃତି। ନିଜ ପୂର୍ବ ରେକର୍ଡ ଭାଙ୍ଗି ନୂତନ ରେକର୍ଡ କରିଲେ…

OSSC ସଦସ୍ୟଙ୍କ ପିଏସ୍‌ ବିରଞ୍ଚି ସାହୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍‌

କଟକ(କେ ନ୍ୟୁଜ):  OSSC ସଦସ୍ୟଙ୍କ ପିଏସ୍‌ ବିରଞ୍ଚି ସାହୁଙ୍କୁ ଜାମିନ୍‌ । ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କଲେ ହାଇକୋର୍ଟ । ଆଗକୁ ତଦନ୍ତରେ ସମସ୍ତ ସହଯୋଗ କରିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ତଦନ୍ତକାରୀ ଅଧିକାରୀ ଯେତେବେଳ ଚାହିଁବେ ତାଙ୍କ ନିକଟରେ ପହଂଚିବେ । ପ୍ରମାଣ ନଷ୍ଟ…

ଯାଜପୁର: ପୋଲିସକୁ ଚକମା ଦେଇ ଫାଣ୍ଡିରୁ ଫେରାର ହେଲା ଅଭିଯୁକ୍ତ

ଯାଜପୁର (କେନ୍ୟୁଜ): ଗିରଫ ଅଭିଯୁକ୍ତ ଫେରାର। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଫାଣ୍ଡିରୁ ଅଭିଯୁକ୍ତ ସିପୁଆ ଜେନା ପୋଲିସକୁ ଚକମା ଦେଇ ଆଜି ଫେରାର ହୋଇଯାଇଛି । ଗତକାଲି ଚଣ୍ଡିଖୋଲ ଫାଣ୍ଡି ପୋଲିସ ଏକ ୱାରେଣ୍ଟ ମାମଲାରେ ସ୍ଥାନୀୟ ନିଶିମଳା ଗ୍ରାମର ସିପୁଆ ଜେନାକୁ ଗିରଫ କରିଥିଲା। ତେବେ ଆଜି…

ଚାନ୍ଦିପୁର ଆଇଟିଆର ଗୁପ୍ତ ତଥ୍ୟ ଲିକ୍‌ ମାମଲା, ଗୁପ୍ତ ତଥ୍ୟ ଦେବା ପାଇଁ ଦୁବାଇରୁ ଆସୁଥିଲା ଟଙ୍କା

 ବାଲେଶ୍ଵର(କେ ନ୍ୟୁଜ): ଚାନ୍ଦିପୁର ଆଇଟିଆର ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ୫ ଅଭିଯୁକ୍ତଙ୍କ ଜେରା ଜାରି ରଖିଛି କ୍ରାଇମବ୍ରାଞ୍ଚ। ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ହୋଇଥିବା ଟ୍ରାଞ୍ଜାକ୍‌ସନର ଯାଞ୍ଚ ହେଉଛି। ଫେସବୁକ୍‌, ଇନଷ୍ଟାଗ୍ରାମ ଆଦି ସୋସିଆଲ ମିଡିଆ ଆକାଉଣ୍ଟର ତର୍ଜମା ହେଉଛି।…