ମାଲକାନଗିରି: ପୋଲିସ-ମାଓବାଦୀ ମୁହାଁମୁହିଁ, ଜାରି ରହିଛି ଗୁଳି ବିନିମୟ

ମାଲକାନଗିରି(କେ ନ୍ୟୁଜ): ପୋଲିସ-ମାଓବାଦୀ ମୁହାଁମୁହିଁ । ମାଲକାନଗିରି ଜିଲ୍ଲା ତୁଳସୀପାହାଡ ଚନ୍ଦାମେଟା ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ । SOG ଓ DVF ଯବାନଙ୍କ ମାଓ ଦମନ ଅପରେସନ ବେଳେ ମୁହାଁମୁହିଁ ହୋଇଛନ୍ତି । ଏବେ ବି ଗୁଳି ବିନିମୟ ଜାରି ରହିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସ୍‌ପି।